News portal website
before header
[URIS id=5393]

କ୍ଲାସରେ ଡ୍ରାଗନ୍‌ର ଆଲୋଚନା କଲେ ମିଳୁଛି ଧମକ; ଜାଣନ୍ତୁ କେଉଁଠି?

0 205

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୦୯-୦୭-୨୦୨୧

ଚୀନର କମ୍ୟୁନିଷ୍ଟ ସରକାର ନିଜ ବିରୋଧରେ ଉଠୁଥିବା ସ୍ୱରକୁ ଯଥାସମ୍ଭବ ଚାପିଦେବାକୁ ଉଦ୍ୟମ କରିବା ସମସ୍ତେ ଜାଣନ୍ତି । କେବଳ ଦେଶରେ ନୁହଁ, ବରଂ ବିଦେଶରେ ମଧ୍ୟ ଚୀନ ବିରୋଧରେ ସିପିସି ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ଲୋକ ଟାର୍ଗେଟର ଶିକାର ହୋଇଥାନ୍ତି । ଅନେକ ଶିକ୍ଷକ ଓ ଛାତ୍ରମାନଙ୍କ କହିବା ଅନୁସାରେ ବିଗତ କିଛି ଦିନରେ ସ୍ଥିତି ବହୁତ ବଦଳିଛି ଏବଂ କ୍ଲାସରେ ମଧ୍ୟ ଚୀନ ବିରୋଧରେ କଥା ହେବା ସହଜ ନୁହେଁ ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ସୂଚନାଯୋଗ୍ୟ, ଚୀନରେ ଅଭିବ୍ୟକ୍ତିର ସ୍ୱାଧୀନତା କେବଳ ପୁସ୍ତକ ପର୍ଯ୍ୟନ୍ତ ସୀମିତ । ହ୍ୟୁମାନ ରାଇଟ୍‌ସ ୱାଚ ଅଷ୍ଟ୍ରେଲିୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପଢୁଥିବା ଚୀନ ଏବଂ ହଙ୍ଗକଙ୍ଗର ଛାତ୍ରଛାତ୍ରୀଙ୍କ ଉପରେ ଚୀନ ସରକାରଙ୍କ ନଜର ସଂପର୍କରେ ଏକ ରିପୋର୍ଟ ଜାରି କରିଛି, ଯେଉଁଥିରେ କି ଜଣାପଡ଼ିଛି ଯେ, ଚୀନ କମ୍ୟୁନିଷ୍ଟ ପାର୍ଟିର ଆଲୋଚନା କରୁଥିବା ଛାତ୍ର ଏବଂ ଶିକ୍ଷକଙ୍କୁ ବେଜିଂର ସମର୍ଥକଙ୍କ ଠାରୁ ଧମକ ମିଳୁଛି ।

ଚୀନ ଓ ହଙ୍ଗକଙ୍ଗର ୨୪ ଲୋକତନ୍ତ୍ର ସମର୍ଥକ ଛାତ୍ର ଏବଂ ଅଷ୍ଟ୍ରେଲିୟ ବିଶ୍ୱବିଦ୍ୟାଳୟରେ ୨୨ ଶିକ୍ଷାବିଦ୍‌ଙ୍କ ସାକ୍ଷାତକାରରୁ ଜଣାଯାଇଛି ଯେ, ଏମାନେ ସମସ୍ତେ ବିପଦ, ଉତ୍ପୀଡନ ପାଇଁ ସେଲ୍ଫ ସେନସର ପାଳନ କରୁଛନ୍ତି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.