News portal website
before header
[URIS id=5393]

“ଶ୍ରମିକ ଓ ସାମ୍ବାଦିକ “- ଡାଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ଆଲେଖ୍ୟ।

0 389

“ସାମ୍ବାଦିକ” ପୃଥିବୀର ଅନ୍ୟତମ କଷ୍ଟକର ଓ ଭୟାନକ ଚାକିରି କରୁଥିବା, ସବୁ ସାମ୍ବାଦିକଙ୍କୁ ମଇ ଦିବସର ଅଶେଷ ଶୁଭେଚ୍ଛା।

ଅଷ୍ଟିନ ନ୍ୟୁଜ/ଭୁବନେଶ୍ୱର

ତା-୦୧-୦୫-୨୦୨୧

ସାରାବିଶ୍ୱରେ ମଇ ୧ତାରିଖକୁ ଅର୍ନ୍ତଜାତୀୟ ଶ୍ରମିକ ଦିବସ ମାନ୍ଯତା ମିଳିଥିବା ବେଳେ, ଦୀର୍ଘ ଦୁଇ ବର୍ଷ ହେବ ଶ୍ରମିକ ମାନେ ଯେଉଁ ଅକଥନୀୟ ଦୁଃସମୟ ଦେଇ ଗତି କରୁଛନ୍ତି ତାହା ଅବର୍ଣ୍ଣନୀୟ।ଶ୍ରମିକଟିଏ ଆଗରୁ ଦୁଖଃରେ ଥିଲା ବର୍ତ୍ତମାନ ରହୁଛି ଏବଂ ଭବିଷ୍ଯତରେ ରହିବ। ମଇ ୧ ଅର୍ନ୍ତଜାତୀୟ ଶ୍ରମିକ ଦିବସ ଅବସରରେ, ଗଣମାଧ୍ୟମ ଓ ଗଣଯୋଗାଯୋଗ ବିଭାଗର ଅଧ୍ଯାପକ ଡାଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ସ୍ବତନ୍ତ୍ର ଆଲେଖ୍ୟ “ଶ୍ରମିକ ଓ ସାମ୍ବାଦିକ”।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- theaustinnews@gmail.com

କେହି କେବେ ଜାଣି ପାରିବେନି ଆପଣମାନେ ପାହାଡ଼ ପରି କଷ୍ଟ ଓ ଯନ୍ତ୍ରଣା ଭିତରେ କେମିତି ପ୍ରତି ମୁହୂର୍ତ୍ତରେ ଚେଇଁ ଲୋକଙ୍କୁ ଟିକିନିଖି ଖବର ଦିଅନ୍ତି।

କେହି ଏ ଚାକିରିର ସମସ୍ୟା ବୁଝିବେନି। ବୁଝିବା ପାଇଁ ସେମାନଙ୍କର ସାମର୍ଥ୍ୟ ବି ନାହିଁ।

ଜୀବନକୁ ପାଣି ଛଡେଇ ଖବର ପଛରେ ଗୋଡ଼ାଇବାର ନିଶା ଆପଣମାନେ ଜାଣନ୍ତି। ସାରା ଦୁନିଆ ଆପଣଙ୍କ ଖବର ପଢେ, ଆପଣଙ୍କ ସମସ୍ୟା ପଢି ପାରେନି।

ଏ ଚାକିରିରେ ହୁଏତ ସରକାରୀ ଚାକିରିର କାଣିଚାଏ ସୁବିଧା ମିଳନ୍ତା !!! ଅଳପ ଟିକିଏ ମିଳନ୍ତା ହେଲେ।

ପ୍ରାର୍ଥନା- ଅତି କମରେ ସେ ଅଫିସ, ସେ କର୍ମକ୍ଷେତ୍ରରେ ଅନିଶ୍ଚିତତା ଦୂର ହୋଇଯାଉ।

ବାକି ସମୁଦ୍ର ଓ ନିଆଁ ଭିତରେ ପଶି, ଜୀବନକୁ କୂଳରେ ଥୋଇଦେଇ ଖବର ଆଣିବା କାମ ଆପଣମାନେ ସବୁଠୁ ସୁନ୍ଦର ଢଙ୍ଗରେ, ବାଗରେ କରିଛନ୍ତି ଓ କରିଯିବେ ଆଗକୁ। ସବୁଦିନେ। ସେଥିରେ ଦ୍ବିତୀୟ ମତ ହିଁ ନାହିଁ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର theaustinnews@gmail.com ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.