News portal website
before header
[URIS id=5393]

ଆଜି ଆର୍ନ୍ତଜାତୀୟ ଶ୍ରମିକ ଦିବସ।

0 261

କଟକ/ଅଷ୍ଟିନ୍ ନ୍ୟୁଜ୍

ତା-୧-୦୫-୨୦୨୧

ଆଜି ହେଉଛି “ମେ ଡେ” ବା “ଆନ୍ତର୍ଜାତୀୟ ଶ୍ରମିକ ଦିବସ”। ଏହି ଦିବସ ର ଉତ୍ପତ୍ତି ଦିନକୁ ୮ ଘଣ୍ଟା କାର୍ଯ୍ୟ ସମୟ ଦାବି ରୁ ହୋଇଥିଲ ଯାହାକୁ ପରବର୍ତ୍ତୀ ସମୟରେ ଏକ ଆନ୍ଦୋଳନ ରେ ପରିଣତ ହୋଇଥିଲା। ୧୮୮୨ ମସିହା ରେ ପ୍ରଥମ ଥର ପାଇଁ ଏହି ଶ୍ରମିକ ଦିବସ ଆମେରିକା ଓ କାନାଡ଼ା ରେ ପାଳନ କରାଯାଇଥିଲା କିନ୍ତୁ ତାହା ସେପ୍ଟେମ୍ବର ମାସ ରେ ପାଳିତ ହୋଇଥିଲା। ଅନେକ୍ ବର୍ଷ ପରେ ଏହି ଶ୍ରମିକ ଦିବସ କୁ ମେ ମାସ ଏକ ତାରିଖ ରେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ।

“ଲେବର କିସାନ ପାର୍ଟି ଅଫ୍ ହିନ୍ଦୁସ୍ତାନ” ତରଫରୁ ଭାରତରେ ପ୍ରଥମା ଥର ପାଇଁ ଲାଲ ପତାକା ଉଡାଇ ଏହି ଦିବସ ଟିକୁ ଚେନ୍ନାଇ ପାଳନ କରାଯାଇଥିଲା। ଏହି ଦିବସ ପାଳନ ଅବସରରେ ତତ୍କାଳୀନ ଦଳ ର ମୁଖ୍ୟ, ରାଜ୍ୟର ଦୁଇଟି ସ୍ଥାନରେ ସଭା ଅନୁଷ୍ଠିତ କରିଥିଲେ ଏବଂ ତାହାର ସବିଶେଷ ବିବରଣୀ “ଦି ହିନ୍ଦୁ” ଖାବର କାଗଜ ରେ ପ୍ରକାଶ ପାଇଥିଲା।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର theaustinnews@gmail.com ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/Austin News Media

https://www.youtube.com/AustinNewsMedia


Leave A Reply

Your email address will not be published.