News portal website
before header

ଆଶା ଓ ଅଙ୍ଗନବାଡି କର୍ମୀମାନଙ୍କୁ ସରକାର ଅକ୍ସିମିଟର ଯୋଗାଇ ଦିଅନ୍ତୁ;AISF ଓଡ଼ିଶା।

ରାଜ୍ଯରେ ଗୋଷ୍ଠୀ ସଂକ୍ରମଣକୁ ଲକ୍ଷ୍ଯ କରି ସରକାର ନେବେ କି ନିଷ୍ପତ୍ତି? ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର ତା-୦୧-୦୫-୨୦୨୧ ବର୍ତ୍ତମାନର ଘଡିସନ୍ଧି ମୂହୁର୍ତ୍ତରେ ଡାକ୍ତରଖାନାରେ ଜୀବନ ମରଣ ସହ ସଂଗ୍ରାମ କରୁଥିବା କରୋନା ରୋଗୀ ବନାମ ଗୋଷ୍ଠୀ ସଂକ୍ରମଣକୁ ଏଡାଇବା ପାଇଁ…

ଚାକିରି ଅନିଶ୍ଚିତତାରେ ଶତକଡା ୯୫ ଭାଗ ଭାରତୀୟ।

ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର ୦୧/୦୫/୨୦୨୧ ପ୍ରତିଷ୍ଠାନର ‘ପ୍ୟୁପିଲ ଆଟ୍ ୱାର୍କ -୨୦୨୧ ଏ ଗ୍ଲୋବାଲ ୱାର୍କ ଫୋର୍ସ ଭ୍ୟୁ ’ ରିପୋର୍ଟ ଅନୁସାରେ କୋଭିଡ-୧୯ ମହାମାରୀ ଦ୍ୱିତୀୟ ଲହର ଏବେ ଭାରତରେ କର୍ମଜୀବିଙ୍କ ମଧ୍ୟରେ ନିଯୁକ୍ତି ସୁରକ୍ଷାକୁ ନେଇ ଆତଙ୍କ ସୃଷ୍ଟି କରିଛି। ପ୍ରାୟ ୯୫…

ପରଲୋକରେ ଭେଟେରାନ ଅଭିନେତା:ବିକ୍ରମଜିତ

ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର ୧/୦୫/୨୦୨୧ କରୋନାରେ ଚାଲିଗଲେ ଆଉ ଜଣେ ଅଭିନେତା । ସିନେ ଅଭିନେତା ବିକ୍ରମଜିତ୍ କନୱରପାଲଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା ।ତାଙ୍କ ବିୟୋଗରେ ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ଶୋକ…

ଭିତରକନିକା ପର୍ଯ୍ୟଟକଙ୍କୁ ପ୍ରବେଶ ନିଷେଧ

ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର ୧/୦୫/୨୦୨୧ ଆଜିଠୁ ବନ୍ଦ ରହିବ ଭିତରକନିକା । କେନ୍ଦ୍ରପଡ଼ା ଜିଲ୍ଲାର ବିଶ୍ୱ ପ୍ରସିଦ୍ଧ ଭିତରକନିକା ଆଜିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ । ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ କଟକଣା ଲଗାଇଛି ବନବିଭାଗ ।ଖବର ଅନୁଯାୟୀ, କୁମ୍ଭୀର…

ଆଜି ଆର୍ନ୍ତଜାତୀୟ ଶ୍ରମିକ ଦିବସ।

କଟକ/ଅଷ୍ଟିନ୍ ନ୍ୟୁଜ୍ ତା-୧-୦୫-୨୦୨୧ ଆଜି ହେଉଛି "ମେ ଡେ" ବା "ଆନ୍ତର୍ଜାତୀୟ ଶ୍ରମିକ ଦିବସ"। ଏହି ଦିବସ ର ଉତ୍ପତ୍ତି ଦିନକୁ ୮ ଘଣ୍ଟା କାର୍ଯ୍ୟ ସମୟ ଦାବି ରୁ ହୋଇଥିଲ ଯାହାକୁ ପରବର୍ତ୍ତୀ ସମୟରେ ଏକ ଆନ୍ଦୋଳନ ରେ ପରିଣତ ହୋଇଥିଲା। ୧୮୮୨ ମସିହା ରେ ପ୍ରଥମ ଥର ପାଇଁ ଏହି…

“ଶ୍ରମିକ ଓ ସାମ୍ବାଦିକ “- ଡାଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ଆଲେଖ୍ୟ।

"ସାମ୍ବାଦିକ" ପୃଥିବୀର ଅନ୍ୟତମ କଷ୍ଟକର ଓ ଭୟାନକ ଚାକିରି କରୁଥିବା, ସବୁ ସାମ୍ବାଦିକଙ୍କୁ ମଇ ଦିବସର ଅଶେଷ ଶୁଭେଚ୍ଛା। ଅଷ୍ଟିନ ନ୍ୟୁଜ/ଭୁବନେଶ୍ୱର ତା-୦୧-୦୫-୨୦୨୧ ସାରାବିଶ୍ୱରେ ମଇ ୧ତାରିଖକୁ ଅର୍ନ୍ତଜାତୀୟ ଶ୍ରମିକ ଦିବସ ମାନ୍ଯତା ମିଳିଥିବା ବେଳେ, ଦୀର୍ଘ ଦୁଇ…

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ-“୩୧୧ ପଞ୍ଚାୟତ ୪୮ ଘଣ୍ଟା ସଟଡାଉନ”-ଯାଜପୁର!

ଅଷ୍ଟିନ୍ ନ୍ୟୁଜ/ଯାଜପୁର ତା-୩୦-୦୪-୨୦୨୧ ଆର ମାସ ଅର୍ଥାତ୍ ମେ ୧ ତାରିଖ ମଧ୍ଯ ରାତ୍ରରୁ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାର ୩୧୧ ଗୋଟି ପଞ୍ଚାୟତ ସଟଡାଉନ।ଏଭଳି ନିଷ୍ପତ୍ତି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ନେଇଛନ୍ତି। ଯାଜପୁର ଜିଲ୍ଲାପାଳ…

ଆଉ ବିକ୍ରିହେଉ ନାହିଁ ସ୍ମାର୍ଟଫୋନ;ମାନ୍ଦାବସ୍ଥାରେ କମ୍ପାନୀ

ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର ୩୦/୦୪/୨୦୨୧ ଚିନ୍ତା ରେ ସ୍ମାର୍ଟଫୋନ୍‌ କଂପାନି ଗତ ବର୍ଷ ଦେଖାଦେଇଥିବା କରୋନା ମହାମାରୀର ପ୍ରଭାବ ଚଳିତ ବର୍ଷ ପ୍ରାରମ୍ଭରେ ଅନେକାଂଶରେ ପ୍ରଶମିତ ହୋଇଯାଇଥିଲା। ଆଗକୁ ଭଲ ଦିନ ଆସୁଥିବା ବିଚାର କରି ମୋବାଇଲ୍ କଂପାନିଗୁଡ଼ିକ ବିପୁଳ ପରିମାଣର…

କୋଭିଡ ଟୀକା ୩୦୦ଟଙ୍କା କମିଲା

ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର ୩୦/୦୪/୨୦୨୧ ପୂର୍ବରୁ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ନୋଭିସିଲ୍ ଟିକାର ଦାମ ହ୍ରାସ କରିଥିବା ବେଳେ ଗୁରୁବାର କୋଭାfନ ଟିକା ପ୍ରସ୍ତୁତ କରିଥିବା ଭାରତ | ବାୟୋଟେକ ସମାଜ ପଦକ୍ଷେପ ନେଇଛି। ଗୁରୁବାର ଭାରତ ବାୟୋଟେକ | ଅଷ୍ଟିନ୍ ନ୍ୟୁଜ୍ ରେ…

ଭୁବନେଶ୍ୱର କୋର୍ଟରେ କୋଭିଡ ପଜେଟିଭ ଚିହ୍ନଟ:ସିଲ କଲା ବିଏମସି।

ଅଷ୍ଟିନ ନ୍ୟୁଜ୍/ଭୁବନେଶ୍ୱର ତା-୨୯-୦୪-୨୦୨୧ ଭୁବନେଶ୍ବର କୋର୍ଟକୁ ସିଲ୍‌ କଲା ବିଏମ୍‌ସି। ୭ ଦିନ ପାଇଁ ଭୁବନେଶ୍ବର କୋର୍ଟକୁ ସିଲ୍‌ କରାଯାଇଛି। ଆଜି ଠାରୁ ମେ ୫ ଯାଏଁ କୋର୍ଟକୁ ସିଲ୍‌ କରାଯାଇଛି। କୋଭିଡ୍ ପଜିଟିଭ ଚିହ୍ନଟ ହେବା ପରେ କୋର୍ଟକୁ ସିଲ୍‌ କରିଛି ବିଏମ୍‌ସି। …