Sign in
Sign in
Recover your password.
A password will be e-mailed to you.
Breaking News
ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!ଭାଜପା ରୁ ଅମର ନାୟକ!କଂଗ୍ରେସରୁ ଇସ୍ତଫା ଦେଲେ ଗଣେଶ୍ୱର ବେହେରା।ରାଜ୍ୟରେ ଆଜିଠାରୁ ଆରମ୍ଭ ସକାଳୁଆ ସ୍କୁଲ!ଯୁଗାନ୍ତର ସାଂସ୍କୃତିକ ପରିଷଦର ଉତ୍କଳ ଦିବସ ପାଳନ।
ଲୋକ ହେଲେ ହନ୍ତସନ୍ତ ପର ଘରେ ଆଶ୍ରୟ
ଅଷ୍ଟିନ ନ୍ୟୁଜ ତା-୦୭-୦୯-୨୦୨୩
ଲଗାଣ ବର୍ଷା ଯୋଗୁଁ ଘର ଭାଙ୍ଗିଯିବାରୁ ସୁକିନ୍ଦା ତହସିଲ କାଙ୍କଡ଼ପାଳ ରାଜସ୍ୱ ସର୍କଲ ଗନ୍ଧାପାଳ ମୌଜାର ଦାଦନ ଶ୍ରମିକ ରମେଶ ବାରିକଙ୍କ ପରିବାର ଏବେ ତାଙ୍କ ବଡଭାଇଙ୍କ ଘରେ ଆଶ୍ରୟ ନେଇଛନ୍ତି | ଛଣଛପର ନଷ୍ଟ ହେବ ପରେ ଗତକାଲି ରାତି ଘରର କାନ୍ଥ!-->!-->!-->…
ଜାତୀୟ ରାଜପଥରେ ଆଉ ଏକ ଦୁର୍ଘଟଣା
ଅଷ୍ଟିନ ନ୍ୟୁଜ ତା-୦୭-୦୯-୨୦୨୩
ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଅଟକିଥିବା ଟ୍ରକ ପଛରେ ଏକ କାର ପିଟି ହେବାରୁ ୪ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗ ନଦିଆ ଜିଲ୍ଲା କଲ୍ୟାଣୀ ନଗରର ଟିକନ ଶାହାଙ୍କ ଅବସ୍ଥା!-->!-->!-->…
ବଢିଚାଲିଛି ବେଆଇନ ପଲିଥିନ ବ୍ୟବହାର
ଅଷ୍ଟିନ ନ୍ୟୁଜ ତା-୦୭-୦୯-୨୦୨୩
ପଲିଥିନ ବ୍ୟବହାର ବିରୋଧରେ କଡାକଡି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ | ୨୦୧୮ ମସିହାରେ ଅକ୍ଟୋବର ୨ରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ରାଜ୍ୟର ୬ଟି ସହର-ଭୁବନେଶ୍ୱର,କଟକ,ପୁରୀ,ରାଉରକେଲା,ଓ!-->!-->!-->…
ନଳକୂଅରୁ ବାହାରୁଛି ଲୌହଯୁକ୍ତ ପାଣି
ଅଷ୍ଟିନ ନ୍ୟୁଜ ତା-୦୬-୦୯-୨୦୧୩
ରସୁଲପୁର ବ୍ଲକ ମଙ୍ଗରାଜପୁର ପଞ୍ଚାୟତର ବାଲିଗୁଡା ଓ ଦେଉଳି ଗ୍ରାମରେ ଲୋକମାନେ ପାନୀୟ ଜଳ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ପାନୀୟ ଜଳ ପ୍ରକଳ୍ପ ବିପର୍ଯ୍ୟସ୍ତ ଅବସ୍ଥାରେ ପଡି ରହିଛି | ଲୋକମାନେ ବ୍ୟକ୍ତିଗତ ଭାବେ ନଳକୂଅ!-->!-->!-->…
୫ ବର୍ଷ ପରେ ବି ସଂପୂର୍ଣ୍ଣ ହୋଇପାରିନି ବୃହତ ଉଠା ଜଳସେଚନ ପ୍ରକଳ୍ପ
ଅଷ୍ଟିନ ନ୍ୟୁଜ ତା-୦୬-୦୯-୨୦୧୩
ଚାଷଜମିକୁ ଜଳସେଚନ ପାଇଁ ବୃହତ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଛି | ଅବଧି ପୂରିବାର ୫ ବର୍ଷ ପରେ ବି ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିନି | ନଦୀକୂଳିଆ ୫ଟି ପଞ୍ଚାୟତର ଚାଷୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ହେଲେ ବଡ଼ଚଣା!-->!-->!-->…
ବିନା ହେଲମେଟରେ କଲେଜକୁ ବାଇକ ମନା
ଅଷ୍ଟିନ ନ୍ୟୁଜ ତା-୦୫-୦୯-୨୦୨୩
ହେଲମେଟ ପିନ୍ଧି ନ ଆସିଲେ କଲେଜକୁ ବାଇକ ମନା | ଏପରି ଏକ ବିଜ୍ଞପ୍ତି ଜାରି କରିଛନ୍ତି ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ପ୍ରବୋଧ କୁମାର ସାମଲ | କେବଳ ବାଇକ ଚଳାଉଥିବା ଛାତ୍ରଛାତ୍ରୀ ନୁହେଁ,ପଛରେ ଯିଏ ବସିଥିବ ସେ ମଧ୍ୟ!-->!-->!-->…
ଚାଷୀଙ୍କ କାମରେ ବାଧା ଦେଉଛି ଏଲ ଆଣ୍ଡ ଟି କମ୍ପାନୀ
ଅଷ୍ଟିନ ନ୍ୟୁଜ ତା-୦୫-୦୯-୨୦୨୩
ବରୀ ବ୍ଲକ ବାଲିବିଲି ପଞ୍ଚାୟତର କୋରଡ଼ାପିପଲ ଠାରେ ନିର୍ମାଣ ହୋଇଥିବା ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ସ୍ଥଳରେ ୨୪ କୋଟି ୭୭ ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି |!-->!-->!-->…
ଜାତୀୟ ରାଜପଥରେ ଲୁଟେରା ଗିରଫ
ଅଷ୍ଟିନ ନ୍ୟୁଜ ତା-୦୫-୦୯-୨୦୨୩
ନମ୍ବରବିହୀନ କଳା ପଲସର ବାଇକ ଜବତ ହୋଇଛି | ଗିରଫ ଦୁଇ ଅଭିଯୁକ୍ତ ହେଲେ କୁଆଖିଆ ଥାନା ଅନ୍ତର୍ଗତ ଚୋରନ୍ଧା ଗ୍ରାମର ସ୍ୱାଧୀନ ସେଠୀ ଓ ମିର୍ଜାପୁର ଗ୍ରାମର ସେକ ତାହିର | ଗତ ୩ ତାରିଖରେ ୧୬ ନମ୍ବର ଜାତୀୟ ରାଜପଥର ବନ୍ଦଳ ଛକ ନିକଟରେ ପାଟ୍ରୋଲିଂ!-->!-->!-->…
କୁମ୍ଭୀର ଖାଇଯିବା ଘଟଣା;ବୋହୁଙ୍କ ଅକଡାସହାରେ ଶାଶୁଙ୍କ ମୃତ୍ୟୁ
ଅଷ୍ଟିନ ନ୍ୟୁଜ ତା-୨୮-୦୮-୨୦୨୩
ବରୀ ବ୍ଲକ ଆମଠାପୁର ପଞ୍ଚାୟତ ଅନ୍ତର୍ଗତ ପାଲଟପୁର ଗ୍ରାମର ଅନାମ ଜେନାଙ୍କ ପତ୍ନୀ ଜ୍ୟୋସ୍ନାଙ୍କ ଏକାଦଶାହରେ ଗତକାଲି ବିଳମ୍ବିତ ରାତିରେ ତାଙ୍କ ଶାଶୂ ପିର ଜେନାଙ୍କର ପରଲୋକ ହୋଇଯାଇଛି | ଗତ ୧୬ ତାରିଖରେ ବିରୂପା ନଦୀକୁ ଟାଣିନେଇ ଜ୍ୟୋସ୍ନାଙ୍କୁ!-->!-->!-->…
ତରବରିଆ କାମ;ରାତିରେ ପିଚୁ,ସକାଳେ ଫାଟିଲା
ଅଷ୍ଟିନ ନ୍ୟୁଜ ତା-୨୮-୦୮-୨୦୨୩
ଆସନ୍ତା ୨୯ରେ ଯାଜପୁର ଗସ୍ତରେ ଆସୁଛନ୍ତି ୫-ଟି ସଚିବ | ଏହାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକପ୍ରତିନିଧି ରାତିଦିନ ଏକ କରି ବିକାଶ ମୂଳକ କାର୍ଯ୍ୟ କରୁଛନ୍ତି | ହେଲେ ତରବରିଆ କାମରେ ମନ ଠିକ ରହୁନଥିବା ଅଭିଯୋଗ ହୋଇଛି!-->!-->!-->…