News portal website
before header
[URIS id=5393]

ଜେଲ ଭିତରେ ସମୁଦି ଜ୍ବାଇଁ ଭେଟ

0 177

ଭୁବନେଶ୍ବର:

Notice

ତା-୬-୧୨-୨୦୨୦

ଝାରପଡା ଜେଲ୍‌ ଭିତରେ ସାମ୍ନାସାମ୍ନି ହେଲେ ଭାବୀ ସମୁଦି ଓ ଜ୍ୱାଇଁ। ଖାଇବା ନେବା ବେଳେ ଅଭୟକାନ୍ତ ପାଠକ, ପୁଅ ଆକାଶ ପାଠକ ଓ ପ୍ରଦୀପ ପାଣିଗ୍ରାହୀଙ୍କର ଭେଟ ହୋଇଥିଲା । ଉଭୟ ଉଭୟଙ୍କୁ ଦେଖି କେମତି ଅଛ ବୋଲି ପଚାରି ହସିଥିଲେ।ଭାବୀ ଜ୍ୱାଇଁ ଆକାଶଙ୍କ ସହ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜେଲ୍‌ ଭିତରେ ଭେଟ ହୋଇଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପାଠକ ବାପା ପୁଅ ଜେଲରେ ଥିବା ବେଳେ। ଲୋକଙ୍କୁ ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ପ୍ରଦୀପ ପାଣିଗ୍ରାହୀ ଗିରଫ ହୋଇଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.