News portal website
before header
[URIS id=5393]

ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ଡାକ୍ତର

0 175

ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଉମାକାନ୍ତ ଖେଜୁରିଆ। ଗତକାଲି ଉମାକାନ୍ତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ସେ ୧୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସରେ ହାତରେ ଧରାପଡ଼ିଥିଲେ । LIC ଡେଥ କ୍ଲେମ କେସ ବାବଦରେ ଫର୍ମ ଦସ୍ତଖତ କରାଇଦେବା ପାଇଁ ନେଉଥିଲେ ଲାଞ୍ଚ। ଚାଉଳିଆ ଗାଁର ପଲିସି ହୋଲ୍ଡର ନନ୍ଦିନୀ ନାୟକ ଏକ LIC ବୀମା ପଲିସି କରିଥିଲେ।।ନନ୍ଦିନୀଙ୍କ ମୃତ୍ୟୁ ପରେ ଡେଥ କ୍ଲେମ ପାଇଁ ଫର୍ମରେ ଦସ୍ତଖତ କରିବାକୁ ଲାଞ୍ଚ ନେଉଥିଲେ। ଏହି ସମୟରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। 

Notice
Leave A Reply

Your email address will not be published.