Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
୪ରେ ଗଜପତି, ୮ରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ଅକ୍ଟୋବର ୪ ତାରିଖରେ ଗଜପତି ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବାଣ୍ଟିବା ସାଙ୍ଗକୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ।!-->!-->!-->!-->!-->…
ଅସୁସ୍ଥ ଝିଅକୁ ରକ୍ତଦାନ କଲେ ମନ୍ତ୍ରୀ ପଦ୍ମିନୀ ଦିଆନ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ମାନବିକତା । କୋଟପାଡ଼ ବିଧାୟିକା ତଥା ଓଡ଼ିଶାର ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ରକ୍ତ ଆବଶ୍ୟକ କରୁଥିବା ଜଣେ ଅସୁସ୍ଥ ଝଅକୁ ରକ୍ତ ଦାନ କରି ପ୍ରଶଂସା!-->!-->!-->!-->!-->!-->!-->…
ମହାନଦୀ ପଠାରେ ପୋତା ହେଲା ମୃତ ଦନ୍ତାହାତୀର ମୃତଦେହ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ମହାନଦୀର ମୁଣ୍ଡଳିରେ ଫସି ମୃତ୍ୟୁ ବରଣ କରିଥିବା ହାତୀର ମୃତଦେହ ଜଗତପୁର ସାତବାଟିଆରୁ ଉଦ୍ଧାର ପରେ ହାତୀକୁ ବ୍ୟବଚ୍ଛେଦ କରାଯାଇଛି। ପରେ ମୃତଦେହକୁ ନଦୀ ପଠାରେ ପୋତି ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଗତ ରବିବାର ମୁଣ୍ଡଳି ଆନିକଟରେ ଦନ୍ତା!-->!-->!-->!-->!-->…
ଅକ୍ଟୋବର ୩୧ ଯାଏ ଅନ୍ତର୍ଜାତୀୟ ବିମାନ ଚଳାଚଳ ସେବା ସ୍ଥଗିତ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ମହାମାରୀ କରୋନା ପାଇଁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣାକୁ ଆଉ ମାସେ ବୃଦ୍ଧି କରାଯାଇଛି। ପୂର୍ବରୁ ସେପ୍ଟେମ୍ବର ୩୦ ଯାଏ ଏହି ଅବଧି ରହିଥିବା ବେଳେ ଗତକାଲି ଡିଜିସିଏ ଏହି ଅବଧିକୁ ଅକ୍ଟୋବର ୩୧ ଯାଏ ବୃଦ୍ଧି କରିଛି। କିନ୍ତୁ ସ୍ୱତନ୍ତ୍ର!-->!-->!-->!-->!-->…
କଟକ ରେଞ୍ଜରଙ୍କ ପାଣି ଭିତରକୁ ନଯିବାକୁ ଚେତାବନୀ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ନଦୀରେ ବଢ଼ି ପାଣି ଆସିବା ପରେ ନଦୀ ଭିତରକୁ ଏକ କୁମ୍ଭୀର ଚାଲିଆସିଛି । ତେଣୁ ନଦୀ ଭିତରକୁ ନ ଯିବାକୁ ସତର୍କ କରାଇଛି କଟକ ଫୁଲନଖରା ବନ ବିଭାଗ। ଫୁଲନଖରା ବନାଞ୍ଚଳ ତରଫରୁ ଜନସାଧାରଣମାନଙ୍କୁ ସୂଚାଇ ଦିଆଯାଇଛି ଯେ ଗତ କିଛିଦିନ ହେବ!-->!-->!-->!-->!-->…
କଂଗ୍ରେସରେ ସାମିଲ ହେଲେ ଯୁବ ନେତା କହ୍ନୈୟା କୁମାର ଓ ଜିଗ୍ନେଶ ମେବାନୀ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ସିପିଆଇ ନେତା କହ୍ନୈୟା କୁମାର ଏବଂ ଗୁଜରାଟର ବିଧାୟକ ଜିଗ୍ନେଶ ମେବାନୀ କଂଗ୍ରେସରେ ସାମିଲ ହୋଇଛନ୍ତି । ଦିଲ୍ଲୀ ସ୍ଥିତ ଏଆଇସିସି ମୁଖ୍ୟାଳୟରେ ରାହୁଲ ଗାନ୍ଧିଙ୍କୁ ଭେଟିବା ପରେ ଉଭୟ ବିଧିବଦ୍ଧ ଭାବେ ହାତ ଦଳରେ ସାମିଲ ହୋଇଛନ୍ତି।!-->!-->!-->!-->!-->…
ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ୍ ସିଂ ସିଦ୍ଧୁ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ପଞ୍ଜାବ କଂଗ୍ରେସରେ ପୁଣି ସଙ୍କଟ। କିଛି ସମୟ ପୂର୍ବରୁ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ପଞ୍ଜାବ ପିସିସି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂ ସିଦ୍ଧୁ। ଏ ସମ୍ପର୍କରେ ସେ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର!-->!-->!-->!-->!-->!-->!-->…
କରୋନାର ମାସକ ମଧ୍ୟରେ ମୃତ୍ୟୁ ହୋଇଥିଲେ ମୃତକଙ୍କ ପରିବାର ଲୋକଙ୍କୁ ମିଳିବ ୫୦ ହଜାର ଟଙ୍କା : ଡିଏମ୍ଇଟି
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
କୋଭିଡ୍ ମୃତକଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା। ସୂଚନାଯୋଗ୍ୟ ଯେ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ ଯେ କରୋନାରେ ପ୍ରାଣ ହରାଉଥିବା ଲୋକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ!-->!-->!-->!-->!-->!-->!-->…
ମେସ୍ରୁ ଉଦ୍ଧାର ହେଲା କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ମେସ୍ରୁ ଉଦ୍ଧାର ହେଲା କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଟାଉନ୍ ଥାନା ଅନ୍ତର୍ଗତ ଜଗନ୍ନାଥପୁର ସ୍ଥିତ ଏକ ଘରୋଇ ମେସରୁ । ଏକ ପ୍ରାଇଭେଟ୍ ମେସ୍ ରୁ ଜଣେ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ!-->!-->!-->!-->!-->…
କାଳ ସାଜିଲା ସୀମା ବିବାଦ : ୨୪ ଘଣ୍ଟା ଧରି ଉଦ୍ଧାର ହୋଇପାରୁନି ନବବଧୂର ମୃତଦେହ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୮-୦୯-୨୦୨୧
ଜିଲ୍ଲା ଜିଲ୍ଲା ମଧ୍ୟରେ ସୀମା ବିବାଦ। ଶେଷରେ ଏହି ସୀମା ବିବାଦ କାଳ ସାଜିଲା। ଥାନାର ସୀମା ବିବାଦ ଯୋଗୁଁ ୨୪ ଘଣ୍ଟା ହେବ ଉଦ୍ଧାର ହୋଇପାରୁନି ନବବଧୂର ମୃତଦେହ। ପରିତ୍ୟକ୍ତ ଅବସ୍ଥାରେ ବେଡ୍ରୁମ୍ରେ ଝୁଲୁଛି ନବବଧୂର ମୃତଦେହ।!-->!-->!-->!-->!-->!-->!-->…
