Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
ବଡଚଣାରେ ଅର୍ନ୍ତଜାତୀୟ ମାନବାଧିକାର କାର୍ଯ୍ଯାଳୟ!
ଅଷ୍ଟିନ୍ ନ୍ଯୁଜ/ଯାଜପୁର
ତା-୧୯-୦୯-୨୦୨୨
ଅର୍ନ୍ତଜାତୀୟ ମାନବାଧିକାର ରକ୍ଷକ ସମିତି ପକ୍ଷରୁ ବଡଚଣା ବ୍ଲକର ସାଉଡିଆ ପଞ୍ଚାୟତ ତାଳୁଆ ବାଲିକୁଦାଠାରେ ଏକ ନୂତନ କାର୍ଯାଳୟ ଉଦଘାଟନ କରାଯାଇଛି।ମାନବାଧିକାର ସମ୍ବନ୍ଧିତ ଏକ ଆଲୋଚନା ଚକ୍ର ମଧ୍ଯ ହୋଇଥିଲା।ଏହି ପରିପ୍ରେକ୍ଷୀରେ!-->!-->!-->!-->!-->…
ବଡଚଣାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୨୮୨୭ ୟୁନିଟ ରକ୍ତ ସଂଗ୍ରହ!
ଅଷ୍ଟିନ୍ ନ୍ଯୁଜ/ଯାଜପୁର
ତା-୧୯-୦୯-୨୦୨୨
ସାରା ରାଜ୍ୟରେ ବଡଚଣା ନିର୍ବାଚନ ମଣ୍ଡଳୀ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଗତକାଲି ସ୍ବତନ୍ତ୍ର ପରିଚୟ ପାଇଛି, ଗୋଟିଏ ଦିନରେ ୨୮୨୭ ୟୁନିଟ ରକ୍ତ ସଂଗ୍ରହ କରିପାରିଛି ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ନିର୍ବାଚନ ମଣ୍ଡଳୀ।ବିଜେଡି!-->!-->!-->!-->!-->…
ମୋଦିଙ୍କ ଜନ୍ମଦିନରେ ୭୨ ୟୁନିଟ ରକ୍ତ ସଂଗ୍ରହ କଲା ବଡଚଣା ବିଜେପି।
ଅଷ୍ଟିନ୍ ନ୍ଯୁଜ/ଯାଜପୁର
ତା-୧୭-୦୯-୨୦୨୨
ଭାରତର ପ୍ରଧାନମନ୍ତ୍ରୀ ତଥା ଦେଶର ପ୍ରଧାନ ସେବକ ନରେନ୍ଦ୍ର ମୋଦିଙ୍କ ଆଜି ହେଉଛି ଜନ୍ମଦିନ।ପଲ୍ଲୀରୁ ଦିଲ୍ଲୀ ଆବାଳବୃଦ୍ଧବନିତା ସମସ୍ତେ ଜଣାଇଛନ୍ତି ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଏବଂ ଅଭିନନ୍ଦନ।ଚଳିତଥର ମୋଦିଙ୍କୁ ୭୨!-->!-->!-->!-->!-->…
ପାଞ୍ଚ ଟଙ୍କାରେ ଭିଭୋ ଆଣ୍ଡରଏଡ ମୋବାଇଲ!
ଅଷ୍ଟିନ୍ ନ୍ଯୁଜ/ଯାଜପୁର
ତା-୧୬-୦୯-୨୦୨୨
ମାଆ ଦୁର୍ଗା ଏଜେନ୍ସିରୁ ଫୁଡିଓ ଖାଇ ଜିତିଲେ ଭିଭୋ ଆଣ୍ଡରଏଡ ମୋବାଇଲ ଫୋନ।ଏମିତି ହୋଇଛି ବାଲିଚନ୍ଦ୍ରପୁର ଅଞ୍ଚଳର ଚାରିନଙ୍ଗଳ ଗ୍ରାମରେ।ଶେଖ ସାହାବୁଦ୍ଦିନ ତାଙ୍କର ନାତୁଣୀ ପାଇଁ ନିକଟସ୍ଥ ମା ଦୁର୍ଗା ଏଜେନ୍ସିର ବାବୁଲି ନାଥଙ୍କ ଠାରୁ!-->!-->!-->!-->!-->…
ରକ୍ତଦାନ ଶିବିରକୁ ନେଇ ସାଉଡିଆ ସତସଙ୍ଗ ମନ୍ଦିରରେ ବୈଠକ!
ଅଷ୍ଟିନ୍ ନ୍ଯୁଜ/ଯାଜପୁର
ତା-୧୫-୦୯-୨୦୨୨
ଆସନ୍ତା ଅଠର ତାରିଖରେ ବିଜଦ ତରଫରୁ ଉଦୟଗିରି ସ୍ଥିତି ବୁଦ୍ଧଦେବ ଜୁନିୟର କଲେଜରେ ନଅଗୋଟି ପଞ୍ଚାୟତର ଲୋକେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିଷ୍ପତ୍ତି ନିଆଯାଇଥିଲା।ଏ ନେଇ ସାଉଡିଆ ପଞ୍ଚାୟତ ବିଜେଡି ସଭାପତି କ୍ଷେତ୍ରବାସୀ!-->!-->!-->!-->!-->…
ବହୁଚର୍ଚ୍ଚିତ ଜାଲ ପ୍ରମାଣପତ୍ର ଘଟଣାରେ କଲେଜ ଅଧ୍ଯକ୍ଷ ଗିରଫ!
ଅଷ୍ଟିନ୍ ନ୍ଯୁଜ/ଯାଜପୁର
ତା-୧୪-୦୯-୨୦୨୨
ମିଥ୍ଯା ପ୍ରମାଣପତ୍ର ଦେଇ ଭିନ୍ନକ୍ଷମ ଭତ୍ତା ହାତେଇବା ଘଟଣାରେ,ଯାଜପୁର ସିଡିଏମଓ ଯାଜପୁର ଟାଉନଥାନାରେ ଏତଲା ଦେଇଥିଲେ। ଘଟଣାରେ ତିନିଜଣ ଗିରଫ ହୋଇଥିବା ବେଳେ ପ୍ରାୟ ଗୋଟିଏ ମାସ ପରେ ପୋଲିସ ଚାର୍ଜସିଟ୍ ରେ ଅଭିଯୁକ୍ତ ଦର୍ଶାଯାଇଥିବା!-->!-->!-->!-->!-->…
ଭିଣୋଇ ଗାଡିରେ,ଶଳା ଚଲାଉଥିଲା ଚୋରା ବ୍ଯବସାୟ ସାମ୍ରାଜ୍ଯ!
ଚୋରା ରଡ ଓ ଡିଜେଲ ତେଲ ଜବତ ଘଟଣାରେ ତିନିଜଣ କୋର୍ଟଚାଲାଣ!
ଅଷ୍ଟିନ୍ ନ୍ଯୁଜ/ଯାଜପୁର
ତା-୧୩-୦୯-୨୦୨୨
ଜାତୀୟ ରାଜପଥର ଢାବା କଡରେ ଚାଲିଥିଲା ଡକାୟତି ଓ ଲୁଟତରାଜ,ହୋଟେଲ ମାଲିକ କରୁଥିଲେ ଡିଲ,ଭିଣୋଇ ଗାଡିରେ ହେଉଥିଲା ଚାଲାଣ।ଅଚାନକ ଚଢାଉ କଲା ଯାଜପୁର ଏସପିଙ୍କ ଏକ!-->!-->!-->!-->!-->!-->!-->…
ଦିନ ଦ୍ବିପ୍ରହରେ ଚାଲିଛି ମୋରମ ଚାଲାଣ!
ଅଷ୍ଟିନ୍ ନ୍ଯୁଜ/ଯାଜପୁର
ତା-୧୩-୦୯-୨୦୨୨
ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରେ ଚାଲିଛି ବେଧଡକ ମୋରମ ଚାଲାଣ।ପାହାଡ଼ ତାଡି ନେଇ ଯାଉଛନ୍ତି ମୋରମ ମାଫିଆ।ପ୍ରଶାସନ ଆଖିରେ ଦିନ ଦ୍ବପ୍ରହରରେ ଆଙ୍ଗୁଠି ଗେଞ୍ଜି ଚଲାଇଛନ୍ତି ବେପାର।
ଗାଡି ଡ୍ରାଇଭର ଗତିସୀମା ବଢେଇ!-->!-->!-->!-->!-->!-->!-->…
NHM ଗାଇଡଲାଇନ୍ କୁ ଫୁ କରି ଉଡ଼ାଇ ଦେଲେ ବଡଚଣା MO!
ଅଷ୍ଟିନ୍ ନ୍ଯୁଜ/ଯାଜପୁର
ତା-୧୦-୦୯-୨୦୨୨
ନ୍ଯାସନାଲ ହେଲଥ ମିଶନ ଗାଇଡଲାଇନ କୁ ଫୁ କରିଦେଲେ ବଡଚଣା ମେଡିକାଲ ଅଫିସର। ଯାହାର ସଂଙ୍ଗୀନ ଅଭିଯୋଗ ଆଣିଛନ୍ତି,ସାଉଡିଆ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ଜଗନ୍ନାଥ ଖଣ୍ଡାଇ।କେନ୍ଦ୍ର ସରକାରଙ୍କ ଯୋଜନା ମୁତାବକ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ!-->!-->!-->!-->!-->…
ହରିଶ୍ଚନ୍ଦ୍ର ପ୍ରଧାନଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଲେ ବଡଚଣା ବିଧାୟକ।
ଅଷ୍ଟିନ୍ ନ୍ଯୁଜ/ଯାଜପୁର
ତା-୧୦-୦୯-୨୦୨୨
ବରିଷ୍ଠ କଂଗ୍ରେସ ନେତା,ତଥା ବଡଚଣା ପଞ୍ଚାୟତ ସମିତିର ପୂର୍ବତନ ଚେୟାରମ୍ୟାନ ହରିଶ୍ଚନ୍ଦ୍ର ପ୍ରଧାନଙ୍କ ଗତ ସାତ ତାରିଖରେ ପରଲୋକ ହୋଇଯାଇଛି।ଖବର ପାଇ ବିଧାନସଭା ସଦାଚାର କମିଟିର ଅଧ୍ଯକ୍ଷ ତଥା ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ,ଆଜି!-->!-->!-->!-->!-->…
