News portal website
before header
[URIS id=5393]

କଂଗ୍ରେସରୁ ଇସ୍ତଫା ଦେଲେ ଗଣେଶ୍ୱର ବେହେରା।

0 393

ଅଷ୍ଟିନ ନ୍ୟୁଜ/ଭୁବନେଶ୍ୱର

ତା-୦୨-ଅପ୍ରେଲ-୨୦୨୪

କେନ୍ଦ୍ରାପଡା କଂଗ୍ରେସର ଟାଣୁଆ ନେତା ଶ୍ରୀଯୁକ୍ତ ଗଣେଶ୍ୱର ବେହେରା ଆଜି କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି।ଏକ ଇସ୍ତଫା ପତ୍ର ଓପିସିସି ସଭାପତିଙ୍କୁ ପଠାଇଛନ୍ତି।ଇସ୍ତଫା ଦେବାର କାରଣ ଉଲ୍ଲେଖ କରି ନ ଥିବା ବେଳେ ଦଳରୁ ମିଳିଥିବା ପଦ ପଦଵୀ,ସମ୍ମାନକୁ କୃତଜ୍ଞତା ଜ୍ଞାପନ କରିଛନ୍ତି।ତେବେ ଇସ୍ତଫା ଦେଲା ପରେ କେଉଁ ଦଳକୁ ଯିବେ ସେ ନେଇ କିଛି ସ୍ପଷ୍ଟ ଜଣାପଡି ନାହିଁ।

Leave A Reply

Your email address will not be published.