News portal website
before header
[URIS id=5393]

ଘରୋଇ ସ୍କୁଲ୍ ଫି ‘ ଉପରେ ସରକାରଙ୍କ ନାହିଁ ନିୟନ୍ତ୍ରଣ

0 192

ଭୁବନେଶ୍ଵର: 

ତା-୦୨-୧୨-୨୦୨୦

ଘରୋଇ ସ୍କୁଲ୍ ଫି’ ଛାଡ଼ ଆବେଦନ ମାମଲାରେ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର। ଏହି ସତ୍ୟପାଠରେ ସରକାର ଦର୍ଶାଇଛନ୍ତି, ଘରୋଇ ସ୍କୁଲଗୁଡ଼ିକର ଫି’କୁ ରାଜ୍ୟ ସରକାର ନିୟନ୍ତ୍ରଣ କରିପାରିବେ ନାହିଁ। ରାଜ୍ୟରେ ଏତେ ସରକାରୀ ସ୍କୁଲ ଥାଇ ଅଭିଭାବକମାନେ ଘରୋଇ ସ୍କୁଲକୁ କାହିଁକି ପିଲାଙ୍କୁ ପଠାଉଛନ୍ତି ବୋଲି ସରକାର ଏହି ସତ୍ୟପାଠ ଜରିଆରେ ପ୍ରଶ୍ନ ପଚାରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର ଧାର୍ଯ୍ୟ କରାଯାଇଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.