News portal website
before header
[URIS id=5393]

ହାଜତ ମୃତ୍ୟୁ ଘଟଣା ପରେ ବଦଳିଲେ ପୁରୀର ୬ ପୋଲିସ ଅଧିକାରୀ

0 191

ପୁରୀ:

Notice

ତା-୬-୧୨-୨୦୨୦

ପୁରୀରେ ହାଜତ ମୃତ୍ୟୁ ଘଟଣା ପରେ ଜିଲ୍ଲାର ୬ ପୋଲିସଙ୍କୁ ବଦଳି କରାଯାଇଛି। ବାସେଳିସାହି ଥାନା IIC ଜୀବନାନନ୍ଦ ଜେନାଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି ପୁରୀ ଏସ୍‌ପି। ତାଙ୍କ ସ୍ଥାନରେ ସଂଜୀବ ପ୍ରଧାନ ହେଲେ ବାସେଳିସାହିର ନୂଆ ଆଇଆଇସି। ହାଜତ ମୃତ୍ୟୁ ଘଟଣା ପରେ ଚର୍ଚ୍ଚାରେ ଥିଲେ ଜୀବନାନନ୍ଦ। ସେହିପରି କୁମ୍ଭାରପଡ଼ା ଥାନା IIC କୁଳମଣି ସେଠୀଙ୍କ ବଳିଆପଣ୍ଡା ଥାନାକୁ ବଦଳି କରାଯାଇଛି। ବଳିଆପଣ୍ଡା ଥାନାଧିକାରୀ ଚିନ୍ମୟ ରାଉତଙ୍କୁ ସମୁଦ୍ରକୂଳ ଥାନାକୁ ବଦଳି କରାଯାଇଥିବା ବେଳେ ସମୁଦ୍ରକୂଳ ଥାନାଧିକାରୀ ବିଚିତ୍ରାନନ୍ଦ ସେଠୀଙ୍କୁ କୁମ୍ଭାରପଡ଼ାକୁ ବଦଳି କରାଯାଇଛି। ସେହିପରି କୁମ୍ଭାରପଡ଼ା SI ସମରେନ୍ଦ୍ର ପାଇକରାୟ ହେଲେ ବଳଙ୍ଗା ଥାନା OIC।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.