News portal website
before header

ଜାଣନ୍ତୁ ମଧୁମେହ ରୋଗୀମାନେ କିପରି କରିବେ ଶର୍କରା ନିୟନ୍ତ୍ରଣ

ଭୁବନେଶ୍ବର: ତା-୦୨-୧୨-୨୦୨୦ ମଧୁମେହ ରୋଗୀଙ୍କୁ ଶୀତ ଋତୁରେ ବିଶେଷ ଯତ୍ନ ନେବା ଆବଶ୍ୟକ । କାରଣ ଏହି ଋତୁରେ ହଠାତ୍ ରକ୍ତରେ ଶର୍କରା ବୃଦ୍ଧି ହେବାର ଆଶଙ୍କା ବହୁତ ଅଧିକ । ପ୍ରାୟତଃ ଲୋକମାନେ ଥଣ୍ଡା ସମୟରେ ବ୍ୟାୟାମ କରିବା କମ କରନ୍ତି କିମ୍ବା ବନ୍ଦ କରନ୍ତି…

୩ ଦିନିଆ ରିମାଣ୍ଡରେ ଗଲେ IFS ଅଭୟକାନ୍ତ

ଭୁବନେଶ୍ୱର: ତା-୦୨-୧୨-୨୦୨୦  ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି ଏସ୍‌ଆଇଟି । ୩ ଦିନ ପାଇଁ ରିମାଣ୍ଡରେ ନେବାକୁ ଏସ୍‌ଆଇଟି ଆବେଦନ କରିଥିଲା । ତେବେ ଆଜି ସ୍ପେସାଲ୍‌ ଭିଜିଲାନ୍ସ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି।  ଅନ୍ୟପଟେ ବାପାପୁଅଙ୍କ ଆକାଉଣ୍ଟର…

ଘରୋଇ ସ୍କୁଲ୍ ଫି ‘ ଉପରେ ସରକାରଙ୍କ ନାହିଁ ନିୟନ୍ତ୍ରଣ

ଭୁବନେଶ୍ଵର:  ତା-୦୨-୧୨-୨୦୨୦ ଘରୋଇ ସ୍କୁଲ୍ ଫି’ ଛାଡ଼ ଆବେଦନ ମାମଲାରେ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର। ଏହି ସତ୍ୟପାଠରେ ସରକାର ଦର୍ଶାଇଛନ୍ତି, ଘରୋଇ ସ୍କୁଲଗୁଡ଼ିକର ଫି’କୁ ରାଜ୍ୟ ସରକାର ନିୟନ୍ତ୍ରଣ କରିପାରିବେ ନାହିଁ। ରାଜ୍ୟରେ ଏତେ ସରକାରୀ ସ୍କୁଲ…

ପ୍ରଦୀପଙ୍କ ଜନ ବିରୋଧୀ କାର୍ଯ୍ୟର ହିସାବ ଦେଲା ବିଜେଡି

ଭୁବନେଶ୍ବର: ତା-୧-୧୨-୨୦୨୦  ଗୋପାଳପୁର ବିିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ  ବିଜୁ ଜନତା ଦଳରୁ ବହିଷ୍କାର କରାଯିବା ପରେ ରାଜନୈତିକ ବୟାନ ବାଜି ଜାରି ରହିଛି। ଦଳରୁ ବହିଷ୍କାର କରାଯିବା ପରେ ପ୍ରଦୀପ ପାଣିଗ୍ରାହୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ଜନବିରୋଧୀ କାର୍ଯ୍ୟର…

ପରୀ ମୃତ୍ୟୁ ମାମଲାର ରହସ୍ୟ ଖୋଲିବେ ବୋଥ୍ରା

ଭୁବନେଶ୍ବର:  ତା-୧-୧୨-୨୦୨୦ ବହୁ ଚର୍ଚ୍ଚିତ ନୟାଗଡର ୫ ବର୍ଷର କୋମଳମତି ଶିଶୁ ପରୀ ହତ୍ୟା ମାମଲାର ତଦନ୍ତ ପାଇଁ ଏସ୍ଆଇଟି ଗଠନ ହୋଇଛି । ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ ବୋଥ୍ରା ନେତୃତ୍ୱରେ ହାଇକୋର୍ଟଙ୍କ ତତ୍ୱାବଧାନରେ ଏହି ତଦନ୍ତ ଆଗକୁ ବଢିବ। । ବଛା ବଛା ଅଫିସରଙ୍କୁ ନେଇ ୫ ଜଣିଆ…

ପୋଲିସ ନାଁରେ ପ୍ରଦୀପ ପାଣିଗ୍ରାହୀଙ୍କ ସଙ୍ଗୀନ ଅଭିଯୋଗ

ଭୁବନେଶ୍ବର:  ତା-୧-୧୨-୨୦୨୦ ବିଜୁ ଜନତା ଦଳରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ପୁଲିସ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେ ଅଭିଯୋଗ କରିଛନ୍ତି, ପୁଲିସ ତାଙ୍କ ସମ୍ପର୍କୀୟ ଏବଂ ସମର୍ଥକଙ୍କୁ ଥାର୍ଡ ଡିଗ୍ରୀ ଦେଉଛି। ଏନେଇ ସେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଏବଂ…

ନାକ ଦେଇ ମସ୍ତିଷ୍କକୁ ପ୍ରବେଶ କରୁଛି କରୋନା ଭାଇରସ

ନୂଆଦିଲ୍ଲୀ:  ତା-୧-୧୨-୨୦୨୦ ସମଗ୍ର ବିଶ୍ୱରେ କରୋନା ଭାଇରସ୍ ଆତଙ୍କ ସୃଷ୍ଟି କରିଛି । ଏହି ବିପଜ୍ଜନକ ଜୀବାଣୁକୁ ଦୂର କରିବା ପାଇଁ ବୈଜ୍ଞାନିକମାନେ କ୍ରମାଗତ ଭାବରେ ଅନୁସନ୍ଧାନ କରୁଛନ୍ତି ଏବଂ ଅଧ୍ୟୟନ କରୁଛନ୍ତି। ଏହି କ୍ରମରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ କରୋନା ଜୀବାଣୁ…

ପରୀ ମୃତ୍ୟୁ ମାମଲାରେ ସମ୍ବିତଙ୍କୁ ଟାର୍ଗେଟ କଲା କଂଗ୍ରେସ

ଭୁବନେଶ୍ବର: ତା-୦୧-୧୨-୨୦୨୦  ପରୀ ମୃତ୍ୟୁ ପ୍ରସଙ୍ଗରେ ରାଜନୀତି ଜୋର ଧରିଛି।ଗତକାଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କଂଗ୍ରେସ ବିଜୁ ଜନତା ଦଳ ଠାରୁ ଟଙ୍କା ଖାଇ ଚୁପ ରହିଥିବା ଅଭିଯୋଗ ଆଣିଥିଲେ। ତେବେ ଏ ନେଇ ଆଜି ବରିିିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ…

ଆସିଲା ଡିସେମ୍ବର ଗାଇଡଲାଇନ : ଜାଣନ୍ତୁ କଣ ଖୋଲିବ ଓ ବନ୍ଦ ରହିବ

ଭୁବନେଶ୍ୱର: ତା-୩୦-୧୧-୨୦୨୦  ଡିସେମ୍ବର ମାସ ପାାଇଁରାଜ୍ୟ ସରକାର ଜାରି କରିଛନ୍ତି ଗାଇଡଲାଇନ।  ଡିସେମ୍ବର ୩୧ ଯାଏ ଏହି ଗାଇଡଲାଇନ ବଳବତ୍ତର ରହିବ। କଣ୍ଟେନମେଣ୍ଟ ଜୋନରେ ଲକ୍‌ ଡାଉନ ଜାରି କରାଯାଇପାରିବ। ସ୍ଥାନୀୟ ପ୍ରଶାସନ  କଣ୍ଟେନମେଣ୍ଟ ଜୋନ ଘୋଷଣା କରିବେ। ଟେଷ୍ଟିଂ, ଟ୍ରେସିଂ…

ପରୀ ପ୍ରସଙ୍ଗରେ କଂଗ୍ରେସ ଦି ଭାଗ

ଭୁବନେଶ୍ୱର:  ତା-୩୦-୧୧-୨୦୨୦ ପରୀ ହତ୍ୟା ପ୍ରସଙ୍ଗରେ ନ୍ୟାୟ ଦାବିରେ ପ୍ରଥମେ ବିରୋଧୀ କଂଗ୍ରେସ ଓ ବିଜେପି ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା। କିନ୍ତୁ ଏବେ ପରୀକୁ ନ୍ୟାୟ ଦାବିରେ କଂଗ୍ରେସ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। କଂଗ୍ରେସର ଦାବି ପରେ ସରକାର SIT ତଦନ୍ତ ପାଇଁ…