ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର

୩୦/୦୪/୨୦୨୧
ଚିନ୍ତା ରେ ସ୍ମାର୍ଟଫୋନ୍ କଂପାନି ଗତ ବର୍ଷ ଦେଖାଦେଇଥିବା କରୋନା ମହାମାରୀର ପ୍ରଭାବ ଚଳିତ ବର୍ଷ ପ୍ରାରମ୍ଭରେ ଅନେକାଂଶରେ ପ୍ରଶମିତ ହୋଇଯାଇଥିଲା। ଆଗକୁ ଭଲ ଦିନ ଆସୁଥିବା ବିଚାର କରି ମୋବାଇଲ୍ କଂପାନିଗୁଡ଼ିକ ବିପୁଳ ପରିମାଣର ସ୍ମାର୍ଟଫୋନ୍ ମଗାଇଥିଲେ। ସେପାଇଁ ୨୦୨୧ ଜାନୁଆରୀରୁ ମାର୍ଚ୍ଚ ଭିତରେ ଦେଶକୁ ଆସିଥିବା ସ୍ମାର୍ଟଫୋନରେ ୨୩% ବୃଦ୍ଧି ଘଟିଥିଲା।

ଦେଖାଦେଇଥିବା କରୋନା ମହାମାରୀର ଦ୍ଵିତୀୟ ଲହର କଂପାନିଗୁଡ଼ିକୁ ଚିନ୍ତାରେ ପକାଇ ଦେଇଛି। ଏପ୍ରିଲରୁ ଜୁନ୍ ଭିତରେ ସ୍ମାର୍ଟଫୋନ୍ ବିକ୍ରି ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହେଉଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
