Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
ରଇପୁର ସମବାୟ ସମିତିରେ ଜାତୀୟ ପତାକା ଉତ୍ତୋଳନ।
ଅଷ୍ଟିନ୍ ନ୍ଯୁଜ/ଯାଜପୁର
ତା-୧୫-ଅଗଷ୍ଟ-୨୦୨୨
ଆଜି ଅଗଷ୍ଟ ମାସ ୧୫ ତାରିଖ ସ୍ଵାଧୀନତାର ୭୫ ତମ ଅମୃତ ମହୋତ୍ସବ ମହାସମାରୋହରେ ସ୍ବାଧୀନତା ଦିବସ ପାଳନ କରିଛି ରଇପୁର ସମବାୟ ସମିତି।ସମବାୟ ସମିତିର ସଭାପତି ଶ୍ରୀଯୁକ୍ତ ବ୍ରଜମୋହନ ସାମଲ, ପତାକା ଉତ୍ତୋଳନ କରିଥିଲେ।
!-->!-->!-->!-->!-->!-->!-->!-->!-->…
ନବୀନଙ୍କ ଜିରୋ ଟଲେରାନ୍ସକୁ ଆଦର୍ଶ କରିଥିବା ଅମର;କ’ଣ କରିବେ?
ଅତୀତରେ ସରକାର କିମ୍ବା ଦଳର ଭାବମୂର୍ତ୍ତି ଉପରେ ଯେ କୌଣସି ପରିସ୍ଥିତିରେ ପ୍ରଶ୍ନ ଉଠିଛି ବିଜୁ ଜନତା ଦଳର ବାଦଶାହ ତଥା ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିରୋ ଟଲେରାନ୍ସ ଗ୍ରହଣ କରିଛନ୍ତି। ଚର୍ଚ୍ଚା ହୁଏ ନବୀନଙ୍କ ରାସ୍ତାରେ ବରିଷ୍ଠ ବିଧାୟକ ତଥା ଜନନେତା ଅମର ପ୍ରସାଦ!-->…
ଖୋଲିଲା ବହୁଚର୍ଚ୍ଚିତ ତାଳୁଆ ବାଲିକୁଦା ନକଲି ବିଦେଶୀମଦ ଦୋକାନ!
ଅଷ୍ଟିନ୍ ନ୍ୟୁଜ୍/ଯାଜପୁର
ତା-୧୨-୦୮-୨୦୨୨
ବହୁଚର୍ଚ୍ଚିତ ତାଳୁଆ ବାଲିକୁଦା ନକଲି ବିଦେଶୀମଦ ଦୋକାନ ଖୋଲିବାକୁ ଯାଉଛି।ସୂଚନା ଯୋଗ୍ୟ ଚବିଶ ମାର୍ଚ୍ଚ ୨୦୨୨ ରେ କଟକ ଏକ୍ସାଇଜ୍ ବିଭାଗର ଅଚାନକ ଚଢାଉ, ତାଳୁଆ ବାଲିକୁଦା ବିଦେଶୀ ମଦ ଦୋକାନରେ ହୋଇଥିଲା,ସ୍ବୀକୃତ ପ୍ରାପ୍ତ ମଦ ଦୋକାନର!-->!-->!-->!-->!-->…
ତାଇୱାନ ଚାରିପଟେ କ୍ଷେପଣାସ୍ତ୍ର ବର୍ଷା କଲା ଚୀନ୍
ସମରାଭ୍ୟାସ ଆଳରେ ଚୀନ୍ର ଆତଙ୍କରାଜ। ତାଇୱାନର ଚାରିପଟେ କ୍ଷେପଣାସ୍ତ୍ର ବର୍ଷା କଲା ଚୀନ୍। ୬ଟି ଅଞ୍ଚଳରେ ସମରାଭ୍ୟାସ ସହ ଗୁଳିଗୋଳା ବର୍ଷଣ ହୋଇଥିବା ନେଇ ସୂଚନା ମିଳିଛି। ତେବେ ଅନ୍ୟ ପକ୍ଷରେ ତାଇୱାନ ବି ୨ଟି କ୍ଷେପଣାସ୍ତ୍ର ମାଡ଼ କରିଥିବା ସୂଚନା ରହିଛି। ଚୀନ୍ର ସମରାଭ୍ୟାସ ଜାତିସଂଘ!-->…
ପ୍ରକାଶ_ପାଇଲା_CBSE_ଦଶମ_ରେଜଲ୍ଟ
ପ୍ରକାଶ ପାଇଛି ସିବିଏସ୍ଇ ୧୦ମ ଶ୍ରେଣୀ ରେଜଲ୍ଟ। ଚଳିତ ବର୍ଷ ୨୧,୦୯,୨୦୮ ଜଣ ପିଲା ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ। ତେବେ ୯୪.୪୦% ପିଲା ସିବିଏସ୍ଇ ୧୦ମ ଶ୍ରେଣୀ ପରୀକ୍ଷାରେ ପାସ୍ କରିଛନ୍ତି। ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ୧.୪୧% ଅଧିକ। ସେହିପରି ଟ୍ରାନ୍ସଜେଣ୍ଡର!-->…
ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍
କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଲା ଦଳ। ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ପିସିସି ସଭାପତି ମୋକିମଙ୍କୁ ନୋଟିସ୍ ପଠାଇଛନ୍ତି। ୨ ସପ୍ତାହ ଭିତରେ ଜବାବ ଦେବାକୁ ମୋକିମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଏ ସମ୍ପର୍କରେ ସୂଚନା!-->…
ନୂଆ ଅବକାରୀ ନୀତିର ତଦନ୍ତ କରିବ ସିବିଆଇ!
ଦିଲ୍ଲୀର ଆମ ଆଦ୍ମୀ ପାର୍ଟି ସରକାର ଓ ଉପ ରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ମଧ୍ୟରେ ପୁଣି ଥରେ ବିବାଦ ସୃଷ୍ଟି ହୋଇଛି। ନୂଆ ଅବକାରୀ ନୀତିରେ ହେରଫେର ହୋଇଥିବା ସନ୍ଦେହ କରି ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଏଲଜି ଏବଂ କେଜରିୱାଲ। ଉପ ରାଜ୍ୟପାଳ ସକ୍ସେନା ଏବେ ନୂଆ ଅବକାରୀ ନୀତିଧ!-->…
ଗ୍ୟାସ୍ ସିଲିଣ୍ଡର ଫାଟି ୨ ଜଣ ଆହତ
ବ୍ରହ୍ମପୁର: ଗ୍ୟାସ୍ ସିଲିଣ୍ଡର ଫାଟି ଭୁଶୁଡ଼ିଲା ଘରର କାନ୍ଥ ଓ ଛାତ। ଏହି ଦୁର୍ଘଟଣାରେ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଗୋପାଳପୁର ଥାନା ରାମଚନ୍ଦ୍ରପୁର ଗାଁରେ ଗ୍ୟାସ୍ ଲିକ୍ରୁ ଏଭଳି ଏକ ଅଘଟଣ ଘଟିଛି। ଘରେ ୫୦ରୁ ଊର୍ଦ୍ଧ୍ୱ କମର୍ସିଆଲ୍ ସିଲିଣ୍ଡର ଥିଲା। ତେବେ ଗ୍ଯାସ୍ ଲିକ୍ ପରେ!-->…
ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାବାସୀଙ୍କ ତରଫରୁ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ। ତାଙ୍କ ସଫଳତା ପାଇଁ ଓଡ଼ିଶାବାସୀ ଗର୍ବିତ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ଏଠାରେ ସୂଚନାଯୋଗ୍ୟ ଯେ !-->…
‘ମୋ ବସ୍’ ସେବାକୁ ବିରୋଧ କରି ଘରୋଇ ବସ୍ ସେବା ବନ୍ଦ
କୋଣାର୍କ-ଭୂବନେଶ୍ୱର ରୁଟ୍ରେ ଚାଲୁଥିବା ‘ମୋ ବସ୍’ ସେବାକୁ ବିରୋଧ କରି ଘରୋଇ ବସ୍ ସେବା ବନ୍ଦ ।ଫଳରେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିମପାଡା-କୋଣାର୍କ ଘରୋଇ ବସ୍ ମାଲିକ ସଂଘ ଆସୋସିଏସନ ଏହି ଅଞ୍ଚଳରେ ମୋ ବସ୍ ସେବାକୁ ବିରୋଧ କରିବା ପରେ!-->…
