News portal website
before header
[URIS id=5393]

ପରୀ ହତ୍ୟା ମାମଲା: ବାବୁଲି ନାଏକକୁ ଜେରା କଲା SIT

0 123

ଭୁବନେଶ୍ବର: 

Notice

ତା-୫-୧୨-୨୦୨୦

ନୟାଗଡ଼ର ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସହଯୋଗୀ ବୋଲି କୁହାଯାଉଥିବା ବାବୁଲି ନାୟକକୁ  SIT  ମାରାଥନ ଜେରା କରିଛି। ଗତକାଲି SIT ଟିମ୍‌ ଅଭିଯୁକ୍ତ ବାବୁଲି ନାୟକର ଘର ଯାଞ୍ଚ କରି ଜେରା କରିଥିଲା ।  ଏପଟେ ଆଜି ପୁଣି ଥରେ ବାବୁଲି ଓ ତାଙ୍କ ଡ୍ରାଇଭରକୁ  ଜେରା କରାଯାଇଛି । ତେବେ ଘଟଣା ଦିନ ବାବୁଲି ଓ ତାଙ୍କ ଡ୍ରାଇଭର ବିଜୟ ବେହେରା କେଉଁଠି ଥିଲେ ସେ ସୂଚନା ପାଇବା ପାଇଁ ବୋଥ୍ରା ଟିମ୍ ତଦନ୍ତ ଜାରି ରଖିଛି । ବିଜୟର ଘର ସର୍ଚ୍ଚ କରାଯିବା ସହିତ ତାକୁ ମଧ୍ୟ ଜେରା କରୁଛନ୍ତି SIT ଟିମ୍‌।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.