ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର

ତା-୨୫-୦୯-୨୦୨୧
“ପିପିଲି ଉପ-ନିର୍ବାଚନ ପ୍ରଚାର ବେଳେ ଅନେକ ଲୋକଙ୍କର ଗୋଟିଏ ପ୍ରଶ୍ନ ଥିଲା,
ଭାଇ, କଣ କଂଗ୍ରେସ ପାରିବ ଏଥର?
ମୋର ଉତ୍ତର ହେଉଛି,
ଏଥର ପିପିଲିବାସୀ ପାରିବା ଦରକାର।”
ପିପିଲି ପଲିଟିକ୍ସ
ଆଉ ପାଞ୍ଚ ଦିନ ପରେ ପିପିଲି ଉପନିର୍ବାଚନ।ମଇଦାନରେ ସବୁ ରାଜନୈତିକ ଦଳର ପ୍ରଚାରରେ ବ୍ଯସ୍ତ। ଆଜି ପ୍ରଦେଶ କଂଗ୍ରେସ କମିଟି, ତଥା ପୁରୀ ସଂସଦର କଂଗ୍ରେସ ସାସଂଦ ପାର୍ଥୀ ସତ୍ଯ ପ୍ରକାଶ ନାୟକ କଂଗ୍ରେସ ବିଧାୟକ ପାର୍ଥୀଙ୍କ ପାଇଁ ପ୍ରଚାରରେ ଯୋଗ ଦେଇଥିଲେ।

ସାଧାରଣ ଜନତା ସତ୍ଯ ନାୟକଙ୍କୁ ପ୍ରଶ୍ନ କରିଥିଲେ କଂଗ୍ରେସ କ’ଣ ଉପନିର୍ବାଚନ ପାର (ପାରିବ)ହୋଇ ପାରିବ?ଯାହାର ଜବାବରେ “ପିପିଲି ବାସୀ ପାରିବେ ତ!” ବୋଲି କହିଥିଲେ ସତ୍ଯ ନାୟକ। ବାସ୍ତବରେ ପିପିଲି ବାସୀ କଂଗ୍ରେସକୁ ନେଇ ଉଠାଇ ଥିବା ପ୍ରଶ୍ନରେ ପିପିଲି ବାସୀ ପାରିବେ କି ନାହିଁ ଦେଖିବାକୁ ବାକି ରହିଲା।
