Sign in
Sign in
Recover your password.
A password will be e-mailed to you.
Breaking News
ପ୍ରଧାନଶିକ୍ଷକଙ୍କ ଜାତିଆଣ ଆକ୍ଷେପ ମାମଲା ରୁଜୁଶତରଞ୍ଜ ଚାମ୍ପିଅନସିପ୍ 2026 ରେ ସ୍ପର୍ଶଙ୍କ ଶାନଦାର ପ୍ରଦର୍ଶନ !ଆତ୍ମହତ୍ୟା ନା ହତ୍ୟା ?ବଡ଼ଚଣାରେ ଲଜ୍ଜା ପୋସ୍କୋ ଆକ୍ଟରେ ମାମଲା ରୁଜୁ !ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।
ଆଜିଠୁ ଆମରଣ ଅନଶନରେ ଏଏନ୍ଏମ୍ ସ୍ବାସ୍ଥ୍ୟକର୍ମୀ : କେବେ ଶୁଣିବେ ମୋ ସରକାର
ଭୁବନେଶ୍ବର:
ତା-୧୦-୧୨-୨୦୨୦
ଦରକାର ବେଳେ ସ୍ବାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦେଲେ ଏବେ ଚାକିରୀରୁ ଛଟେଇ କରିଦେଲେ। ତେବେ ଏ ନେଇ ୧୨ ଦିନ ଅହୋରାତ୍ର ଧାରଣାରେ ବସିଥିବା ଏଏନ୍ଏମ୍ ସ୍ବାସ୍ଥ୍ୟକର୍ମୀମାନେ ଆଜିଠାରୁ ଆମରଣ ଅନଶନ ଆରମ୍ଭ କରିଛନ୍ତି। ସେମାନଙ୍କ ଦାବି ହେଉଛି ସ୍ଥାୟୀ!-->!-->!-->!-->!-->!-->!-->…
କେନ୍ଦ୍ର ପ୍ରସ୍ତାବକୁ ଖାରଜ କଲେ କୃଷକ ସଂଗଠନ : ଜାରି ରହିବ ଆନ୍ଦୋଳନ
ନୂଆଦିଲ୍ଲୀ:
ତା-୯-୧୨-୨୦୨୦
କେନ୍ଦ୍ର କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଆଜି ୩ଟି ଯାକ ଆଇନର ସଂପୂର୍ଣ୍ଣ ପ୍ରତ୍ୟାହାର ଦାବି କରିଛନ୍ତି ଚାଷୀ ସଂଗଠନ । ୩ଟି ଯାକ ଆଇନ ରଦ୍ଦ ନହେବା ଯାଏ ଧାରଣା ଜାରି ରହିବ ବୋଲି କୃଷକ ସଂଗଠନ ଚେତାବନୀ ଦେଇଛନ୍ତି।!-->!-->!-->!-->!-->…
ଏଣିକି ଗାଁ ଗାଁରେ ମିଳିବ ୱାଇ-ଫାଇ ସୁବିଧା
ନୂଆଦିଲ୍ଲୀ:
ତା-୯-୧୨-୨୦୨୦
ଡିଜିଟାଲ ଇଣ୍ଡିଆକୁ ଆହୁରି ମଜବୁତ କରିବାକୁ ମୋଦୀ ସରକାର ଆଉ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ୱାଇ-ଫାଇ 'କ୍ରାନ୍ତି' ପାଇଁ ପିଏମ ବାଣୀ ସ୍କିମ୍ ମାଧ୍ୟମରେ ସର୍ବସାଧାରଣ ୱାଇ-ଫାଇ ନେଟୱାର୍କର ସମ୍ପ୍ରସାରଣ ପାଇଁ ପ୍ରସ୍ତୁତ ଢାଞ୍ଚାକୁ କେନ୍ଦ୍ର!-->!-->!-->!-->!-->!-->!-->!-->!-->…
ନାବାଳକ ସ୍କୁଟି ଚାଳକ ଗଣିଲେ ୨୬ ହଜାର ଟଙ୍କା ଫାଇନ
ଭୁବନେଶ୍ବର:
ତା-୯-୧୨-୨୦୨୦
ରାଜ୍ୟରେ କଡାକଡି ହେଲା ଟ୍ରାଫିକ୍ ନିୟମ। ରାଜଧାନୀ ଭୁବନେଶ୍ୱରରେ ନାବାଳକ ସ୍କୁଟି ଚାଳକ ଗଣିଲେ ୨୬ହଜାର ଟଙ୍କା ଫାଇନ । ଚାଳକ ଓ ପଛରେ ବସିଥିବା ବ୍ୟକ୍ତିଙ୍କୁ ଫାଇନ । ହେଲମେଟ ପିନ୍ଧିନଥିବାରୁ 1000 ଟଙ୍କା ଫାଇନ କାଟିଲା ଟ୍ରାଫିକ୍ ପୋଲିସ ।!-->!-->!-->!-->!-->…
ରାଜ୍ୟର ୫ଟି ସ୍ଥାନରେ ଇକୋ ରିଟ୍ରିଟ୍ ଉଦଘାଟିତ
ଭୁବନେଶ୍ବର:
ତା-୯-୧୨-୨୦୨୦
ରାଜ୍ୟର ୫ଟି ସ୍ଥାନରେ ଇକୋ ରିଟ୍ରିଟ୍ ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ । ଭିଡିଓ କନ୍ଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦ୍ଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଓ!-->!-->!-->!-->!-->…
ରାଉରକେଲାରେ ୧୭୦ କୋଟିର ଆୟକର ଠକେଇ
ରାଉରକେଲା:
ତା-୯-୧୨-୨୦୨୦
ରାଉରକେଲାରେ ବେଆଇନ ଅର୍ଥ କାରବାର ଅଭିଯୋଗରେ ଆଜି ୧୭ ଜଣ ଗିରଫ ହୋଇଛନ୍ତି। ଆୟକର ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ୧୭୦ କୋଟିର ଆୟକର ଠକେଇ ହୋଇଛି । ସୂଚନା ମୁତାବକ ଜାଲ୍ ସଂସ୍ଥା ଖୋଲି ଗରିବ ଦିନ ମଜୁରିଆଙ୍କ ନାଁରେ ଚାଲିଥିଲା କାରବାର । ଏନେଇ!-->!-->!-->!-->!-->…
ଘୋଷଣା ହେଲା ଏଭରେଷ୍ଟର ନୂଆ ଉଚ୍ଚତା
ନୂଆଦିଲ୍ଲୀ:
ତା-୮-୧୨-୨୦୨୦
ଆସିଲା ବିଶ୍ବର ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟର ନୂଆ ଉଚ୍ଚତା । ଏଭରେଷ୍ଟର ନୂଆ ଉଚ୍ଚତା ୮୮୪୮.୮୬ ମିଟର ହୋଇଥିବା ଘୋଷଣା ହୋଇଛି। ନୂଆ ଉଚ୍ଚତା ଘୋଷଣା କଲେ ନେପାଳର ବୈଦେଶିକ ମନ୍ତ୍ରୀ । ପୂର୍ବରୁ ଏଭରେଷ୍ଟର ଉଚ୍ଚତା ଥିଲା ୮୮୪୮ ମିଟର ।୧୯୫୪ରେ ଭାରତର!-->!-->!-->!-->!-->…
ଦୁନିଆର ପ୍ରଥମ ମହିଳା ନେଲେ କୋଭିଡ ଟୀକା
ଲଣ୍ଡନ:
ତା-୮-୧୨-୨୦୨୦
ବ୍ରିଟେନର 90 ବର୍ଷିୟ ମାର୍ଗେଟ୍ କିନ୍ନ୍ କରୋନା ଟିକା ନେଇଥିବା ଦୁନିଆର ପ୍ରଥମ ମହିଳା ହୋଇଛନ୍ତି। ତାଙ୍କୁ ଫାଇଜର-ବାୟୋଟେକ୍ ଦ୍ୱାରା ବିକଶିତ ଟିକା ଦିଆଯାଇଛି। କେନ୍ଦ୍ରୀୟ ଇଂଲଣ୍ଡର କୋଭେଣ୍ଟ୍ରିସ୍ଥିତ ଏକ ସ୍ଥାନୀୟ ଡାକ୍ତରଖାନାରେ ମଙ୍ଗଳବାର ସକାଳ 6.31!-->!-->!-->!-->!-->…
ଏସ୍ଆଇଟିକୁ ଯଦୁପୁରୁ ଗ୍ରାମବାସୀଙ୍କ ବିରୋଧ
ଭୁବନେଶ୍ବର:
ତା-୮-୧୨-୨୦୨୦
ବହୁ ଚର୍ଚ୍ଚିତ ନୟାଗଡ଼ର ପରୀ ହତ୍ୟା ମାମଲାର ତଦନ୍ତ କରୁଛି ଏସ୍ଆଇଟି। ଆଜି ଯଦପୁରରେ ପରୀ ମୃତ୍ୟୁ ମାମଲାରେ ଏସଆଇଟି ଜଣକୁ ଉଠାଇନେଲା ବେଳେ ଗ୍ରାମବାସୀ ବିରୋଧ କରିଛନ୍ତି । ଯଦୁପୁର ମୁଖ୍ୟରାସ୍ତାରେ ଗାଁ ଲୋକେ ବାଉଁଶ ବାନ୍ଧି ରାସ୍ତାରୋକ କରିଛନ୍ତି!-->!-->!-->!-->!-->…
ଆକାଶ ପାଠକଙ୍କୁ ରିମାଣ୍ଡରେ ନେବ କମିସନରେଟ ପୋଲିସ
ଭୁବନେଶ୍ବର:
ତା-୮-୧୨-୨୦୨୦
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଭାବି ଜ୍ବାଇଁ ଆକାଶ ପାଠକଙ୍କୁ ରିମାଣ୍ଡରେ ନେବ କମିସନରେଟ ପୋଲିସ । ଏଥିପାଇଁ ଖୁବ୍ଶୀଘ୍ର କୋର୍ଟରେ ଆବେଦନ କରାଯିବ । ରିମାଣ୍ଡରେ ଆଣି ଆକାଶଙ୍କ ଦସ୍ତଖତ ନମୁନା ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି ।!-->!-->!-->!-->!-->…
