News portal website
before header
[URIS id=5393]

ପାଞ୍ଚ ଟଙ୍କାରେ ଭିଭୋ ଆଣ୍ଡରଏଡ ମୋବାଇଲ!

0 266

ଅଷ୍ଟିନ୍ ନ୍ଯୁଜ/ଯାଜପୁର

Notice

ତା-୧୬-୦୯-୨୦୨୨

ମାଆ ଦୁର୍ଗା ଏଜେନ୍ସିରୁ ଫୁଡିଓ ଖାଇ ଜିତିଲେ ଭିଭୋ ଆଣ୍ଡରଏଡ ମୋବାଇଲ ଫୋନ।ଏମିତି ହୋଇଛି ବାଲିଚନ୍ଦ୍ରପୁର ଅଞ୍ଚଳର ଚାରିନଙ୍ଗଳ ଗ୍ରାମରେ।ଶେଖ ସାହାବୁଦ୍ଦିନ ତାଙ୍କର ନାତୁଣୀ ପାଇଁ ନିକଟସ୍ଥ ମା ଦୁର୍ଗା ଏଜେନ୍ସିର ବାବୁଲି ନାଥଙ୍କ ଠାରୁ ପାଞ୍ଚ ଟଙ୍କା ଦେଇ ଫୁଡିଓ ସ୍ନାକ୍ସ ନେଇଥିଲେ।ସେଥିରୁ ଏକ କୁପନ ବାହାରିଥିଲା।କୁପନକୁ,କମ୍ପାନୀ ନମ୍ବରରେ ମେସେଜ କଲା ପରେ,ସେ ଭିଭୋ କମ୍ପାନୀର ଆଣ୍ଡରଏଡ ମୋବାଇଲ ଫୋନ ଜିତିଥିବା ଜାଣିବାକୁ ପାଇଥିଲେ।

ଆଦିଗୁରୁ ଫୁଡ ପ୍ରୋସେସିଂ ଓ ପ୍ୟାକେଞ୍ଜିର କର୍ମଚାରୀ ସରୋଜ କୁମାର ଜେନା, ଏସଓ ଅଶୋକ ବେହେରା, ସତ୍ଯଜିତ ଶତପଥୀ ଆାଜି ଆସି ବାଲିଚନ୍ଦ୍ରପୁର ବଜାର ଠାରେ ଏହି ଉପହାର ଦେଇଥିଲେ। ମୋବାଇଲ ପାଇଲା ପରେ ମୋର ପିଲା ପାଠ ପଢିପାରିବ ବୋଲି ଖୁସିରେ ଶେଖ ସାହାବୁଦ୍ଦିନ କହିଛନ୍ତି, ଏବଂ କମ୍ପାନୀ କତ୍ତୃପକ୍ଷଙ୍କୁ ଧନ୍ଯବାଦ ଜଣାଇଛନ୍ତି।

Leave A Reply

Your email address will not be published.