News portal website
before header
[URIS id=5393]

କୋଭିଡ ଟୀକା ୩୦୦ଟଙ୍କା କମିଲା

0 264

ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର

Notice

୩୦/୦୪/୨୦୨୧

ପୂର୍ବରୁ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ନୋଭିସିଲ୍ ଟିକାର ଦାମ ହ୍ରାସ କରିଥିବା ବେଳେ ଗୁରୁବାର କୋଭାfନ ଟିକା ପ୍ରସ୍ତୁତ କରିଥିବା ଭାରତ | ବାୟୋଟେକ ସମାଜ ପଦକ୍ଷେପ ନେଇଛି। ଗୁରୁବାର ଭାରତ ବାୟୋଟେକ |

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

କୋଭାଜୁନ ଟିକାର ଡୋଜ୍ ପିଛା ଦର ହ୍ରାସ କରିଛି। ପୂର୍ବରୁ କମ୍ପାନୀ ରାଜ୍ୟଗୁଡ଼ିକୁ କୋରାକ୍ଲିକ ଟିକା ଡୋଜ୍ ପିଛା ୭୦୦ ଟଙ୍କାରେ ବିକ୍ରି କରିବ | ବୋଲି କହିଥିଲା । ହେଲେ ଏବେ ଏହାକୁ ଡୋଜ୍ ପିଛା ୪୦୦ ଟଙ୍କାକୁ ହ୍ରାସ କରିଛି। ଏହାର ଅର୍ଥ ରାଜ୍ୟ ସରକାରମାନେ କମ୍ପାନୀକୁ ଡୋଜ ପିଛା ୪୦୦ ଟଙ୍କା ଦେଇ ଏହାକୁ ସିଧାସଳଖ କିଣିପାରିବେ ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଘରୋଇ ହସ୍ପିଟାଲ ଗୁଡ଼ିକ ପୂର୍ବଭଳି ୧୨ଶହ ଟଙ୍କାରେ ଟିକାର ହୋଇ ଗୁଡ଼ିକ କିଣିବେ। ଏସମ୍ପର୍କରେ ଗୁରୁବାର ଭାରତ ବାୟୋଟେକ ଏକ ବିବୃତି ଜାରି କରି ସୂଚନା ଦେଇଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.