News portal website
before header
[URIS id=5393]

୩ ଦିନିଆ ରିମାଣ୍ଡରେ ଗଲେ IFS ଅଭୟକାନ୍ତ

0 161

ଭୁବନେଶ୍ୱର:

ତା-୦୨-୧୨-୨୦୨୦

 ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି ଏସ୍‌ଆଇଟି । ୩ ଦିନ ପାଇଁ ରିମାଣ୍ଡରେ ନେବାକୁ ଏସ୍‌ଆଇଟି ଆବେଦନ କରିଥିଲା । ତେବେ ଆଜି ସ୍ପେସାଲ୍‌ ଭିଜିଲାନ୍ସ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି।  ଅନ୍ୟପଟେ ବାପାପୁଅଙ୍କ ଆକାଉଣ୍ଟର ଯାଞ୍୍ଚ   କରିବ ଏସଆଇଟି । ଅଭୟକାନ୍ତ ପାଠକ ଅନ୍ୟ କେତେ ଜଣଙ୍କ ନାଁରେ ଆକାଉଣ୍ଟ ଖୋଲି ଟଙ୍କା ରଖୁଥିବା ଏସ୍‌ଆଇଟି ସନ୍ଦେହ କରୁଛି । ବେନାମୀ ଟ୍ରାଞ୍ଜାକ୍ସନ୍ ନେଇ ବ୍ୟାଙ୍କ ମ୍ୟାନେଜରଙ୍କୁ ପଚରାଉଚରା କରାଯିବ ବୋଲି ମଧ୍ୟ ସୂଚନା ମିଳିଛି । ଅଭୟ ଓ ପୁଅ ଆକାଶ ପାଠକଙ୍କ ନାଁରେ ଅନେକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.