Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
ରାଜନୀତିରେ ଏଣ୍ଟ୍ରି ମାରିଲେ ସୁପରଷ୍ଟାର ରଜନୀକାନ୍ତ
ଚେନ୍ନାଇ:
ତା-୩-୧୨-୨୦୨୦
ଜଣାଶୁଣା ଅଭିନେତା ରଜନୀକାନ୍ତ ତାଙ୍କ ରାଜନୈତିକ ଇନିଂସ ଆରମ୍ଭରେ ଦୀର୍ଘ ଦିନ ଧରି ଚାଲିଥିବା ସସପେନ୍ସକୁ ଶେଷ କରିଛନ୍ତି। ରଜନୀକାନ୍ତ ଗୁରୁବାର କହିଛନ୍ତି ଯେ ସେ ଜାନୁଆରୀ 2021 ରେ ନିଜ ପାର୍ଟି ଆରମ୍ଭ କରିବେ ଏବଂ ଡିସେମ୍ବର 31 ରେ ତାଙ୍କ ପାର୍ଟି!-->!-->!-->!-->!-->…
ଯାଜପୁର ଜିଲ୍ଲାରେ ବେଆଇନ କ୍ରସର ଉଚ୍ଛେଦ ଅଭିଯାନ ଆରମ୍ଭ
ଯାଜପୁର:
ତା-୩-୧୨-୨୦୨୦
ଯାଜପୁର ଜିଲ୍ଲା ପ୍ରଶାସନ ଜିଲ୍ଲାରେ ଚାଲିଥିବା ବେଆଇନ କ୍ରସର ଉଚ୍ଛେଦ ଅଭିଯାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଜିଲ୍ଲା ପ୍ରଶାସନ ଧର୍ମଶାଳା ତହସିଲ ଅଧିନ ବିଛାଖଣ୍ଡିରୁ ଉଛେଦ ପକ୍ରୀ୍ରିୟା ଆରମ୍ଭ କରିଛି । ବେଆଇନ କ୍ରସର ଭଙ୍ଗାଯିବା ସହ କେତେକ କ୍ରସରକୁ!-->!-->!-->!-->!-->…
ବିଭାଜନ ବେଳେ 1500 ଟଙ୍କା ନେଇ ଭାରତ ଆସିଥିଲେ: ବନିଗଲେ ମସାଲା ମାଲିକ
ନୂଆଦିଲ୍ଲୀ:
ତା-୩-୧୨-୨୦୨୦
ଯଦି ମଣିଷର ଉଦ୍ଦେଶ୍ୟ ଥାଏ, ତେବେ ବଜ୍ରପାତରେ ପ୍ରଦୀପ ଜଳିଯାଏ, ଏହାର ଉଦାହରଣ ଥିଲା, 98 ବର୍ଷ ବୟସରେ ଆଜି ଦୁନିଆକୁ ଅଲବିଦା କହିଥିବା ମହାସିଆ ଡି ହାତି (MDH) ମସଲା କମ୍ପାନୀର ମାଲିକ ମହାସିଆ ଧର୍ମପାଲା ଗୁଲାଟି। ଗୁରୁବାର ଦିନ ଦିଲ୍ଲୀର ମାତା!-->!-->!-->!-->!-->…
ଅଫଲାଇନ୍ରେ ହେବ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା
ଭୁବନେଶ୍ବର:
ତା-୩-୧୨-୨୦୨୦
ଅଫଲାଇନ୍ରେ ହେବ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା । ଆଗକୁ ରାଜ୍ୟରେ ଯେତେବେଳେ ବି ପରୀକ୍ଷା ହେବ ଅଫଲାଇନ୍ରେ ହିଁ ହେବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ତେବେ ସୂଚନାଯୋଗ୍ୟ ଯେ ଅଫଲାଇନ୍ରେ ପରୀକ୍ଷା ପାଇଁ!-->!-->!-->!-->!-->…
ପରୀ ପରିବାରକୁ ସୁରକ୍ଷା ଦିଅ : ହାଇକୋର୍ଟ
ଭୁବନେଶ୍ବର:
ତା-୩-୧୨-୨୦୨୦
ବହୁ ଚର୍ଚ୍ଚିତ ନୟାଗଡର ୫ ବର୍ଷର ଶିଶୁ ପରୀ ହତ୍ୟା ମାମଲାରେ ପରିବାରକୁ ସୁରକ୍ଷା ଦେବାକୁ ହାଇକୋର୍ଟ ନୟାଗଡର SPଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମାମଲାରେ ଅପଡେଟ ଷ୍ଟାଟସ ରିପୋର୍ଟ ଦେବାକୁ କୋର୍ଟ କହିଛନ୍ତି । ଆସନ୍ତା ୧୬ରେ ଏହି ମାମଲାର!-->!-->!-->!-->!-->…
ସେବାୟତଙ୍କ ସହିତ ଓଡ଼ିଆରେ କଥା ହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର:
ତା-୨-୧୨-୨୦୨୦
ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଲିଙ୍ଗରାଜ ମନ୍ଦିର ଗ୍ରସ୍ତରେ ଯାଇ ଏହାର ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।ଏକାମ୍ର କ୍ଷେତ୍ର ବିକାଶ ପ୍ରକଳ୍ପ ବୁଲି ଦେଖିବା ଅବସରରେ ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରକୁ!-->!-->!-->!-->!-->…
ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ବତନ୍ତ୍ର ଆଇନ
ଭୁବନେଶ୍ବର:
ତା-୨-୧୨-୨୦୨୦
ପୁରୀ ଶ୍ରୀମନ୍ଦିର ଆଇନ ଢାଞ୍ଚାରେ ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଖୁବ ଶୀଘ୍ର ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଅପରାହ୍ନରେ ଏକାମ୍ରକ୍ଷେତ୍ର ବିକାଶ ପ୍ରକଳ୍ପ ବୁଲି ଦେଖିବା ଅବସରରେ!-->!-->!-->!-->!-->…
ଏଣିକି ୪୦୦ ଟଙ୍କାରେ RTPCR ଟେଷ୍ଟ
ଭୁବନେଶ୍ବର:
କୋଭିଡ ପରୀକ୍ଷା ପାଇଁ ଆଉ ଦେବାକୁ ପଡିବନି ମୋଟା ଅଙ୍କର ଟଙ୍କା। କାରଣ ସାଧାରଣ ଜନତାଙ୍କୁ ସୁହାଇଲା ଭଳି ଫି ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ପ୍ରକାଶ ପାଇଥିବା ବିଜ୍ଞପ୍ତି !-->!-->!-->!-->!-->!-->!-->!-->!-->…
ସବୁ ଜରୁରୀ ସହାୟତା ପାଇଁ ଡାଏଲ କରନ୍ତୁ – ୧୧୨
ଭୁବନେଶ୍ବର:
ତା-୦୨-୧୨-୨୦୨୦
ରାଜ୍ୟରେ ପୋଲିସ ପକ୍ଷରୁ ଯୋଗାଇ ଦିଆଯାଉଥିବା ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର, ତାହା ହେଉଛି ୧୧୨ ।ଏହା ତୁରନ୍ତ କାର୍ଯ୍ୟକାରୀ ହେବ ।
ପୋଲିସ ଆମ୍ବୁଲାନ୍ସ, ଦମକଳ ତଥା ମହିଳା ହେଲ୍ପ ଲାଇନ ଭଳି ବିଭିନ୍ନ ଜରୁରୀ ସେବା ପାଇଁ ଆଉ!-->!-->!-->!-->!-->!-->!-->…
ଫାଇଜର ଟୀକାକୁ ବ୍ରିଟେନର ଗ୍ରୀନ୍ ସିଗନାଲ
ନୂଆଦିଲ୍ଲୀ:
ତା-୦୨-୧୨-୨୦୨୦
କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି। ସମସ୍ତେ ଟିକା ଅପେକ୍ଷାରେ । ତେବେ ଏହା ମଧ୍ୟରେ କୋଭିଡ -19 ଟିକା ବିଷୟରେ ଏକ ବଡ ଖବର ବାହାରକୁ ଆସୁଛି। ବ୍ରିଟେନ ସରକାର Pfizer-BioNTech ର COVID-19 ଟିକାକୁ ଅନୁମୋଦନ କରିଛନ୍ତି ।!-->!-->!-->!-->!-->…
