News portal website
before header
[URIS id=5393]

କାଶୀପୁର ପରେ କୋରାପୁଟରେ ବ୍ୟାପୁଛି ଝାଡ଼ାବାନ୍ତି

0 167

କାଶୀପୁର ପରେ ଏବେ କୋରାପୁଟରେ ଝାଡ଼ାବାନ୍ତି ବ୍ୟାପୁଛି। କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଛତାଆମ୍ବ ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି। ମିଳିଥିବା ସୂଚନା ମୁତାବକ ୨ ଗୁରୁତର ଆକ୍ରାନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।  ଗତକାଲି ୪ ଜଣ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଦୂଷିତ ପାଣି ଯୋଗୁଁ ସଂକ୍ରମଣ ବ୍ୟାପୁଛି ବୋଲି କହିଛନ୍ତି ମେଡିକାଲ ଅଫିସର । 

Leave A Reply

Your email address will not be published.