Sign in
Sign in
Recover your password.
A password will be e-mailed to you.
Breaking News
ପ୍ରଧାନଶିକ୍ଷକଙ୍କ ଜାତିଆଣ ଆକ୍ଷେପ ମାମଲା ରୁଜୁଶତରଞ୍ଜ ଚାମ୍ପିଅନସିପ୍ 2026 ରେ ସ୍ପର୍ଶଙ୍କ ଶାନଦାର ପ୍ରଦର୍ଶନ !ଆତ୍ମହତ୍ୟା ନା ହତ୍ୟା ?ବଡ଼ଚଣାରେ ଲଜ୍ଜା ପୋସ୍କୋ ଆକ୍ଟରେ ମାମଲା ରୁଜୁ !ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।
ଗାଁ ରେ ଆଡ୍ଡା ଜମେଇଛି ଚୋରା ମଦ ବେପାର
ଚୋରା ମଦବେପାରୀଙ୍କୁ ଧରିବେ କି ବାଲିଚନ୍ଦ୍ରପୁର ଥାନାଧିକାରୀ?
କଟକ / ଅଷ୍ଟିନ୍ ନ୍ୟୁଜ
ତା - ୦୩-୦୫-୨୦୨୧
ଗାଁ ରେ ଆଡ୍ଡା ମେଲାଇଛି ଚୋରା ମଦ । ଲକ୍ ଡାଉନ୍ ଓ ସଟ୍ ଡାଉନ୍ ସତେ ଯେମିତି ଗୋଟିଏ ସୁବର୍ଣ୍ଣ ସୁଯୋଗ ନେଇଆସିଛି। ରାତି ଅନ୍ଧାରରେ ବେଶ୍ଆଡ୍ଡା ଜମୁଛି ଚୋରା ମଦ ର!-->!-->!-->!-->!-->!-->!-->…
ରାଜ୍ୟ ବିଜୟୀ ରାଣୀ ପରାଜୟୀ;ପଶ୍ଚିମବଙ୍ଗ ରାଜନୀତି।
ନନ୍ଦିଗ୍ରାମ ପାଇଁ ବହୁତ ସଂଘର୍ଷ କରିଥିଲି ହେଲେ ନନ୍ଦିଗ୍ରାମବାସୀ ଯାହା ନିଷ୍ପତ୍ତି ନେଇଛନ୍ତି ତାକୁ ମୁଁ ଗ୍ରହଣ କରୁଛି: ମମତା
ଅଷ୍ଟିନ ନ୍ଯୁଜ/ଭୁବନେଶ୍ୱର
ପଶ୍ଚିମବଙ୍ଗ ରାଜନୀତିରେ ରୋଚକ ମୋଡ।ରାଜ୍ଯର ନିର୍ବାଚନ ଫଳାଫଳ ଆଜି ବାହାରୁଥିବା ଟିଏମସି ସଂଖ୍ଯା ଗରିଷ୍ଠତା ହାସଲ!-->!-->!-->!-->!-->!-->!-->…
ଶିଳ୍ପ କାରଖାନା ପାଇଁ ଡ୍ରୋନ ପ୍ରସ୍ତୁତ କରୁଛି କଟକ ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ଇନଷ୍ଟିଚ୍ୟୁସନ।
କଟକ / ଅଷ୍ଟିନ୍ ନ୍ୟୁଜ
ତା-୦୨-୦୫-୨୦୨୧
କଟକ ଠାରେ ଆଇ. ଜି. ଡ୍ରୋନ ସହ ଆଇ. ଟି. ଆଇ (ଇନ୍ଡଷ୍ଟ୍ରୀଆଲ୍ ଟ୍ରେନିଂ ଇନଷ୍ଟିଚ୍ୟୁସନ୍) ମିଳିତ ଭାବରେ ଡ୍ରୋନ କ୍ୟାମେରା ଉତ୍ପାଦନ କରିବା ଆରମ୍ଭ କରିଛନ୍ତି।
ଶିଳ୍ପ କାରଖାନା ମାନଙ୍କର ଚାହିଦା ଅନୁଯାଇ ପ୍ରସ୍ତୁତ ହେଇଚୁ ଆଇ. ଜି.!-->!-->!-->!-->!-->!-->!-->…
ଦିଦିଙ୍କ କମାଲ:ଗଢିବେ ସରକାର!
ଅଷ୍ଟିନ୍ ନ୍ୟୁଜ/ ଭୁବନେଶ୍ୱର
ତା-୦୨-୦୫-୨୦୨୧
ଏକଜିଟ୍ ପୋଲ୍ସ ଏକଜାକ୍ଟ ହେବନି କିନ୍ତୁ ହାରାହାରି ଆକଳନ ସମାନ ହୋଇପାରେ । ତେବେ ପଶ୍ଚିମବଙ୍ଗରେ ବିଜେପିକୁ ଝଟ୍କା ହୋଇଛି । ଅପରାହ୍ନ ୩ଟା ସୁଦ୍ଧା ୨୦୫ ଆସନରେ ଆଗୁଆ ତୃଣ ମୂଳ କଂଗ୍ରେସ । ଦଳର କର୍ମୀମାନେ ନାତଗୀତ ଆରମ୍ଭ!-->!-->!-->!-->!-->…
ବିଶ୍ଵ ହାସ୍ୟ ଦିବସ
କଟକ / ଅଷ୍ଟିନ୍ ନ୍ୟୁଜ
ତା - ୦୨-୦୫-୨୦୨୧
ଇଂରାଜୀରେ କୁହାଯାଏ "ଲଫ୍ଟର୍ ଇଜ୍ ଦି ବେସ୍ଟ ମେଡିସିନ।" ସବୁବେଳେ ହସଖୁସିରେ ରହିବ ଭଲା ବୋଲି କୁହାଯାଏ। କିନ୍ତୁ ଆପଣ ଜାଣନ୍ତି କି, ତାହା ପ୍ରକୃତରେ ଆପଣଙ୍କୁ ସୁସ୍ଥସବଳ ରଖିପାରିବ? ଆଜି ୱାର୍ଲ୍ଡ ଲଫ୍ଟର ଡେ ଉପଲକ୍ଷେ ଆସନ୍ତୁ ଜାଣିବା!-->!-->!-->!-->!-->…
ଲକଡାଉନରେ ଚେକିଙ୍ଗ ଜୋରଦାର
ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର
୦୨/୦୫/୨୦୨୧
ଫେରିଲା ଲକଡାଉନ୍ । କରୋନା ସଂକ୍ରମଣ ବୃଦ୍ଧିକୁ ରୋକିବାକୁ ଶେଷରେ କଡା ପଦକ୍ଷେପ ନେଲେ ରାଜ୍ୟ ସରକାର । ସରକାରଙ୍କ ପକ୍ଷରୁ ସଂକ୍ରମଣ ଚେନରେ ବ୍ରେକ୍ ଦେବାକୁ ଶେଷ ବିକଳ୍ପ ନିଆଯାଇଛି ରାଜ୍ୟରେ ଲାଗିଛି ୧୫ ଦିନିଆ ଲକଡାଉନ୍!-->!-->!-->!-->!-->…
୧୪ ଦିନିଆ ଲକଡାଉନ୍ ରେ କ’ଣ ଖୋଲା ଏବଂ ବନ୍ଦ?
ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର
୦୨/୦୫/୨୦୨୧
କରୋନା ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ସାରା ରାଜ୍ୟରେ ଲାଗିଲା ଲକଡାଉନ ରେ ସବୁ ବନ୍ଦ । ମେ ୫ ତାରିଖରୁ ୧୯ ତାରିଖ ଯାଏଁ ଲାଗୁ କରାଯାଇଛି ୧୪ ଦିନିଆ ଲକଡାଉନ୍ । ଆସନ୍ତୁ ନଜର ପକାଇବା ଲକଡାଉନ୍ ବେଳେ କଣ ଖୋଲା ରହିବ ଓ!-->!-->!-->!-->!-->…
ସାମ୍ବାଦିକ ହେଲେ “ଫ୍ରଣ୍ଟ ଲାଇନ ଓ୍ବାରିୟର”-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ବର
ତା-୦୨-୦୫- ୨୦୨୧
ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ରାଜ୍ୟର ୬୯୪୪ ଜଣ କାର୍ଯ୍ୟରତ ସାମ୍ବାଦିକ ଉପକୃତ ହେବେ । ଏହାସହ କରୋନା ମହାମାରୀ ସମୟରେ ସାମ୍ବାଦିକଙ୍କ!-->!-->!-->!-->!-->…
ରାଜ୍ୟରେ ୧୪ ଦିନ ଲକଡାଉନ;ମୁଖ୍ଯ ଶାସନ ସଚିବ।
ଶନିବାର ଓ ରବିବାର ସଟଡାଉନ ବଳବତ୍ତର
ଅଷ୍ଟିନ ନ୍ଯୁଜ/ ଭୁବନେଶ୍ୱର
ତା-୦୨-୦୫-୨୦୨୧
ରାଜ୍ଯର ୧୪ ଦିନ ପାଇଁ ଲକଡାଉନ।ଘୋଷଣା କଲେ ମୁଖ୍ଯ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର।ଏହି ଲକଡାଉନ ଏହି ମାସ ୫ ତାରିଖରୁ ଲାଗୁ। ମେ ମାସ ୫ ତାରିଖରୁ ମେ ୧୯ ତାରିଖ ପର୍ଯ୍ୟନ୍ତ ୧୪ ଦିନ!-->!-->!-->!-->!-->!-->!-->!-->!-->…
ହାପି ବାର୍ଥଡେ ହିଟ୍ ମ୍ୟାନ୍
କଟକ / ଅଷ୍ଟିନ୍ ନ୍ୟୁଜ
ତା - ୦୧-୦୫-୨୦୨୧
ହିଟ୍ ମ୍ୟାନ୍ ତଥା ମୁମ୍ବାଇ ଇଣ୍ଡିୟାନ୍ସ୍ ଦଳର ଅଧିନାୟକ, ଓ ଭାରତୀୟ ଓପନର୍ ରୋହିତ ଶର୍ମାଙ୍କର ଆଜି ଶୁଭ ଜନ୍ମଦିନ। ସେ ଗତ ଶୁକ୍ରବାର ଦିନ ୩୫ ବର୍ଷ ରେ ପଦାର୍ପଣ କରିଛନ୍ତି। ତାଙ୍କ ଦଳର ସାଥୀମାନେ ରହୁଥିବା ହୋଟେଲ୍ ରେ ଜିରୋ ଆୱାର ରେ,!-->!-->!-->!-->!-->…
