Sign in
Sign in
Recover your password.
A password will be e-mailed to you.
Breaking News
ପ୍ରଧାନଶିକ୍ଷକଙ୍କ ଜାତିଆଣ ଆକ୍ଷେପ ମାମଲା ରୁଜୁଶତରଞ୍ଜ ଚାମ୍ପିଅନସିପ୍ 2026 ରେ ସ୍ପର୍ଶଙ୍କ ଶାନଦାର ପ୍ରଦର୍ଶନ !ଆତ୍ମହତ୍ୟା ନା ହତ୍ୟା ?ବଡ଼ଚଣାରେ ଲଜ୍ଜା ପୋସ୍କୋ ଆକ୍ଟରେ ମାମଲା ରୁଜୁ !ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।
2021ରେ ଭାରତରେ 5G ସେବା
ଭୁବନେଶ୍ବର:
ତା-୮-୧୨-୨୦୨୦
ଭାରତୀୟ ମୋବାଇଲ କଂଗ୍ରେସ(IMC)ରେ ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ବଡ ଘୋଷଣା । ୨୦୨୧ ମଝି ସୁଦ୍ଧା ଭାରତରେ 5G ସୁବିଧା ମିଳିବ ବୋଲି ସେ ସୂଚନା ଦେଇଛନ୍ତି। ସମସ୍ତଙ୍କ ପାଇଁ ସୁବିଧାରେ ମିଳିବା ଲାଗି ନୀତିରେ ସୁଧାର ଲୋଡ଼ା ବୋଲି ସେ!-->!-->!-->!-->!-->…
ଭାରତ ବନ୍ଦର ପ୍ରଭାବ : ଅଖ ଚକ ଜାମ
ଭୁବନେଶ୍ୱର:
ତା-୮-୧୨-୨୦୨୦
କେନ୍ଦ୍ର ସରକାରଙ୍କ ତିନୋଟି ନୂତନ କୃଷି ଆଇନ ବିରୁଦ୍ଧରେ ଆଜି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ସକାଳୁ ସକାଳୁ ଏହି ବନ୍ଦ ର ପ୍ରଭାବ ଦେଖାଯାଇଛି। ଭୁବନେଶ୍ୱର ଓ କଟକରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।!-->!-->!-->!-->!-->…
ଆସନ୍ତାକାଲି ରାଜ୍ୟର ସବୁ ସରକାରୀ ଅଫିସ ବନ୍ଦ
ଭୁବନେଶ୍ୱର:
ତା-୭-୧୨-୨୦୨୦
ଆସନ୍ତା କାଲି ଭାରତ ବନ୍ଦ ଡାକରା ଦିଆଯାଇଛି । କରୋନା ମହାମାରୀର ପ୍ରକୋପ ସମ୍ପୂର୍ଣ୍ଣ ଭାବରେ ପ୍ରଶମିତ ହୋଇନଥିବା ଓ ସାଧାରଣ ପରିବହନ ବ୍ୟବସ୍ଥା ସ୍ବଭାବିକ ଅବସ୍ଥାକୁ ଫେରିନଥିବା ବେଳେ ଭାରତ ବନ୍ଦ ଡାକରା ଯୋଗୁ ଗମନାଗମନ ଓ ପରିବହନ ବ୍ୟବସ୍ଥା ଅଧୁକ!-->!-->!-->!-->!-->…
ଏଥର ହେବନି +3 ଓ ପିଜି ପରୀକ୍ଷା
ଭୁବନେଶ୍ବର:
ତା-୭-୧୨-୨୦୨୦
କରୋନା ମହାମାରୀ ଯୋଗୁଁ ଚଳିତ ଥର ହେବନି ୟୁଜି ଓ ପିଜି ପରୀକ୍ଷା । ଯେହେତୁ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମକୁ ଶ୍ରେଣୀ ଗୃହରେ ପଢ଼ାଯାଇ ନାହିଁ ସେଥିଲାଗି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଶ୍ରେଣୀଗୃହ ପାଠ୍ୟକ୍ରମ ଆରମ୍ଭ ହେବା ପରେ ପରୀକ୍ଷା!-->!-->!-->!-->!-->…
ଭାରତ ବନ୍ଦର ପ୍ରଭାବ : ଘୁଞ୍ଚିଲା ସିଭିଲ୍ ସର୍ଭିସ୍ ପରୀକ୍ଷା
ଭୁବନେଶ୍ବର:
ତା-୭-୧୨-୨୦୨୦
OPSC ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର। ଚାଷୀ ସଙ୍ଗଠନ ମାନେ ଆସନ୍ତା କାଲି ଭାରତ ବନ୍ଦର ଡାକର ଦେଇଥିବାରୁ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ତାରିଖ ଘୁଞ୍ଚିଛି। ଭାରତ ବନ୍ଦ ଯୋଗୁଁ ଆସନ୍ତାକାଲି ବଦଳରେ ଜାନୁଆରୀ ୨ରେ ପରୀକ୍ଷା ହେବା ।
!-->!-->!-->!-->!-->!-->!-->!-->!-->…
କୁକୁର ଫ୍ଯାମିଲି ପ୍ଲାନିଂ ପାଇଁ ୬୦ ଲକ୍ଷ
ଭୁବନେଶ୍ବର:
ତା-୭-୧୨-୨୦୨୦
କୁକୁର ବନ୍ଧ୍ୟାକରଣ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୬୦ ଲକ୍ଷ ଟଙ୍କା ରିଲିଜ୍ କରାଯାଇଛି। ୨ଟି ମହାନଗର ନିଗମ ଓ ୭ଟି ପୌରପାଳିକାରେ କୁକୁର ବନ୍ଧ୍ୟାକରଣ ପାଇଁ ଏହି ଟଙ୍କା ରିଲିଜ୍ କରାଯାଇଛି । ଏଥିପାଇଁ ୫୮ ଲକ୍ଷ ୫୬ ହଜାର ଟଙ୍କା ରିଲିଜ୍!-->!-->!-->!-->!-->…
ନବୀନ ସରକାରରେ ପ୍ରଥମ : ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତିର ତଦନ୍ତ କରିବେ ଲୋକାୟୁକ୍ତ
ଭୁବନେଶ୍ବର:
ତା-୭-୧୨-୨୦୨୦
ଦିନକୁ ଦିନ ପ୍ରଦୀପ ପାଣିଗ୍ରାହୀଙ୍କ ଅଡୁଆ ବଢୁଛି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ମାମଲାର ଲୋକାୟୁକ୍ତ ତଦନ୍ତ ପାଇଁ ସୁପାରିସ କଲେ ମୁଖ୍ୟମନ୍ତ୍ରୀ । ନବୀନ ସରକାର ଗଠନ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ!-->!-->!-->!-->!-->…
ତୈଳ ଦର ବୃଦ୍ଧିର ପ୍ରଭାବ : ବଢିଲା ବସ୍ ଭଡା
ଭୁବନେଶ୍ବର:
ତା-୭-୧୨-୨୦୨୦
ଖାଉଟିଙ୍କ ଉପରେ ମହଙ୍ଗା ମାଡ। ଦେଶରେ ଗତ କିଛିଦିନ ହେଲା କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ପେଟ୍ରୋଲ ଦର ବୃଦ୍ଧି ପରେ ରାଜ୍ୟରେ ଆଜି ବସ ଭଡା ବଢିଛି । ଡିଲକ୍ସ ଓ ଏସି ଡିଲକ୍ସ ବସ କିଲୋମିଟର ପିଛା ୨ ପଇସା ବୃଦ୍ଧି!-->!-->!-->!-->!-->…
ପରୀକୁ ନ୍ୟାୟ ଦାବିରେ ରାଜଭବନ ସମ୍ମୁଖରେ ବିଜେପିର ଗଣ ଧାରଣା
ଭୁବନେଶ୍ବର:
ତା-୭-୧୨-୨୦୨୦
ବହୁ ଚର୍ଚ୍ଚିତ ନୟାଗଡ଼ର କୋମଳମତି ପରୀ ହତ୍ୟା ମାମଲାରେ ବିରଧ ଥମିବାର ନାଁ ନେଉନି। ପରୀ କୁ ନ୍ୟାୟ ପ୍ରଦାନ ପାଇଁ ରାଜଭବନ ଆଗରେ ବିଜେପି ପକ୍ଷରୁ ଦିଆଯାଇଛି ଗଣ ଧାରଣା । ଏହି ଧାରଣାରେ ବହୁ ବରିଷ୍ଠ ନେତା ସାମିଲ ଅଛନ୍ତି । ମାମଲାର CBI ତଦନ୍ତ ଓ!-->!-->!-->!-->!-->…
ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି: ଲୋକାୟୁକ୍ତରେ ହାଜର ହେଲେ ହେମନ୍ତ ଶର୍ମା ଓ ଯାମିନୀ ଷଡ଼ଙ୍ଗୀ
ଭୁବନେଶ୍ବର:
ତା-୭-୧୨-୨୦୨୦
କୋଭିଡ୍-୧୯ ପରିଚାଳନା ଲାଗି ସାମଗ୍ରୀ ଯୋଗାଣ ପାଇଁ ଗଠିତ କ୍ରୟ କମିଟିର ପ୍ରାକ୍ତନ ମୁଖ୍ୟ ଆଇଏଏସ୍ ହେମନ୍ତ ଶର୍ମା। ତାଙ୍କ ସହ ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡ଼ଙ୍ଗୀ ବି ହାଜର ହୋଇଛନ୍ତି। ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ମାମଲାରେ!-->!-->!-->!-->!-->…
