News portal website
before header
[URIS id=5393]

ବଢୁଛି ପିଲାଙ୍କୁ ବିପଦ;କରୋନା ନେଲା ଶିଶୁର ଜୀବନ।

0 810

ଅଷ୍ଟିନ ନ୍ଯୁଜ/କଟକ

Notice

ତା-୧୧-୦୭-୨୦୨୧

ସାରା ବିଶ୍ବରେ କରୋନାକୁ ନେଇ ସଂଙ୍କଟ ଲାଗିରହିଛି।ଠିକ୍ ଏହି ସମୟରେ ରାଜ୍ଯରେ ଆଜି ଏକ ଶିଶୁର କରୋନାରେ ଜୀବନ ଯାଇଛି। ପିଲାଟିର ବୟସ ମାତ୍ର ନଅ ବର୍ଷ ହୋଇଥିବା ବେଳେ।ପିଲାଟି ଚିକିତ୍ସାଧୀନ ଅବସ୍ଥାରେ କଟକ ଏସସିବି ମେଡିକାଲରେ ଜୀବନ ଯାଇଛି, ଆଗାମୀ ଦିନରେ ପିଲାମାନଙ୍କୁ ପ୍ରତି ସତର୍କ ଓ ସଚେତନ ରହିବା ପାଇଁ ଏବେଠୁ ସମୟ ଆସିଯାଇଛି।

Leave A Reply

Your email address will not be published.