News portal website
before header
[URIS id=5393]

ଜାତୀୟ ରାଜପଥରେ ଆଉ ଏକ ଦୁର୍ଘଟଣା

0 132

ଅଷ୍ଟିନ ନ୍ୟୁଜ
ତା-୦୭-୦୯-୨୦୨୩

ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଅଟକିଥିବା ଟ୍ରକ ପଛରେ ଏକ କାର ପିଟି ହେବାରୁ ୪ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗ ନଦିଆ ଜିଲ୍ଲା କଲ୍ୟାଣୀ ନଗରର ଟିକନ ଶାହାଙ୍କ ଅବସ୍ଥା ଗୁରୁତ୍ୱ ରହିଛି | କୋଲକାତାରୁ ଏକ ସଫାରୀ କାରରେ ଏହି ୪ ଜଣ କଟକ ଅଭିମୁଖେ ଯାଉଥିଲାବେଳେ ଏହି ଦୁର୍ଘଟଣା ଘଟିଥିଲା | ଚଣ୍ଡିଖୋଲ ଦମକଳ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହିତ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ | ହେଲେ ସେ ଅତ୍ୟଧିକ ଗୁରୁତର ହେବାରୁ ସେମାନଙ୍କୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି,ଏବଂ ଗାଡିଦୁଇଟିକୁ ପୁଲିସ ଜବତ କରିଛି |

Leave A Reply

Your email address will not be published.