News portal website
before header
[URIS id=5393]

ଜାତୀୟ ରାଜପଥରେ ଲୁଟେରା ଗିରଫ

0 74

ଅଷ୍ଟିନ ନ୍ୟୁଜ
ତା-୦୫-୦୯-୨୦୨୩

ନମ୍ବରବିହୀନ କଳା ପଲସର ବାଇକ ଜବତ ହୋଇଛି | ଗିରଫ ଦୁଇ ଅଭିଯୁକ୍ତ ହେଲେ କୁଆଖିଆ ଥାନା ଅନ୍ତର୍ଗତ ଚୋରନ୍ଧା ଗ୍ରାମର ସ୍ୱାଧୀନ ସେଠୀ ଓ ମିର୍ଜାପୁର ଗ୍ରାମର ସେକ ତାହିର | ଗତ ୩ ତାରିଖରେ ୧୬ ନମ୍ବର ଜାତୀୟ ରାଜପଥର ବନ୍ଦଳ ଛକ ନିକଟରେ ପାଟ୍ରୋଲିଂ କରାଯାଉଥିବା ବେଳେ ଦୁଇ ଲୁଟେରା ଏକ ଚୋରା କଳା ପଲସର ବାଇକିରେ କଟକ ଯାଉଥିଲେ | ବଡ଼ଚଣା ପୁଲିସ ର ସନ୍ଦେହ ହେବାରୁ ପାଟ୍ରୋଲିଂ ପୁଲିସ ସେମାନଙ୍କୁ ଅଟକାଇ ବାଇକର କାଗଜପତ୍ର ମାଗିଥିଲେ,ହେଲେ ସେମାନେ କାଗଜପତ୍ର ଦେଖାଇ ପାରିନଥିଲେ | ସେମାନଙ୍କୁ ପୁଲିସ ଥାନାକୁ ଆଣି ପଚାରଉଚରା କରିବା ପରେ ସେମାନେ ସତ ମାନିଥିଲେ | ଗତ କିଛିଦିନ ହେବ ୧୬ ନମ୍ବର ଜାତୀୟ ରାଜପଥରେ ଲୋକମାନଙ୍କ ଠାରୁ ମୋବାଇଲ ଫୋନ ଲୁଟି ନେଇଥିବା ମଧ୍ୟ ସତ ମାନିଥିଲେ | ତେଣୁ ପୁଲିସ ଦୁଇ ଲୁଟେରାଙ୍କୁ ଆଜି କୋର୍ଟଚାଲାଣ କରିଥିବା ଥାନାଧିକାରୀ ପ୍ରଦୀପ୍ତ କୁମାର କାନୁନଗୋ ସୂଚନା ଦେଇଛନ୍ତି |

Leave A Reply

Your email address will not be published.