News portal website
before header
[URIS id=5393]

ଖୋଲୁଛି ପାଠକଙ୍କ ଦୁର୍ନୀତି ପେଡି : ରାଜ୍ୟ ବାହାରେ ବି ଠକୁଥିଲେ ଆକାଶ

0 147

ଭୁବନେଶ୍ବର:

Notice

ତା-୫-୧୨-୨୦୨୦

 ଓଡ଼ିଶା ଇତିହାସର ସବୁଠୁ ବଡ଼ ରେଡରେ ଧରାପଡିଥିବା ଆଇଏଫ୍ଏସ୍ ଅଭୟ ପାଠକ ଓ ଆକାଶ ପାଠକଙ୍କ ନାଁରେ ଗୋଟିଏ ପରେ ଗୋଟିଏ କଳା କାରନାମାର ଫର୍ଦ ଖୋଲୁଛି। କେବଳ ଓଡିଶାରେ ନୁହେଁ ଅନ୍ୟ ରାଜ୍ୟରେ ବି ଲୋକମାନଙ୍କୁ ଠକିଛନ୍ତି ଆକାଶ ପାଠକ । ଆକାଶ ପାଠକଙ୍କ ପିଏ ଭାବେ କାର୍ଯ୍ୟ କରୁଥିଲେ ଡେଭିଡ୍ ପିଟର । ଗତ କାଲିଠାରୁ ଡେଭିଡ୍ ପିଟରଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ । ଜେରା ବେଳେ ଆକାଶ ପାଠକ ବାବଦରେ ବିସ୍ଫୋରକ ତଥ୍ୟ ଦେଲେ ଡେଭିଡ୍ । ଆକାଶ ଟାଟା କର୍ମଚାରୀ ନୁହଁନ୍ତି ବୋଲି ସେ ଜାଣିନଥିଲେ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.