Sign in
Sign in
Recover your password.
A password will be e-mailed to you.
Breaking News
ପ୍ରଧାନଶିକ୍ଷକଙ୍କ ଜାତିଆଣ ଆକ୍ଷେପ ମାମଲା ରୁଜୁଶତରଞ୍ଜ ଚାମ୍ପିଅନସିପ୍ 2026 ରେ ସ୍ପର୍ଶଙ୍କ ଶାନଦାର ପ୍ରଦର୍ଶନ !ଆତ୍ମହତ୍ୟା ନା ହତ୍ୟା ?ବଡ଼ଚଣାରେ ଲଜ୍ଜା ପୋସ୍କୋ ଆକ୍ଟରେ ମାମଲା ରୁଜୁ !ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା: ଶୁଭେଚ୍ଛା ଜଣାଇଲେ ମୋଦି-“ଦିଦିଙ୍କୁ ଶୁଭେଚ୍ଛା”
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୦୫-୦୫-୨୦୨୧
ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ବୁଧବାର ଦିନ ତୃତୀୟଥର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜ୍ୟପାଳ ଜଗଦୀପ ଧନଖଡ ରାଜଭବନରେ ଆୟୋଜିତ ସାଧାରଣ ସମାରୋହରେ ମମତାଙ୍କୁ ପଦ ଓ ଗୋପନୀୟତାର ଶପଥ!-->!-->!-->!-->!-->…
ଆରମ୍ଭ ହେଲା ଗ୍ରୀଷ୍ମ ଛୁଟି
କଟକ / ଅଷ୍ଟିନ୍ ନ୍ୟୁଜ
ତା-୦୫-୦୫-୨୦୨୧
ରାଜ୍ୟର ସମସ୍ତ ବିଶ୍ଵବିଦ୍ୟାଳୟ, ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜ ରେ ଆଜି ଠାରୁ ମେ' ୩୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି ଘୋଷଣା କରାଯାଇଛି। ଏ ନେଇ ଉଚ୍ଛଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ଆଜି ସମସ୍ତ ବିଶ୍ଵବିଦ୍ୟାଳୟ କୁଳପତି ଓ!-->!-->!-->!-->!-->…
କରୋନା ପ୍ରଭାବିତଙ୍କ ପାଇଁ ଲଙ୍ଗ୍ ଟର୍ମ ଲୋନ୍ ବ୍ୟବସ୍ଥା।
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୦୫-୦୫-୨୦୨୧
କରୋନାର ଦ୍ୱିତୀୟ ଲହର ମଧ୍ୟରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ନର ଶକ୍ତିକାନ୍ତ ଦାସ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହରରେ ଦେଶର ଅର୍ଥନୀତି ବହୁ ମାତ୍ରାରେ ପ୍ରଭାବିତ ହୋଇଛି।!-->!-->!-->!-->!-->…
ପୁଣି ୨ୟ ଦିନରେ ବଢିଲା ତୈଳ ଦର ।
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୦୫-୦୫-୨୦୨୧
ଦେଶରେ ୨ୟ ଦିନ ପାଇଁ ପୁଣି ବଢିଛି ତୈଳ ଦର । ପ୍ର୍ରାୟ ୬୬ ଦିନ ଧରି ସ୍ଥିର ରହିବା ପରେ ମଙ୍ଗଳବାର ପେଟ୍ରୋଲ ଦର ୧୫ ପଇସା ଏବଂ ଡିଜେଲ ଦର ୧୬ ପଇସା ବଢଥିଲା । ଆଜି ଅଏଲ ମାର୍କେଟିଂ କମ୍ପାନୀ ପେଟ୍ରୋଲ ଦର ୧୯ ପଇସା ଏବଂ!-->!-->!-->!-->!-->…
ଦ ହଣ୍ଡ୍ରେଡ଼ରେ ଖେଳିବେ ୪ ଭାରତୀୟ ମହିଳା
କଟକ / ଅଷ୍ଟିନ୍ ନ୍ୟୁଜ
ତା - ୦୫-୦୫-୨୦୨୧
ପ୍ରଥମ ଥର ପାଇଁ ଇଂଲାଣ୍ଡ ଦ୍ଵାରା ଅୟୋଜିତ 'ଦ ହଣ୍ଡ୍ରେଡ଼' ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ୪ ଜଣ ମହିଳା କ୍ରିକେଟର ଙ୍କୁ ଭାରତୀୟ କ୍ରିକେଟ୍ ବୋର୍ଡ ବା ବି. ସି. ସି. ଆଇ. ପକ୍ଷ୍ୟରୁ ଅନୁମତି ମିଳିଛି।
ଅଷ୍ଟିନ୍ ନ୍ୟୁଜ୍ ରେ!-->!-->!-->!-->!-->!-->!-->…
ବାପା ପ୍ରକାଶ ପାଦୁକୋନଙ୍କ ପରେ, ବଲିଉଡ ଦିଭା ଦୀପିକା ପାଦୁକୋନ ଙ୍କୁ କୋରୋନା
କଟକ / ଅଷ୍ଟିନ୍ ନ୍ୟୁଜ
ତା - ୦୪-୦୫-୨୦୨୧
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଙ୍କୁ କରୋନା ହୋଇଥିବା ଚିହ୍ନଟ କରାଯାଇଛି।
ଯଦିଓ ଦୀପିକା ଙ୍କ ତରଫରୁ ଏନେଇ କୌଣସି ସ୍ପଷ୍ଟୀକରଣ ମିଳି ପାରିନାହିଁ, ତେବେ ମଙ୍ଗଳବାର ଦିନ ଆଇ. ଆଇ. ଏଫ୍. ଏ ତରଫରୁ ଟୁଇଟ ମାଧ୍ୟମ ରେ ଏହି ସୂଚନା!-->!-->!-->!-->!-->!-->!-->…
ସାଧାରଣ ଲୋକେ ଇଲେକ୍ଟ୍ରୋନିକ ଗାଡି ମୁହାଁ।
ଅଷ୍ଟିନ୍ ନ୍ୟୁଜ/ ଭୁବନେଶ୍ୱର
ତା-୦୩-୦୫-୨୦୨୧
ଦେଶରେ ଯେଉଁଭଳି ଭାବରେ ପେଟ୍ରୋଲ୍ ଏବଂ ଡିଜେଲ୍ର ଦାମ୍ ବୃଦ୍ଧି ପାଇବାରେ ଲାଗିଛି ଜନସାଧାରଣଙ୍କ ଉପରେ ଏହା ପ୍ରତ୍ୟକ୍ଷ ପ୍ରଭାବ ପକାଉଛି । ଯାହା ଫଳରେ ବାଇକ୍ ଏବଂ କାରକୁ ଘରେ ରଖି କେହି କେହି ଏବେ ସାଇକେଲ୍ର ବ୍ୟବହାର!-->!-->!-->!-->!-->…
ଆଇପିଏଲ ରେ କରୋନା କଣ୍ଟା!
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୦୩-୦୫-୨୦୨୧
ଆଇପିଏଲ୍ର ୧୪ତମ ସଂସ୍କରଣକୁ ଗ୍ରାସ କରିଛି କରୋନା ମହାମାରୀର ଦ୍ଵିତୀୟ ଲହର। କୋଲକାତା ନାଇଟ୍ ରାଇଡର୍ସର ଦୁଇ ଖେଳାଳି ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ଓ୍ଵାରିୟର କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ପରେ!-->!-->!-->!-->!-->…
ପୁଣି ମମତା ମୁଖ୍ଯମନ୍ତ୍ରୀ:୫ରେ ଶପଥ ଗ୍ରହଣ।
ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର
ତା-୦୩-୦୫-୨୦୨୧
ଆସନ୍ତା ମେ ୫ ତାରିଖରେ ୩ୟ ଇନିଂସ ଆରମ୍ଭ କରିବେ ମମତା ବାନାର୍ଜୀ । ସର୍ବସମ୍ମତି କ୍ରମେ ତୃଣମୂଳ କଂଗ୍ରେସ ନେତା ଘୋଷିତ ହେବା ପରେ ମେ ୫ ତାରିଖରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦିଦି ।ମୋଟ ୨୧୧ଟି ଆସନ!-->!-->!-->!-->!-->…
ଲାବଣ୍ୟେନ୍ଦୁ ମାନସିଂହଙ୍କ ଦେହାନ୍ତ!
ଓଡ଼ିଶାର ପୂର୍ବତନ ବ୍ୟୁରୋକ୍ରାଟ୍ ଲାବଣ୍ୟେନ୍ଦୁ ମାନସିଂହଙ୍କ ଦେହାନ୍ତ ।ଏ ଖବର ପାଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଶୋକ ବ୍ଯକ୍ତ କରିଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରିଛନ୍ତି। ତାଙ୍କ ପରିବାରବର୍ଗଙ୍କୁ!-->…
