Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
ତାରକସି ରୂପା କାମକୁ ଜିଆଇ ଟ୍ଯାଗ ପାଇଁ ଆବେଦନ।
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୭-୦୬-୨୦୨୧
ଓଡ଼ିଶା ରାଜ୍ୟ ସମବାୟ ହସ୍ତତନ୍ତ ନିଗମ ଲିମିଟେଡ୍ କଟକ ରୌପ୍ୟ ତାରକସି କାମକୁ ଭୌଗୋଳିକ ସୂଚକ (ଜିଆଇ) ଟ୍ୟାଗ୍ ମାନ୍ୟତା ପାଇଁ ଆବେଦନ ଦାଖଲ କରିଛି।ବୌଦ୍ଧିକ ଗୁଣଧର୍ମ ଅଧିକାର (ଆଇପିଆର ଓକିଲ ପି ସଞ୍ଜୟ ଗାନ୍ଧୀ!-->!-->!-->!-->!-->…
ବଲିଉଡ ଅଭିନେତା ଦିଲୀପ କୁମାରଙ୍କ ପରଲୋକ।
ଅଷ୍ଟିନ ନ୍ଯୁଜ/ଭୁବନେଶ୍ବର
ତା-୦୭-୦୭-୨୦୨୧
ପ୍ରଖ୍ୟାତ ସିନେ କଳାକାର ଦୀଲ୍ଲପ କୁମାର ଙ୍କ ପରଲୋକ ହୋଇଯାଇଛି। ବଲିଉଡ ଜଗତରେ ଦୀର୍ଘ ବର୍ଷ ଧରି ରାଜ ଚଲାଇ ଆସୁଥିଲେ ନିଜର ଅଭିନୟ ଜାଦୁଗରରେ, ହେଲେ ଆଗକୁ ଆଉ ଦେଖିବାକୁ ମିଳିବ ନାହିଁ ତାଙ୍କର ସେ ନିଖୁଣ ଅଭିନୟର ଜାଦୁଗରୀ। ଦୀଲ୍ଲିପ!-->!-->!-->!-->!-->…
ଭଉଁରୀଆବାଡରେ ଗଛ ଲଗା ଆରମ୍ଭ!
ଅଷ୍ଟିନ୍ ନ୍ୟୁଜ୍/ବାଲେଶ୍ବର
ତା-୦୬-୦୭-୨୦୨୧
ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଧୀନ ଭଉଁରୀଆବାଡ ଗ୍ରାମପଞ୍ଚାୟତରେ ଗଛ ଲଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସନ୍ତୋଷ କୁମାର ଖଟୁଆଙ୍କ ନେତୃତ୍ବରେ ଭଉଁରୀଆବାଡ ଗ୍ରାମପଞ୍ଚାୟତର ତେନ୍ତୁଳିଆପଡା ଗ୍ରାମ ଏବଂ ଏହି!-->!-->!-->!-->!-->…
ଉଦଳା ଉପ ଡାକଘର ଅବସ୍ଥା ସୁଧିରିବ କେବେ ?
ଅଷ୍ଟିନ ନ୍ୟୁଜ୍/ମୟୂରଭଞ୍ଜ
ତା-୦୬-୦୭-୨୦୨୧
କପ୍ତିପଦା ଉପଖଣ୍ଡର ଉଦଳାରେ ଉପ ଡାକଘରର ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । କେନ୍ଦ୍ର ସରକାରଙ୍କ ସହରାଞ୍ଚଳ ଓ ଗାଁମାନଙ୍କର ଡାକଘର ଖୋଲି ସମସ୍ତ ନାଗରିକମାନଙ୍କୁ ସୁବିଧା ଦେବାର ଯୋଜନା ଆଜି ବାଟବଣା ହେବାକୁ ଯାଉଛି ।!-->!-->!-->!-->!-->…
ସନ୍ଧ୍ୟାରେ ମୋଦୀଙ୍କ ବାସଭବନରେ ଜରୁରୀ ବୈଠକ, ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ହେବ ଚର୍ଚ୍ଚା !
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୬-୦୭-୨୦୨୧
ଚଳିତ ସପ୍ତାହରେ ହୋଇପାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଂପ୍ରସାରଣ । ଏହାପୂର୍ବରୁ ମଙ୍ଗଳବାର ସନ୍ଧ୍ୟା ୫ଟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନରେ ଜରୁରୀ ବୈଠକ ବସିବ । ଏହି ବୈଠକରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ!-->!-->!-->!-->!-->…
ଗତ ୨୪ ଘଣ୍ଟା ମଧ୍ୟରେ ୨୪୮୭ କରୋନା ପଜିଟିଭ୍ ଚିହ୍ନଟ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୬-୦୭-୨୦୨୧
ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି କରୋନା ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୪୮୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।!-->!-->!-->!-->!-->…
ବ୍ରିଟେନ ରେ କରୋନା ଉଠିବାକୁ ନେଇ ଚାଲିଛି ବିଚାର ବିମର୍ଷ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୬-୦୭-୨୦୨୧
କରୋନା ଓ ଟିକାକରଣକୁ ନେଇ ବ୍ରିଟେନରୁ ଏକ ଭଲ ଖବର ଆସିଛି । ବ୍ରିଟେନରେ କରୋନା କଟକଣାକୁ ପୂରା ଉଠାଇ ଦିଆଯିବ । ଏଣିକି ଲୋକ ବିନା ମାସ୍କ ଓ ସାମାଜିକ ଦୂରତା ବିନା ବୁଲି ପାରିବେ । ଟିକାକରଣ ସହ କରୋନାର ବଢ଼ୁଥିବା!-->!-->!-->!-->!-->…
କେନ୍ଦ୍ରୀୟ ଟିମର ଆଜି ପୁରୀ ଓ ଜଗତସିଂହପୁର ଗସ୍ତ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୬-୦୭-୨୦୨୧
ରାଜ୍ୟରେ କରୋନା ସଂକ୍ରମଣ କମୁନଥିବା ପ୍ରଶାସନ ପାଇଁ ଚିନ୍ତା ବଢାଇଥିବାରୁ କେନ୍ଦ୍ରୀୟ କୋଭିଡ ଟିମ୍ ଆଜି ପୁରୀ ଓ ଜଗତସିଂହପୁର ଗସ୍ତ କରି ସେଠାକାର ସଂକ୍ରମଣ ସ୍ଥିତି ସମୀକ୍ଷା କରିବେ । ଗତକାଲିଠାରୁ ଦୁଇଜଣିଆ କୋଭିଡ!-->!-->!-->!-->!-->…
ସିବିଏସଇ ପାଠରେ ପରିବର୍ତ୍ତନ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୬-୦୭-୨୦୨୧
କରୋନା ମହାମାରୀରେ ଶିକ୍ଷା ବ୍ୟବସ୍ଥା ବ୍ୟାପକ ବାଧାପ୍ରାପ୍ତ ହୋଇଛି । ସେଥିଲାଗି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ପରୀକ୍ଷାରେ ପରିବର୍ତ୍ତନ ଆଣିଛି । ୨୦୨୧-୨୨!-->!-->!-->!-->!-->…
ସବୁ କଲେଜ ଓ ବିଶ୍ବବିଦ୍ୟାଳୟ ଆଜିଠାରୁ ଖୋଲା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୬-୦୭-୨୦୨୧
ଆଜିଠାରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ କାର୍ଯ୍ୟରେ ଯୋଗ ଦେବେ ବୋଲି ଜଣାପଡିଛି । ସମସ୍ତ କର୍ମଚାରୀ ପୂର୍ବଭଳି କାର୍ଯ୍ୟରେ ଯୋଗ ଦେବେ ବୋଲି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର!-->!-->!-->!-->!-->…
