News portal website
before header

ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଓଡ଼ିଆଙ୍କୁ ୧୫୨ କୋଟି ସହାୟତା : ମନ୍ତ୍ରୀ

କରୋନା ଲକଡାଉନ୍ ଯୋଗୁ ୨୦୨୦ ମସିହା ମେ’ରୁ ଅକ୍ଟୋବର ମାସ ମଧ୍ୟରେ ରାଜ୍ୟକୁ ଫେରିଥିବା ୭.୬୦ଲକ୍ଷ ପ୍ରବାସୀ ଓଡ଼ିଆଙ୍କୁ  କ୍ୱାରେଣ୍ଟାଇନ ସେଂଟରରେ ରଖାଯାଇଥିଲା। ଏ ବାବଦରେ ରାଜ୍ୟ ସରକାର ୧୫୨.୧୨କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏ ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ।…

ରାଜ୍ୟର ୧୨.୨୫ଲକ୍ଷ ପରିବାର ପାଖରେ ନାହିଁ ପକ୍କାଘର

ରାଜ୍ୟର ଗ୍ରାମାଂଚଳରେ ୨୦୧୪-୧୫ ଆର୍ଥିକ ବର୍ଷରୁ ଏଯାବତ୍ ୩୧ଲକ୍ଷ ୨୮ହଜାର ୭୫୧ ପରିବାରକୁ ପକ୍କାଘର ଯୋଗାଇ ଦିଆଯାଇଛି । ତେବେ ୧୨.୨୫ଲକ୍ଷ ପରିବାରଙ୍କ ପାଖରେ ପକ୍କାଘର ନାହିଁ । ସେମାନେ ଏସଇସିସି ସର୍ଭେରୁ ବାଦ୍ ପଡ଼ିଛନ୍ତି ଓ କଚ୍ଚାଘରେ ରହୁଥିବା ନେଇ ଚିହ୍ନଟ କରାଯାଇଛି । ଏ ନେଇ…

ଆଜିଠୁ ଆରମ୍ଭ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା

ଆଜି ଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା । ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ ଦୁଇ ନାମଲେଖା ହେବ ।www.samsodisha.gov.in ରେ ଛାତ୍ରଛାତ୍ରୀମାନେ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଅଗଷ୍ଟ ୧୭ରେ ପ୍ରଥମ ମେରିଟ୍ ଲିଷ୍ଟ୍…

ବିବାଦ ପରେ ମୁଢ଼ି ଚୂଡା ଇତ୍ୟାଦିରୁ GST ଛାଡ

ବହୁ ବାଦ ବିବାଦ ପରେ GST ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ପଷ୍ଟୀକରଣ ଦେଇଛନ୍ତି । କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ସାମଗ୍ରୀ ଖୋଲାରେ GST ବିକିଲେ ଲାଗୁ ହେବ ନାହିଁ। ଡାଲି, ଗହମ, ରାଇ, ଓଡ୍‌ସ, ମକ୍କା, ଚାଉଳ, ଅଟା, ସୁଜି, ବେସନ, ମୁଢ଼ି ଏବଂ ଲସି ଖୋଲାରେ ବିକ୍ରି କଲେ GST ଲାଗୁ…

ପାଇକ ସ୍ମାରକୀ ପାଇଁ ଜମି ହସ୍ତାନ୍ତରକୁ କ୍ୟାବିନେଟ୍ ମଞ୍ଜୁରୀ

ପାଇକ ବିଦ୍ରୋହର ସ୍ମୃତି ପାଇଁ ବରୁଣେଇ ପାହାଡ଼ ପାଦଦେଶରେ ‘ପାଇକ ସ୍ମାରକୀ’ ନିର୍ମାଣ ପାଇଁ ରାଜ୍ୟ ସରକାର ୧୦ ଏକର ଜମି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ମାଗଣାରେ ଯୋଗାଇ ଦେବାକୁ ଆଜି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ନୁପୂର ଶର୍ମାଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ବସ୍ତି

ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ବସ୍ତି। ତେବେ ସୁପ୍ରିମ କୋର୍ଟରେ ସେ ପେଗାମ୍ବର ମହମ୍ମଦଙ୍କ ଉପରେ ମନ୍ତବ୍ୟ ଦେଇଥିବା ଏଫଆଇଆର ସମ୍ପର୍କରେ ଅପିଲ କରିଥିଲେ। ଆଜି ସୁପ୍ରିମକୋର୍ଟରେ ତାଙ୍କ ଆବେଦନର ଶୁଣାଣି ହୋଇଥିଲା। ତାଙ୍କୁ ଏବେ ସୁପ୍ରିମ କୋର୍ଟରୁ…

ଡିଏସ୍‌ପିଙ୍କୁ ଡମ୍ପର ଚଢ଼ାଇ ହତ୍ୟା କଲେ ଖଣି ମାଫିଆ

ଡିଏସ୍‌ପିଙ୍କୁ ଡମ୍ପର ଚଢ଼ାଇ ମାରି ଦେଲେ ଖଣି ମାଫିଆ। ଏ ଭଳି ଏକ ଅଭାବନୀୟ ଘଟଣା ଘଟିଛି ହରିୟାଣାର ନୂହଁରେ । ନୂହଁରେ ପଥର ମାଫିଆଙ୍କୁ ଧରିବାକୁ ଯାଇ ପ୍ରାଣ ହରାଇଲେ ଡିଏସ୍‌ପି ସୁରେନ୍ଦ୍ର ସିଂ ବିଷ୍ଣୋୟୀ। ଯୋଜନାବଦ୍ଧ ଭାବେ ତାଙ୍କ ଉପରେ ଡମ୍ପର ଚଢ଼ାଇ ଦେଇ ପଥର ମାଫିଆ ହତ୍ୟା କରିଥିବା…

ଦୂଷିତ ହୋଇଛି ମହାନଦୀ ଓ ବ୍ରାହ୍ମଣୀ ନଦୀ ଜଳ

ଦୂଷିତ ହୋଇଛି ମହାନଦୀ ଓ ବ୍ରାହ୍ମଣୀ ନଦୀ ଜଳ। ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାର। ବିଜେଡି ବିଧାୟକ ଅମର ଶତପଥୀଙ୍କ ପ୍ରଶ୍ନରେ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ଲିଖିତ ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି। ୧୧ଟି ମୁଖ୍ୟ ନଦୀର ୧୨୯ଟି ସ୍ଥାନରେ ଜଳ ମାନ ପରୀକ୍ଷଣରୁ ସ୍ପଷ୍ଟ…

୨୧ରେ ଇଡି ଅଫିସ ଘେରାଉ କରିବ କଂଗ୍ରେସ

ଆସନ୍ତା ୨୧ରେ ଇଡି ଅଫିସ ଘେରାଉ କରିବ କଂଗ୍ରେସ। ଘେରାଉ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ସେହିପରି ୨୨ରେ ସବୁ ଜିଲ୍ଲା ମୁଖ୍ୟାଳୟରେ ପ୍ରତିକାତ୍ମକ ପ୍ରତିବାଦ କରିବ କଂଗ୍ରେସ।  ସୋନିଆ ଗାନ୍ଧିଙ୍କୁ EDର ଦ୍ୱିତୀୟ ସମନର ପ୍ରତିବାଦ କରିବ କଂଗ୍ରେସ ।

ପୁଣି ଖଟିଆରେ ବୁହାହେଲେ ରୋଗୀ

ପୁଣି ଦେଖିବାକୁ ମିଳିଲା ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର। ଖଟିଆରେ ବୁହାହେଲେ ରୋଗୀ। ଡାକ୍ତରଖାନାରେ ପହଞ୍ଚିବା ପରେ ମୃତ ଘୋଷଣା କଲେ ଡାକ୍ତର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନାକଟିଦେଉଳ ବ୍ଲକ ଘୁସୁରାମାଲ ପଞ୍ଚାୟତ ବଡ଼ବିଲ ଗାଁରେ । ଚାଷ କାମକୁ ଯାଇଥିବା ଜଣେ ବ୍ୟକ୍ତି ହଠାତ୍ ବିଲରେ…