News portal website
before header
[URIS id=5393]

ଆରପାରିରେ ସୁର ବାବା

0 195

ଭୁବନେଶ୍ବର:

Notice

ତା-୭-୧୨-୨୦୨୦

ବହୁ ଚର୍ଚ୍ଚିତ ସୁର ବାବାଙ୍କ ପରଲୋକ। ତ୍ରାହି ଅଚ୍ୟୁତ୍‌ ଆଶ୍ରମର ପ୍ରତିଷ୍ଠାତା ସୁରେନ୍ଦ୍ର ନାଥ ମିଶ୍ର ଓରଫ ସୁର ବାବାଙ୍କବିଳମ୍ବିତ ରାତ୍ରିରେ ପରଲୋକ ହୋଇଯାଇଛି। ରାଜଧାନୀର ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି। ଆଶ୍ରମରେ କେଳେଙ୍କାରୀ ଅଭିଯୋଗ ନେଇ ୨୦୧୫ରେ ସୁର ବାବା ଗିରଫ ହୋଇଥିଲେ। ଭୁବନେଶ୍ୱର ଉପକଣ୍ଠ ଝିଣ୍ଟିଶାସନରେ ତ୍ରାହି ଅଚ୍ୟୁତ ଆଶ୍ରମ ରହିଛି। ଆଶ୍ରମରେ କେଳେଙ୍କାରୀ ଓ ଜମିଜମା ବିବାଦ ନେଇ୨୦୧୫ ଅଗଷ୍ଟ ୩୧ରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କର ଦୁଇ ପୁଅ ତ୍ରିଲୋଚନ ଓ ବିରଞ୍ଚିଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଥିଲା।ଗିରଫ ହେବାର ଅଢ଼େଇ ବର୍ଷ ପରେ ୨୦୧୭ରେ ସୁପ୍ରିମକୋର୍ଟରୁ ଜାମିନ୍ ପାଇ ଜେଲ୍‌ରୁ ମୁକୁଳିଥିଲେ ସୁରବାବା।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.