News portal website
before header
[URIS id=5393]

ରାଜ୍ୟରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ୯୨ ହଜାର ୮୭

0 149

୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ୯୨ ହଜାର ୮୭। ଆଜି ଏ ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ। ସେ କହିଛନ୍ତି ଯେ କୋଭିଡ୍‌ରେ ବାପା ମା’ଙ୍କୁ ହରାଇ ଶ୍ରମିକ ହୋଇଥିବା ପିଲାଙ୍କ ତଥ୍ୟ ମିଳି ପାରି ନାହିଁ। ୯୮୮ ପିଲା ବାପା ମା’ଙ୍କୁ ଓ ୪୨୨୭୪ ପିଲା ରୋଜଗାରକ୍ଷମ ଅଭିଭାବକଙ୍କୁ ହରାଇଛନ୍ତି। ଏହି ପିଲାଙ୍କୁ ସରକାରୀ ସହାୟତା ମିଳୁଛି।

Leave A Reply

Your email address will not be published.