Sign in
Sign in
Recover your password.
A password will be e-mailed to you.
Breaking News
ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!ଭାଜପା ରୁ ଅମର ନାୟକ!କଂଗ୍ରେସରୁ ଇସ୍ତଫା ଦେଲେ ଗଣେଶ୍ୱର ବେହେରା।ରାଜ୍ୟରେ ଆଜିଠାରୁ ଆରମ୍ଭ ସକାଳୁଆ ସ୍କୁଲ!ଯୁଗାନ୍ତର ସାଂସ୍କୃତିକ ପରିଷଦର ଉତ୍କଳ ଦିବସ ପାଳନ।
ସାଇକେଲ ଚୋରା କୋର୍ଟଚାଲାଣ
ଅଷ୍ଟିନ ନ୍ୟୁଜ/ଯାଜପୁର ତା-୧୩-୦୯-୨୦୨୩
ପାଣିକୋଇଲି ଥାନା ଅନ୍ତର୍ଗତ ଆଙ୍କଲା ରାସ୍ତାର ନମଟିକିରି ଠାରେ ଜଣେ ସାଇକେଲ ଚୋରକୁ ଧରି ସ୍ଥାନୀୟ ଲୋକେ ପୁଲିସ ଜିମା ଦେଇଥିଲେ | ଅଭିଯୁକ୍ତ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଞ୍ଚଳର ଚୈତନ୍ୟ ପୁର୍ତ୍ତିଙ୍କ ପୁଅ ଗଣେଶ | ଆଜି ତାକୁ!-->!-->!-->…
ଚାଲିଛି ଚୋରାଚାଲାଣ ପାହାଡ଼ରୁ ଲୁଟ ହେଉଛି ମୋରମ
ଅଷ୍ଟିନ ନ୍ୟୁଜ/ଯାଜପୁର ତା-୧୩-୦୯-୨୦୨୩
ଦର୍ପଣ ତହସିଲ ଅଧୀନ ମାଣ୍ଡୁକ ପାହାଡ଼ରୁ ନିୟମିତ ମୋରମ ଚୋରାଚାଲାଣ ଚାଲିଛି | ଏଠାରେ ନାମକୁ ମାତ୍ର ଏକ ମୋରମ ଲିଜ ଖାଦାନ ରହିଛି | ଦର୍ପଣ ତହସିଲ ଓ ଖଣି ବିଭାଗର ଅଧିକାରୀମାନେ ଏହି ଖାଦାନରେ ପହଞ୍ଚିଥିଲେ | ତଦନ୍ତ ଦଳ କେବଳ ବୁଲାବୁଲି!-->!-->!-->…
ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୫ଲକ୍ଷ ଟଙ୍କା ଲୁଟ
ଅଷ୍ଟିନ ନ୍ୟୁଜ ତା-୧୩-୦୯-୨୦୨୩
ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଯାଉଥିବା ବେଳେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୫ଲକ୍ଷ ଟଙ୍କା ଲୁଟ ହେବାର ୩୬ ଘଣ୍ଟା ପରେ ବି ପୁଲିସ ହାତ ଖାଲି | ଲୁଟରେ ସମ୍ପୃକ୍ତ ଦୁବୃର୍ତ୍ତଙ୍କୁ ପୁଲିସ ଗିରଫ କରିପାରିନାହିଁ | ଗତକାଲି!-->!-->!-->…
ପାଞ୍ଚ ବର୍ଷ ପରେ ବି କୋରେଇ ଭବନ ଭୂଇଁରୁ ଉଠୁନି
ଅଷ୍ଟିନ ନ୍ୟୁଜ ତା-୧୩-୦୯-୨୦୨୩
ପାଞ୍ଚବର୍ଷ ତଳେ ନିର୍ମାଣ ଆରମ୍ଭ ହୋଇଥିବା ଏହି ଭବନରେ ମାତ୍ର କେତୋଟି ଖୁଣ୍ଟ ଅଧାଗଢା ଅବସ୍ଥାରେ ପଡ଼ିରହିଛି | କୋରେଇ ବ୍ଲକର ପଥରପଦା ମୌଜା ପାଣିକୋଇଲି-ରାଜାମୁଣ୍ଡା ୨୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ଚାନ୍ଦପୁର ଗ୍ରାମ ନିକଟରେ ୨୦୧୮!-->!-->!-->…
ଗ୍ରାମୀୟଜଳ ଯୋଗାଣରୁ ବାହାରୁଛି ଗୋଳିଆ ପାଣି
ଅଷ୍ଟିନ ନ୍ୟୁଜ ତା-୧୩-୦୯-୨୦୨୩
ରସୁଲପୁର ବ୍ଲକ ବ୍ରହ୍ମବରଦା ପଞ୍ଚାୟତର୧,୨,୩,୪, ନମ୍ବର ୱାର୍ଡର ଲୋକମାନେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପରୁ ଶୁଦ୍ଧ ପାଣି ପାରୁନାହାନ୍ତି | ଏହି ପ୍ରକଳ୍ପରୁ ଗୋଳିଆ ପାଣି ବାହାରୁଥିବାରୁ ଲୋକେ ଅଭିଯୋଗ କରିଛନ୍ତି | ଜଳ ହିଁ ଜୀବନ ଲୋକମାନେ ଟିକେ!-->!-->!-->…
କାହ୍ନୁଚରଣ ବିଦ୍ୟାମନ୍ଦିର ରୂପାନ୍ତରୀକରଣର ଶିଳାନ୍ୟାସ
ଅଷ୍ଟିନ ନ୍ୟୁଜ/ଯାଜପୁର ତା-୧୧-୦୯-୨୦୨୩
କୋରେଇ ବ୍ଲକ ଅନ୍ତର୍ଗତ ବେଗନାଠାରେ ଥିବା କାହ୍ନୁଚରଣ ବିଦ୍ୟାମନ୍ଦିର ରୂପାନ୍ତରୀକରଣ କାର୍ଯ୍ୟ ପାଇଁ ଆଜି ଶିଳାନ୍ୟାସ କରାଯାଇଛି | କୋରେଇ ବିଧାୟକ ଅଶୋକ କୁମାର ବଳ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟର ଶିଳାନ୍ୟାସ କରିଥିଲେ |!-->!-->!-->…
ପାଣି ପାଇଁ ଲୋକେ ହନ୍ତସନ୍ତ
ଅଷ୍ଟିନ ନ୍ୟୁଜ ତା-୧୧-୦୯-୨୦୨୩
ବଡ଼ଚଣା ବ୍ଲକ ମଝିପଡା ପଞ୍ଚାୟତ ବନମାଳିପୁର ଗ୍ରାମରେ ଥିବା ୪ଟି ସୌର ପାନୀୟଜଳ ପ୍ରକଳ୍ପ ବର୍ଷେ ହେଲା ଅଚଳ ହୋଇପଡିଛି | ପିଇବା ପାଣି ପାଇଁ ଗ୍ରାମବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ୯ଟି ୱାର୍ଡକୁ ନେଇ ଗଠିତ ବନମାଳିପୁର!-->!-->!-->…
ରାସ୍ତାଗସ୍ତ ପାଇଁ ଯାତାୟତରେ ଅସୁବିଧା
ଅଷ୍ଟିନ ନ୍ୟୁଜ ତା-୦୯-୦୯-୨୦୨୩
ଗସ୍ତ ପାଇଁ ରାତିଦିନ ଏକ କରି ଦେଇଥିଲା ପ୍ରଶାସନ | ଯାଜପୁର ସହରର ସବୁ ରାସ୍ତାକୁ ମରାମତି କରାଯାଇଥିଲା | ସହର ମୁଖ୍ୟ ରାସ୍ତା ପିଚୁ ଧସିଯାଇଥିବା ଦେଖିବାକୁ ମିଳିଛି | ସେଠାରେ ଏତେବଡ ଗର୍ତ୍ତ ହୋଇଛି ଯେ କେହି ଲୋକ ଗଳିପଡିବାର ଆଶଙ୍କା ରହିଛି |!-->!-->!-->…
ବାଦ ପଡିଛି ପାନୀୟଜଳ ଯୋଗାଣ ବ୍ୟବସ୍ଥା
ଅଷ୍ଟିନ ନ୍ୟୁଜ ତା-୦୯-୦୯-୨୦୨୩
ଦାନଗଦି ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ମାନପୁର ପୁରୁଣାସାହି ପାନୀୟଜଳ ଯୋଗାଣ ବ୍ୟବସ୍ଥା ବାଦ ପଡିଛି | ଫଟାପାଇପ,ଭଲଭ ଓ ଟ୍ୟାପ ଖରାପ କାରଣରୁ ପଞ୍ଚାୟତର ଅନେକ ଜାଗାକୁ ପାଣି ପହଞ୍ଚୁନଥିବା ଅଭିଯୋଗ ହୋଇଛି | ୨୦୧୯ରେ ବସିଧା ଯୋଜନାରେ!-->!-->!-->…
ଭାଙ୍ଗିରୁଜି ଗଲାଣି ଗାଁ ରାସ୍ତା
ଅଷ୍ଟିନ ନ୍ୟୁଜ ତା-୦୯-୦୯-୨୦୨୩
ଧର୍ମଶାଳା ବ୍ଲକ ଜାରକା ପଞ୍ଚାୟତ ଡୁବାଗାଡ଼ିଆ ଗାଁ ରାସ୍ତା ଭାଙ୍ଗିରୁଜି ଗଲାଣି | ବହୁବର୍ଷ ହେଲା ଲୋକମାନେ ଏହି ରାସ୍ତାରେ ଯାତାୟାତ କରୁଛନ୍ତି | ପାଇପ ପାଣି ଯୋଗାଇ ଦେବା କହି ରାସ୍ତାକୁ ଖୋଳିତାଡି ଦେଇଛନ୍ତି | ପାଇପ ବିଛାଇ ସାରିବା ପରେ!-->!-->!-->…