News portal website
before header
[URIS id=5393]

କଂଗ୍ରେସ ଦଳ ମୁରବୀଶୂନ୍ୟ : କପିଲ ଶିବଲ

0 193

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

Notice

ତା-୨୯-୦୯-୨୦୨୧

କଂଗ୍ରେସ କନ୍ଦଳ ଦିନକୁ ଦିନ ଉଗ୍ର ରୂପ ନେଉଛି। ତଥାକଥିତ ଜି-23 ଦଳର ନେତା କପିଲ ଶିବଲଙ୍କ ବିସ୍ଫୋରକ ବୟାନ। ଶିବଲ କହିଛନ୍ତି ଯେ, କଂଗ୍ରେସରେ କେହି ସଭାପତି ନାହାନ୍ତି, କିଏ ନିଷ୍ପତ୍ତି ନେଉଛି କିଛି ଜଣାପଡୁନି । ଦଳ ଭିତରେ ଆଲୋଚନା କରିବାର ଆବଶ୍ୟକତା ରହିଛି। ଦଳକୁ ତୁରନ୍ତ ଏକ ସାଂଗଠନିକ ପରିବର୍ତ୍ତନ ଆବଶ୍ୟକ । କାହିଁକି ବଡ଼ ବଡ଼ ନେତା ଦଳ ଛାଡୁଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି କପିଲ ଶିବଲ ? ପଞ୍ଜାବରେ କଂଗ୍ରେସ କନ୍ଦଳ ISI କୁ ସୁହାଉଛି । ସଭାନେତ୍ରୀ ତୁରନ୍ତ କଂଗ୍ରେସ କାର୍ଯ୍ୟକାରିଣୀ ଡକାଇ ଆଲୋଚନା କରିବା ଉଚିତ୍‌ ବୋଲି ସିବଲ କହିଛନ୍ତି । କଂଗ୍ରେସରେ କେହି ମୁଖିଆ ନାହାନ୍ତି, ଦଳ ମୁରବୀଶୂନ୍ୟ ହୋଇପଡ଼ିଛି ବୋଲି ଶିବଲ କହିଛନ୍ତି। 

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

Leave A Reply

Your email address will not be published.