Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
ଆଜି ଠାରୁ ଭୁବନେଶ୍ୱରର ତିନୋଟି ମଲ୍ରେ ବୁଷ୍ଟର ଡୋଜ୍
ଆଜିଠାରୁ ରାଜଧାନୀ ଭୁବନେଶ୍ୱରର ତିନୋଟି ମଲ୍ରେ ବିଏମ୍ସି ପକ୍ଷରୁ ଆରମ୍ଭ ହୋଇଛି କୋଭିଡ ଟୀକାକରଣ । ରୁଦ୍ରପୁର ସିମ୍ଫୋନି ମଲ୍, ପାତ୍ରପଡ଼ା ଡିଏନ୍-ରେଗାଲିଆ ଓ ରସୁଲଗଡ଼ ଏସ୍ପ୍ଲାନେଡ୍ ମଲ୍ରେ ଟୀକାକରଣ ପ୍ରକ୍ରିୟା ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ପାଇଁ ପ୍ରାରମ୍ଭିକ!-->…
୩୦୯୩ ଗାଁରେ ନିର୍ମାଣ ହେବ ୪୯୩ ଟେଲିଫୋନ୍ ଟାୱାର
ଗାଁରେ ଟେଲିଫୋନ୍ ଟାୱାର ନ ଥିବାରୁ ଗୃହରେ ଉଦ୍ବେଗ ପ୍ରକାଶ କଲେ ବିରୋଧୀ । ଅଧିକ ଟେଲିଫୋନ୍ ଟାୱାର ନିର୍ମାଣ ନେଇ ଉଭୟ ଶାସକ ଓ ବିରୋଧୀ ସଦସ୍ୟଙ୍କ ଦାବି । ୩୦୯୩ ଗାଁରେ ନିର୍ମାଣ ହେବ ୪୯୩ ଟେଲିଫୋନ୍ ଟାୱାର । ୧୫୮ଟି ଟେଲିଫୋନ୍ ଟାୱାର ନିର୍ମାଣ ସରିଛି, ଯାହା ୧୦ଟି ଜିଲ୍ଲାରେ ସୀମିତ!-->…
ରାଷ୍ଟ୍ରପତି ନିର୍ବାଚନ : ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ଚାଲିଛି ୫୦ କ୍ୱିଣ୍ଟାଲ ଲଡୁ ପ୍ରସ୍ତୁତି
ଆଜି ଦେଶକୁ ମିଳିବାକୁ ଯାଉଛି ନୂଆ ରାଷ୍ଟ୍ରପତି। ଭୋଟ ଗଣତି ଜାରି ରହିଛି । ତେବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ନିଶ୍ଚିତ । ଫଳାଫଳ ଆସିବା ପୂର୍ବରୁ ତାଙ୍କ ଗାଁ ରାଇରଙ୍ଗପୁରର ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ଦ୍ରୌପଦୀ ମୁର୍ମୁ ହେବେ!-->…
ଓଡ଼ିଆ ମାଟ୍ରିମୋନିରେ ଜୀବନସାଥୀ ଖୋଜି ଫସିଗଲେ IT ଇଞ୍ଜିନିୟର୍
ଓଡ଼ିଆ ମାଟ୍ରିମୋନିରେ ଜୀବନସାଥୀ ଖୋଜି ଫସିଗଲେ IT ଇଞ୍ଜିନିୟର୍। କାଲିଫର୍ଣ୍ଣିଆରେ ରହୁଥିବା ଓଡ଼ିଆ ଝିଅକୁ ବାହାହେବା ମୋହରେ ଫସିଗଲେ ଇଞ୍ଜିନିୟର୍ ଯୁବକ। ମାଟ୍ରିମୋନିରେ ସଂପୃକ୍ତ ଯୁବତୀ ନିଜକୁ ବାଲେଶ୍ୱରର ବୋଲି କହିଥିଲା। ଘର ବାଲେଶ୍ୱର, ନା ପ୍ରିୟା ଗୁପ୍ତା। କାଲିଫର୍ଣ୍ଣିଆରେ!-->…
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ଥିଲେ ୪୪,୨୪୫ ଜଣ ଛାତ୍ରଛାତ୍ରୀ
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୪୪,୨୪୫ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ଏ ନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି!-->…
ଏନକାଉଣ୍ଟରରେ ଟଳିଲେ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକରି
ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକରିଙ୍କୁ ଏନକାଉଣ୍ଟର । ଆଜି ପଞ୍ଜାବର ଅମୃତସରର ଅଟାରୀ ନିକଟରେ ଏନ୍କାଉଣ୍ଟରରେ ମୁସେୱାଲାଙ୍କ ହତ୍ୟାରେ ସାମିଲ ଥିବା ଜଣେ ଗ୍ୟାଙ୍ଗଷ୍ଟର ପ୍ରାଣ ହରାଇଛି। ଆଉ ଜଣଙ୍କୁ ପୁଲିସ କାବୁ କରିଛି। ଅନ୍ୟପକ୍ଷରେ ଗ୍ୟାଙ୍ଗଷ୍ଟରଙ୍କ ଗୁଳିମାଡରେ ୩ ଜଣ ପୁଲିସ!-->…
କାଶୀପୁର ପରେ କୋରାପୁଟରେ ବ୍ୟାପୁଛି ଝାଡ଼ାବାନ୍ତି
କାଶୀପୁର ପରେ ଏବେ କୋରାପୁଟରେ ଝାଡ଼ାବାନ୍ତି ବ୍ୟାପୁଛି। କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଛତାଆମ୍ବ ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି। ମିଳିଥିବା ସୂଚନା ମୁତାବକ ୨ ଗୁରୁତର ଆକ୍ରାନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଗତକାଲି ୪ ଜଣ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି!-->…
ରାଜ୍ୟରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ୯୨ ହଜାର ୮୭
୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ୯୨ ହଜାର ୮୭। ଆଜି ଏ ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ। ସେ କହିଛନ୍ତି ଯେ କୋଭିଡ୍ରେ ବାପା ମା’ଙ୍କୁ ହରାଇ ଶ୍ରମିକ ହୋଇଥିବା ପିଲାଙ୍କ ତଥ୍ୟ ମିଳି ପାରି ନାହିଁ। ୯୮୮ ପିଲା ବାପା ମା’ଙ୍କୁ ଓ!-->…
ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ଡାକ୍ତର
ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଉମାକାନ୍ତ ଖେଜୁରିଆ। ଗତକାଲି ଉମାକାନ୍ତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ସେ ୧୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସରେ ହାତରେ ଧରାପଡ଼ିଥିଲେ । LIC ଡେଥ କ୍ଲେମ କେସ ବାବଦରେ ଫର୍ମ ଦସ୍ତଖତ!-->…
ରାଉରକେଲାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
ରାଉରକେଲା ମହାନଗରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ରାଜ୍ୟରେ ସତର୍କତା ଅବଲମ୍ବନ କରିବା ପାଇଁ ବିଭିନ୍ନ ସହରରେ ଏଭଳି ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ରାଉରକେଲା ମହାନଗର ନିଗମ କମିଶନର ଶୁଭଙ୍କର ମହାପାତ୍ର ସୂଚନା!-->…
