ଅଷ୍ଟିନ ନ୍ୟୁଜ୍/ଭୁବନେଶ୍ୱର

ତା-୨୯-୦୪-୨୦୨୧
ଭୁବନେଶ୍ବର କୋର୍ଟକୁ ସିଲ୍ କଲା ବିଏମ୍ସି। ୭ ଦିନ ପାଇଁ ଭୁବନେଶ୍ବର କୋର୍ଟକୁ ସିଲ୍ କରାଯାଇଛି। ଆଜି ଠାରୁ ମେ ୫ ଯାଏଁ କୋର୍ଟକୁ ସିଲ୍ କରାଯାଇଛି। କୋଭିଡ୍ ପଜିଟିଭ ଚିହ୍ନଟ ହେବା ପରେ କୋର୍ଟକୁ ସିଲ୍ କରିଛି ବିଏମ୍ସି।
ବିନା ଅନୁମତିରେ ବାହାର ଲୋକ କୋର୍ଟ କମ୍ପେ୍ଲକ୍ସକୁ ଯାଇପାରିବେନି। କେବଳ ବିଏମସି ଅଧିକୃତ କର୍ମଚାରୀଙ୍କୁ କୋର୍ଟ କମ୍ପେ୍ଲକ୍ସକୁ ଯିବାକୁ ଅନୁମତି ମିଳିବ।
ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
