Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
କପ୍ତିପଦା ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଦୁଇ ଅନୁଷ୍ଠାନର ଧାରଣା!
ଅଷ୍ଟିନ ନ୍ଯୁଜ ମୟୂରଭଞ୍ଜ
ତା-୦୨-୧୦-୨୦୨୧
ରିପୋର୍ଟ-ଜଗବନ୍ଧୁ ପ୍ରଧାନ
ଆଜି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଓ ଭାରତର ୨ୟ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରଙ୍କ ଜୟନ୍ତୀରେ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଗୋପବନ୍ଧୁ ମେମୋରିଆଲ ସେବା ଟ୍ରଷ୍ଟ ଓ ମିଳିତ ଓଡିଶା!-->!-->!-->!-->!-->!-->!-->…
ହେମନ୍ତ ସୋରେନଙ୍କୁ ଚିଠି ଲେଖିଲେ ପ୍ରଦୀପ୍ତ ନାୟକ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ଝାଡଖଣ୍ଡ ସରକାର ଓଡିଆ ଭାଷାକୁ ଦ୍ବିତୀୟ ମାନ୍ୟତା ଦେଇଥିବା ବେଳେ ଏହାକୁ ପୁଣି ହଟାଇବାକୁ ନେଇ ପ୍ରତିବାଦ ଜାରି ରହିଛି । ଷଢେଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ!-->!-->!-->!-->!-->…
ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ପ୍ରକାଶ ପାଇଲା OJEE ରେଜଲ୍ଟ। ଚଳିତ ଥର ମୋଟ ୪୯,୨୭୯ ଜଣଙ୍କୁ ରାଙ୍କ ମିଳିଛି। ତେବେ ଚଳିତ ଥର କରୋନା କଟକଣା ଭିତରେ ୪୯,୩୬୦ ପରୀକ୍ଷାର୍ଥୀ ଓଜେଇଇ ପ୍ରବେଶିକା ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୯,୨୭୯ ଜଣଙ୍କୁ ରାଙ୍କ ପାଇଛନ୍ତି।!-->!-->!-->!-->!-->…
ଲଟେରୀ ବ୍ୟବସ୍ଥାରେ ମଦ ଦୋକାନ ଅନୁମତିକୁ ହାଇକୋର୍ଟଙ୍କ କାଏମ !
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ଲଟେରି ମାଧ୍ୟମରେ ମଦ କାଉଣ୍ଟର ବଣ୍ଟନ ମାମଲାର ଶୁଣାଣି କରିଛନ୍ତି ଉଚ୍ଚ ନ୍ୟାୟାଳୟ । ଉଚ୍ଚନ୍ୟାୟାଳୟ ମଦ ବ୍ୟବସାୟୀଙ୍କ ଆବେଦନକୁ ଖାରଜ କରିଛନ୍ତି । ତେବେ ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ଲଟେରି ମାଧ୍ୟମରେ ମଦ କାଉଣ୍ଟର ବଣ୍ଟନର!-->!-->!-->!-->!-->…
କଂଗ୍ରେସ ଦଳ ମୁରବୀଶୂନ୍ୟ : କପିଲ ଶିବଲ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
କଂଗ୍ରେସ କନ୍ଦଳ ଦିନକୁ ଦିନ ଉଗ୍ର ରୂପ ନେଉଛି। ତଥାକଥିତ ଜି-23 ଦଳର ନେତା କପିଲ ଶିବଲଙ୍କ ବିସ୍ଫୋରକ ବୟାନ। ଶିବଲ କହିଛନ୍ତି ଯେ, କଂଗ୍ରେସରେ କେହି ସଭାପତି ନାହାନ୍ତି, କିଏ ନିଷ୍ପତ୍ତି ନେଉଛି କିଛି ଜଣାପଡୁନି । ଦଳ ଭିତରେ ଆଲୋଚନା!-->!-->!-->!-->!-->…
ଝାଡ଼ଖଣ୍ଡରୁ ଓଡ଼ିଆ ଭାଷା ଉଚ୍ଛେଦ ଅଗଣତାନ୍ତ୍ରିକ ନିଷ୍ପତ୍ତି : ପ୍ରଦୀପ୍ତ ନାଏକ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ଝାଡ଼ଖଣ୍ଡରେ ଓଡ଼ିଆ ଭାଷାକୁ ଦ୍ବିତୀୟ ରାଜଭାଷାରୁ ପ୍ରତ୍ୟାହାରକୁ ନେଇ ରାଜ୍ୟ ରାଜନୀତି ସରଗରମ । ବିଜେପି ବିଧାୟକ ତଥା ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏ ନେଇ ରାଜ୍ୟ ସରକାରଙ୍କୁ କାଠ ଗଡାରେ ଛିଡା କରିଛନ୍ତି। ପ୍ରଦୀପ୍ତ ଟ୍ବିଟ୍!-->!-->!-->!-->!-->…
ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କୌଶଳ ଶିଖାଇବ ଓଡିଶା
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡିଶାର ବହୁତ ଅଭିଜ୍ଞତା ରହିଛି। ଏହି କୌଶଳ ଏବେ ଅନ୍ୟ ରାଜ୍ୟକୁ ଶିଖାଇବ ଓଡିଶା। ଏ ନେଇ ଭୁବନେଶ୍ବରରେ ଆରମ୍ଭ ହୋଇଛି ତାଲିମ ଶିବିର । ଏହି ତାଲିମ ଶିବିରରେ ୯ ଟି ରାଜ୍ୟ ଓ ୪ ଟି କେନ୍ଦ୍ର!-->!-->!-->!-->!-->…
ଦାନ୍ତ ଉଠୁନଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ଭାଇ ଭଉଣୀ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ସୋସିଆଲ ମିଡିଆରେ ଭାଇରାଲ ହେଉଛି ଆସାମର ଦୁଇ ଭାଇ ଭଉଣୀଙ୍କ ଚିଠି। ଦାନ୍ତ ଉଠୁ ନଥିବାରୁ ଭାଇ ଭଉଣୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଚିଠି ଲେଖିଛନ୍ତି। ସେ ତାଙ୍କ ଚିଠିରେ ଉଲ୍ଲେଖ!-->!-->!-->!-->!-->…
ଡିଆରଡିଓ ତଥ୍ୟ ଲିକ୍ ମାମଲା : କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ରହସ୍ୟମୟୀ ମହିଳାଙ୍କ ଫଟୋ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ଲିକ୍ ମାମଲାରେ ଦିନକୁ ଦିନ ନୂଆ ଖୁଲାସା ହେବାରେ ଲାଗିଛି। ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ କ୍ରାଇମବ୍ରାଞ୍ଚ ଚାନ୍ଦିପୁର ଡିଆର୍ଡିଓରୁ ଗୁପ୍ତ ତଥ୍ୟ!-->!-->!-->!-->!-->!-->!-->…
ବିମାନ ଚଳାଚଳ ପାଇଁ ଭାରତକୁ ଅନୁରୋଧ କଲା ତାଲିବାନ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ଆଫଗାନିସ୍ତାନରେ ଏବେ ତାଲିବାନ ଶାସନ। ଅକଥନୀୟ ଅତ୍ୟାଚାର ସାଙ୍ଗକୁ ସରିଆ ଲ, ଏସବକୁ ଦେଖି ହଜାର ହଜାର ଆଫଗାନ ନାଗରିକ ଦେଶ ଛାଡ଼ି ପଳାୟନ କଲେ। ଆମେରିକା ସେନା ଆଫଗାନିସ୍ଥାନ ଛିଡା ଚାଲିଯିବା ପରେ ଆନ୍ତର୍ଜାତୀୟ ବିମାନ ସେବା ସ୍ବାଭାବିକ!-->!-->!-->!-->!-->…
