ଦୁଇ ମୋବାଇଲ ଲୁଟେରା ଗିରଫ
ଅଷ୍ଟିନ ନ୍ୟୁଜ/ଯାଜପୁର ତା-୧୪-୦୯-୨୦୨୩
ବୈରୀ ଥାନା ପୁଲିସ ଦୁଇଜଣ ମୋବାଇଲ ଫୋନ ଲୁଟେରାଙ୍କୁ ଗିରଫ କରିଛି | ହେଲେ କୋରେଇ ଥାନା ପୂର୍ବକୋଟ ଗ୍ରାମର ୨ଜଣ ଲୋକ ଛତିଆ କମ୍ପାନୀ ବଜାରର ସଂଜୟ ସିଂ ରାସ୍ତାରେ ଯାଉଥିବା ସମୟରେ ଦୁଇ ଲୁଟେରା ତାଙ୍କଠାରୁ ମୋବାଇଲ ଲୁଟି ନେଇଥିଲେ | ଏ!-->!-->!-->…