News portal website
before header
[URIS id=5393]

ଭାଜପା ରୁ ଅମର ନାୟକ!

0 668

ଅଷ୍ଟିନ ନ୍ୟୁଜ/ଭୁବନେଶ୍ୱର

Notice

ତା-୦୨-ଅପ୍ରେଲ-୨୦୨୪

ଓଡ଼ିଶାରେ ବିଧାନସଭା ନିର୍ବାଚନ ପାଇଁ ବିଜେପି ପାର୍ଥିଙ୍କ ତାଲିକା ଆଜି ଜାରି କରିଛି।ଯାଜପୁର ଜିଲ୍ଲା ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ଶ୍ରୀଯୁକ୍ତ ଅମର କୁମାର ନାୟକଙ୍କୁ ଟିକେଟ ପ୍ରଦାନ କରିଛି ବିଜେପି।ଅମର ନାୟକ ଜଣେ ଟାଣୁଆ ସଂଗଠକ ହୋଇଥିବା ବେଳେ,ଟିକେଟ ମିଳିବା ପରେ ବଡଚଣାର ଜନସାଧାରଣ, ବିଜେପି କର୍ମୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Leave A Reply

Your email address will not be published.