Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
ପ୍ରଦୀପଙ୍କ ସମର୍ଥନରେ ବାହାରିଲେ ବିଜୟ ମହାପାତ୍ର
ଭୁବନେଶ୍ବର:
ତା-୩୦-୧୧-୨୦୨୦
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିରୁ ବହିଷ୍କୃତ କରାଯିବା ପରେ ଏବେ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି ହୋଇଛି। ପ୍ରଦୀପଙ୍କ ସମର୍ଥନରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି “ପୂର୍ବତନ ବିଜେଡି ବିଧାୟକ ପ୍ରଦୀପ!-->!-->!-->!-->!-->!-->!-->…
ସୁର ରାଉତରାୟଙ୍କ ସହ ଏକ୍ସକ୍ଲୁଜିଭ ଇଣ୍ଟରଭିୟ୍ୟୁ
https://youtu.be/LY2XtRidq5E
ପାଠକ ଲିଙ୍କରେ ବିଜେଡିରୁ ବହିଷ୍କୃତ ହେଲେ ପ୍ରଦୀପ ପାଣିଗ୍ରାହୀ
ଭୁବନେଶ୍ବର:
ତା-୨୯-୧୧-୨୦୨୦
କୋଟିପତି ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଲିଙ୍କରେ ବିଜେଡିରୁ ବହିଷ୍କୃତ ହୋଇଛନ୍ତି ଗୋପାଳପୁର ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ। ତାଙ୍କୁ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଛି । ଲୋକ ବିରୋଧୀ କାର୍ଯ୍ୟ ପାଇଁ ପ୍ରଦୀପ!-->!-->!-->!-->!-->!-->!-->…
ଅରୁଣ କରିପାରିବେ ତ ?ଅରୁଣଙ୍କ ପର୍ଦା ଫାସ !
ଭୁବନେଶ୍ୱର
ତା-୨୮-୧୧- ୨୦୨୦
ପରୀ ହତ୍ୟା ମାମଲାର ତଦନ୍ତ କରିବେ ଆଇଜି ଅରୁଣ ବୋଥ୍ରା ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାର ତଦନ୍ତ ପାଇଁ SIT ଗଠନ କରିଛନ୍ତି ରାଜ୍ୟ ସରକାର।
SITର ମୁଖ୍ୟ ଭାବେ ଆଇଜି ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ମିଳିଛି । ଏହି ଟିମରେ!-->!-->!-->!-->!-->!-->!-->!-->!-->…
କୁଆଡେ ଗଲେ ଶିଶୁ ଆୟୋଗ ଓ ଶିଶୁ ମନ୍ତ୍ରୀ:ପରୀ ହତ୍ଯା ଘଟଣା।
ଭୁବନେଶ୍ୱର
ତା-୨୮-୧୧-୨୦୨୦
ପରୀ ହତ୍ୟା ମାମଲା: କାହା ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି ଶିଶୁ ଆୟୋଗ ଓ ମନ୍ତ୍ରୀ?
ନୟାଗଡ଼ ‘ପରୀ’ ହତ୍ୟା ମାମଲାକୁ ନେଇ ରାଜନୀତିକ ବୟାନବାଜି ଓ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି ଜୋର ଧରିଥିବାବେଳେ!-->!-->!-->!-->!-->!-->!-->…
ହାତଗଣ୍ଠି ପୂର୍ବରୁ ହାତକଡି
ଭୁବନେଶ୍ୱର :
ତା-୨୮-୧୧-୨୦୨୦
ବିବାହ ହାତଗଣ୍ଠି ପୂର୍ବରୁ ପଡିଲା ହାତକଡି। କୋଟିପତି ଆଇଏଫଏସ୍ ଅଫିସର ଅଭୟକାନ୍ତଙ୍କ ପୁଅ ଆକାଶର ଆଉ ମାତ୍ର ୧୫ ଦିନ ପରେ ବିବାହ ହାତଗଣ୍ଠି ପଡିବାକୁ ଯାଉଥିଲା । ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ସହିତ ଡିସେମ୍ବର ୧୧ ତାରିଖରେ ଆକାଶର!-->!-->!-->!-->!-->…
ଝାରପଡା ଜେଲରେ ରାତି କାଟିଲେ ପାଠକ ବାପା-ପୁଅ
ଭୁବନେଶ୍ବର:
ତା-୨୮-୧୧-୨୦୨୦
ବିଳାସମୟ ଜୀବନ ଯାପନ କରୁଥିବା ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କ ନୂଆ ଠିକଣା ଏବେ ଭୁବନେଶ୍ୱର ଝାରପଡ଼ା ଜେଲ୍ । ଉଭୟ ବାପା ଓ ପୁଅ ଜେଲରେ ରାତି କାଟିଛନ୍ତି । ସେମାନଙ୍କର କୋଭିଡ୍ ଟେଷ୍ଟ ହୋଇ ନଥିବାରୁ ଜେଲର ତାଙ୍କୁ!-->!-->!-->!-->!-->…
ଧାରା 370 ଉଛେଦ ପରେ ଜାମ୍ମୁ କାଶ୍ମୀରରେ ପ୍ରଥମ ନିର୍ବାଚନ
ନୂଆଦିଲ୍ଲୀ:
ତା-୨୮-୧୧-୨୦୨୦
ଜାମ୍ମୁ କାଶ୍ମୀରରେ ଧାରା 370 ହଟାଯିବା ପରେ ଆଜି (28 ନଭେମ୍ବର) ପ୍ରଥମ ଥର ପାଇଁ ଜିଲ୍ଲା ବିକାଶ ପରିଷଦ (DDC) ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। 43 ଟି ନିର୍ବାଚନମଣ୍ଡଳୀ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳ 7 ଟାରୁ ମତଦାନ ଆରମ୍ଭ ହୋଇ!-->!-->!-->!-->!-->…
ପରୀ ପାଇଁ ପୁଣି ବିଧାନସଭା ଅଚଳ
ଭୁବନେଶ୍ବର:
ତା-୨୮-୧୧-୨୦୨୦
ବିଧାନସଭାରେ ପୁଣି ଉଠିଲା ପରୀ ମୃତ୍ୟୁ ପ୍ରସଙ୍ଗ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ବାଚସ୍ପତି ୪ଟି ଦିଗରୁ ବିବୃତି ରଖିବାକୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ କହିଥିଲେ । ସେ କେବଳ ଗୋଟିଏର ଉତ୍ତର ଦେଇ, ଅନ୍ୟ ୩ଟିର ଦେଇନାହାନ୍ତି ।!-->!-->!-->!-->!-->…
ଓଠ ଫାଟିଲେ କ’ଣ କରିବେ?
ଭୁବନେଶ୍ବର
ତା-୨୮-୧୧-୨୦୨୦
ଶୀତଦିନେ ଓଠ ଫାଟିବା ସମସ୍ତଙ୍କ ପାଇଁ ଏକ ବଡ ସମସ୍ୟା। ଓଠ ଫାଟିବା ଦ୍ବାରା ଖାଇବାରେ ଅସହଜ ହେବା ସହ ଜଳାପୋଡା ହୋଇଥାଏ। ଆମେ ବଜାରରେ ମିଳୁଥିବା ଭେସଲିନ୍ ବା ଲିପ୍ବାମ୍ ଓଠରେ ଲଗାଇ ଥାଉ। ସେଗୁଡିକ କେମିକାଲ ଯୁକ୍ତ ହୋଇଥିବାରୁ ଓଠ ଖରାପ!-->!-->!-->!-->!-->…
