News portal website
before header

କାର୍ଯ୍ଯରତ ମୋହରଳଙ୍କ ପାଣିରେ ବୁଡି ଜୀବନ ଗଲା।

ଅଷ୍ଟିନ୍ ନ୍ୟୁଜ୍/ମୟୂରଭଞ୍ଜ ତା-୧୪-୦୭-୨୦୨୧ ଉଦଳା-ଜଗବନ୍ଧୁ ପ୍ରଧାନ ପୋଖରୀରେ ଗାଧେଇବା ବେଳେ ମୋହରରଳଙ୍କ ମୃତ୍ୟୁ ଆଜି ସକାଳୁ ଉଦଳା କଲେଜ ପାଖ ମାଉସୀମା ମନ୍ଦିର ପାଖ ପୋଖରୀରେ ଗାଧୋଇବା ସମୟରେ ଉଦଳା କଚେରୀର କାର୍ଯ୍ୟରତ ମୋହରରଳଙ୍କ ମୃତ୍ୟୁ ହୋଇ ଅଛି। ଘଟଣାରୁ…

ଆରମ୍ଭ ହେଲା କାଉଣ୍ଟ ଡାଉନ;ନବୀନ ଆସିଲେ ଅଲଗା ଅନ୍ଦାଜରେ।

ଆରମ୍ଭ ହେଲା ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ କାର୍ଯ୍ୟକ୍ରମ ନୂଆ ପୁରୁଣାଙ୍କ କାଉଣ୍ଟ ଡାଉନ ବେଳେ ନବୀନ ଖେଳିବେ ମହିଳା କାର୍ଡ। ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ୱର ତା-୧୩-୦୭-୨୦୨୧ ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ ପୂର୍ବରୁ ବିଜୁ ଜନତା ଦଳ ସଭାପତି, ତଥା ମୁଖ୍ଯମନ୍ତ୍ରୀ ନବୀନ…

ଭତ୍ତା ଟଙ୍କା ଭୂତ ନେବା ଘଟଣାରେ ପିଇଓ ସସପେଣ୍ଡ।

ଅଷ୍ଟିନ୍ ନ୍ୟୁଜ୍/ବଡଚଣା ତା-୧୩-୦୭-୨୦୨୧ ଭୁତ ଓ ଡବଲ ଭତ୍ତା ହଡପ ଘଟଣାର ଆରମ୍ଭ ହୋଇଥିଲା ଅଡିଟ୍। ଆମେ କହୁଛୁ ବଡଚଣାରେ ଭତ୍ତା ଟଙ୍କା ହଡପ ଘଟଣା କଥା, କିଛିଦିନ ତଳେ ଅଷ୍ଟିନ୍ ନ୍ୟୁଜ୍ରେ ଏନେଇ ଖବର କରାଯାଇଥିଲା। ଯାହାର ତଦନ୍ତ ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ…

ମୟୂରଭଞ୍ଜ ମୟୁରର ନିଆରା ବୁଦ୍ଧି।

ଜାତୀୟ ପକ୍ଷୀ ମୟୂର ଚିକିତ୍ସା ପାଇଁ ନିଜେ ଗଲା ଚିକିତ୍ସାଳୟ । ଅଷ୍ଟିନ ନ୍ଯୁଜ/ମୟୂରଭଞ୍ଜ ରିପୋର୍ଟ- ଜଗବନ୍ଧୁ ପ୍ରଧାନ ତା-୧୩-୦୭-୨୦୨୧ ଆଜି ସକାଳ ସମୟରେ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ପରିସର ମଧ୍ୟରେ ଏକ ଆଶ୍ଚର୍ଯ୍ୟ ଘଟଣା ଘଟି ଯାଇଛି।ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟରେ…

ପାହାଡ ଗୁମ୍ଫାରୁ ମିଳିଲା ହାତଗୋଡ଼ ବନ୍ଧା ଶବ ।

ଅଷ୍ଟିନ ନ୍ୟୁଜ୍/ମୟୂରଭଞ୍ଜ ତା-୧୧-୦୭-୨୦୨୧ ରିପୋର୍ଟ-ଜଗବନ୍ଧୁ ପ୍ରଧାନ ଶରତ ଥାନା ଅଧୀନରେ ପାହାଡ଼ର ପଥର ଖୋପରୁ ଏକ ଗଳିତ ଶବ ଉଦ୍ଧାର ହୋଇଛି। ଶବ୍ଦର ହାତଗୋଡ଼ ବାନ୍ଧି ପକାଯାଇଥିବାର ଦେଖିବାକୁ ମିଳିଥିଲା।କିଛି ପିଲାମାନେ ଗାଁ ର ଛେଳି ଜଙ୍ଗଲ ଭିତରକୁ ଚରାଇବା ପାଇଁ…

ଜଗନ୍ନାଥ ସଂସ୍କୃତିର “ଭକ୍ତିପୂତ ଶ୍ରଦ୍ଧାଞ୍ଜଳି “।

ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର ତା-୧୧-୦୭-୨୦୨୧ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ "ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ" ଅନୁଷ୍ଠିତ ହୋଇଯାଇଛି।ପୁରାତନ ଭଜନ ମାଳା କାର୍ଯ୍ୟକ୍ରମ ଦିବଙ୍ଗତ ପ୍ରତିଷ୍ଠାତା, ସଭାପତି ଶ୍ରୀ ଗୋପୀନାଥ ମହାନ୍ତିଙ୍କ ସ୍ମୁତିରେ "ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ"…

ବଢୁଛି ପିଲାଙ୍କୁ ବିପଦ;କରୋନା ନେଲା ଶିଶୁର ଜୀବନ।

ଅଷ୍ଟିନ ନ୍ଯୁଜ/କଟକ ତା-୧୧-୦୭-୨୦୨୧ ସାରା ବିଶ୍ବରେ କରୋନାକୁ ନେଇ ସଂଙ୍କଟ ଲାଗିରହିଛି।ଠିକ୍ ଏହି ସମୟରେ ରାଜ୍ଯରେ ଆଜି ଏକ ଶିଶୁର କରୋନାରେ ଜୀବନ ଯାଇଛି। ପିଲାଟିର ବୟସ ମାତ୍ର ନଅ ବର୍ଷ ହୋଇଥିବା ବେଳେ।ପିଲାଟି ଚିକିତ୍ସାଧୀନ ଅବସ୍ଥାରେ କଟକ ଏସସିବି ମେଡିକାଲରେ ଜୀବନ ଯାଇଛି,…

ସମଗ୍ର ରାଜ୍ୟରେ ବନ ଉତ୍ସବ ପାଳିତ ବେଳେ ଉଦଳା କଲେଜ ପରିସରରେ ବୃକ୍ଷ କଟା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୯-୦୭-୨୦୨୧ ରାଜ୍ୟ ବନ ଉତ୍ସବ ପାଳିତ ବେଳେ ଉଦଳା କଲେଜ ପରିସରରେ ବୃକ୍ଷ କଟା ଯାଇଥିଲା। ଓଡ଼ିଶା ସରକାରଙ୍କ ତରଫରୁ ରାଜ୍ୟସାରା ବିଭିନ୍ନ ଅନୁଷ୍ଠାନ , ସରକାରୀ କାର୍ଯ୍ୟାଳୟ ପରିସରରେ , ବେସରକାରୀ ଅନୁଷ୍ଠାନ , ବନବିଭାଗ ,…

ରେଳ ମନ୍ତ୍ରଳାୟରେ ହେବ ୧୮ ଘଣ୍ଟିଆ ଡ୍ୟୁଟି

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୯-୦୭-୨୦୨୧ ଆକ୍ସନ ମୋଡରେ ଅଶ୍ୱିନୀ । ଆସୁଆସୁ ନେଲେ ବଡ଼ ନିଷ୍ପତି, ଏଣିକି ରେଳ ମନ୍ତ୍ରଳାୟରେ ହେବ ୧୮ ଘଣ୍ଟିଆ ଡ୍ୟୁଟି । ଏବେ ଆକ୍ସନ ମୋଡରେ ନୂଆ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ୍ । ଶପଥ ଗ୍ରହଣ ପରେ ଦାୟିତ୍ୱ ଗ୍ରହଣ କରିବା ପରେ ହିଁ…

କ୍ଲାସରେ ଡ୍ରାଗନ୍‌ର ଆଲୋଚନା କଲେ ମିଳୁଛି ଧମକ; ଜାଣନ୍ତୁ କେଉଁଠି?

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୯-୦୭-୨୦୨୧ ଚୀନର କମ୍ୟୁନିଷ୍ଟ ସରକାର ନିଜ ବିରୋଧରେ ଉଠୁଥିବା ସ୍ୱରକୁ ଯଥାସମ୍ଭବ ଚାପିଦେବାକୁ ଉଦ୍ୟମ କରିବା ସମସ୍ତେ ଜାଣନ୍ତି । କେବଳ ଦେଶରେ ନୁହଁ, ବରଂ ବିଦେଶରେ ମଧ୍ୟ ଚୀନ ବିରୋଧରେ ସିପିସି ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା…