Sign in
Sign in
Recover your password.
A password will be e-mailed to you.
Breaking News
ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!ଭାଜପା ରୁ ଅମର ନାୟକ!
ରାସ୍ତାଗସ୍ତ ପାଇଁ ଯାତାୟତରେ ଅସୁବିଧା
ଅଷ୍ଟିନ ନ୍ୟୁଜ ତା-୦୯-୦୯-୨୦୨୩
ଗସ୍ତ ପାଇଁ ରାତିଦିନ ଏକ କରି ଦେଇଥିଲା ପ୍ରଶାସନ | ଯାଜପୁର ସହରର ସବୁ ରାସ୍ତାକୁ ମରାମତି କରାଯାଇଥିଲା | ସହର ମୁଖ୍ୟ ରାସ୍ତା ପିଚୁ ଧସିଯାଇଥିବା ଦେଖିବାକୁ ମିଳିଛି | ସେଠାରେ ଏତେବଡ ଗର୍ତ୍ତ ହୋଇଛି ଯେ କେହି ଲୋକ ଗଳିପଡିବାର ଆଶଙ୍କା ରହିଛି |!-->!-->!-->…
ବାଦ ପଡିଛି ପାନୀୟଜଳ ଯୋଗାଣ ବ୍ୟବସ୍ଥା
ଅଷ୍ଟିନ ନ୍ୟୁଜ ତା-୦୯-୦୯-୨୦୨୩
ଦାନଗଦି ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ମାନପୁର ପୁରୁଣାସାହି ପାନୀୟଜଳ ଯୋଗାଣ ବ୍ୟବସ୍ଥା ବାଦ ପଡିଛି | ଫଟାପାଇପ,ଭଲଭ ଓ ଟ୍ୟାପ ଖରାପ କାରଣରୁ ପଞ୍ଚାୟତର ଅନେକ ଜାଗାକୁ ପାଣି ପହଞ୍ଚୁନଥିବା ଅଭିଯୋଗ ହୋଇଛି | ୨୦୧୯ରେ ବସିଧା ଯୋଜନାରେ!-->!-->!-->…
ଭାଙ୍ଗିରୁଜି ଗଲାଣି ଗାଁ ରାସ୍ତା
ଅଷ୍ଟିନ ନ୍ୟୁଜ ତା-୦୯-୦୯-୨୦୨୩
ଧର୍ମଶାଳା ବ୍ଲକ ଜାରକା ପଞ୍ଚାୟତ ଡୁବାଗାଡ଼ିଆ ଗାଁ ରାସ୍ତା ଭାଙ୍ଗିରୁଜି ଗଲାଣି | ବହୁବର୍ଷ ହେଲା ଲୋକମାନେ ଏହି ରାସ୍ତାରେ ଯାତାୟାତ କରୁଛନ୍ତି | ପାଇପ ପାଣି ଯୋଗାଇ ଦେବା କହି ରାସ୍ତାକୁ ଖୋଳିତାଡି ଦେଇଛନ୍ତି | ପାଇପ ବିଛାଇ ସାରିବା ପରେ!-->!-->!-->…
ଲୋକ ହେଲେ ହନ୍ତସନ୍ତ ପର ଘରେ ଆଶ୍ରୟ
ଅଷ୍ଟିନ ନ୍ୟୁଜ ତା-୦୭-୦୯-୨୦୨୩
ଲଗାଣ ବର୍ଷା ଯୋଗୁଁ ଘର ଭାଙ୍ଗିଯିବାରୁ ସୁକିନ୍ଦା ତହସିଲ କାଙ୍କଡ଼ପାଳ ରାଜସ୍ୱ ସର୍କଲ ଗନ୍ଧାପାଳ ମୌଜାର ଦାଦନ ଶ୍ରମିକ ରମେଶ ବାରିକଙ୍କ ପରିବାର ଏବେ ତାଙ୍କ ବଡଭାଇଙ୍କ ଘରେ ଆଶ୍ରୟ ନେଇଛନ୍ତି | ଛଣଛପର ନଷ୍ଟ ହେବ ପରେ ଗତକାଲି ରାତି ଘରର କାନ୍ଥ!-->!-->!-->…
ଜାତୀୟ ରାଜପଥରେ ଆଉ ଏକ ଦୁର୍ଘଟଣା
ଅଷ୍ଟିନ ନ୍ୟୁଜ ତା-୦୭-୦୯-୨୦୨୩
ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଅଟକିଥିବା ଟ୍ରକ ପଛରେ ଏକ କାର ପିଟି ହେବାରୁ ୪ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗ ନଦିଆ ଜିଲ୍ଲା କଲ୍ୟାଣୀ ନଗରର ଟିକନ ଶାହାଙ୍କ ଅବସ୍ଥା!-->!-->!-->…
ବଢିଚାଲିଛି ବେଆଇନ ପଲିଥିନ ବ୍ୟବହାର
ଅଷ୍ଟିନ ନ୍ୟୁଜ ତା-୦୭-୦୯-୨୦୨୩
ପଲିଥିନ ବ୍ୟବହାର ବିରୋଧରେ କଡାକଡି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ | ୨୦୧୮ ମସିହାରେ ଅକ୍ଟୋବର ୨ରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ରାଜ୍ୟର ୬ଟି ସହର-ଭୁବନେଶ୍ୱର,କଟକ,ପୁରୀ,ରାଉରକେଲା,ଓ!-->!-->!-->…
ନଳକୂଅରୁ ବାହାରୁଛି ଲୌହଯୁକ୍ତ ପାଣି
ଅଷ୍ଟିନ ନ୍ୟୁଜ ତା-୦୬-୦୯-୨୦୧୩
ରସୁଲପୁର ବ୍ଲକ ମଙ୍ଗରାଜପୁର ପଞ୍ଚାୟତର ବାଲିଗୁଡା ଓ ଦେଉଳି ଗ୍ରାମରେ ଲୋକମାନେ ପାନୀୟ ଜଳ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ପାନୀୟ ଜଳ ପ୍ରକଳ୍ପ ବିପର୍ଯ୍ୟସ୍ତ ଅବସ୍ଥାରେ ପଡି ରହିଛି | ଲୋକମାନେ ବ୍ୟକ୍ତିଗତ ଭାବେ ନଳକୂଅ!-->!-->!-->…
୫ ବର୍ଷ ପରେ ବି ସଂପୂର୍ଣ୍ଣ ହୋଇପାରିନି ବୃହତ ଉଠା ଜଳସେଚନ ପ୍ରକଳ୍ପ
ଅଷ୍ଟିନ ନ୍ୟୁଜ ତା-୦୬-୦୯-୨୦୧୩
ଚାଷଜମିକୁ ଜଳସେଚନ ପାଇଁ ବୃହତ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଛି | ଅବଧି ପୂରିବାର ୫ ବର୍ଷ ପରେ ବି ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିନି | ନଦୀକୂଳିଆ ୫ଟି ପଞ୍ଚାୟତର ଚାଷୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ହେଲେ ବଡ଼ଚଣା!-->!-->!-->…
ବିନା ହେଲମେଟରେ କଲେଜକୁ ବାଇକ ମନା
ଅଷ୍ଟିନ ନ୍ୟୁଜ ତା-୦୫-୦୯-୨୦୨୩
ହେଲମେଟ ପିନ୍ଧି ନ ଆସିଲେ କଲେଜକୁ ବାଇକ ମନା | ଏପରି ଏକ ବିଜ୍ଞପ୍ତି ଜାରି କରିଛନ୍ତି ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ପ୍ରବୋଧ କୁମାର ସାମଲ | କେବଳ ବାଇକ ଚଳାଉଥିବା ଛାତ୍ରଛାତ୍ରୀ ନୁହେଁ,ପଛରେ ଯିଏ ବସିଥିବ ସେ ମଧ୍ୟ!-->!-->!-->…
ଚାଷୀଙ୍କ କାମରେ ବାଧା ଦେଉଛି ଏଲ ଆଣ୍ଡ ଟି କମ୍ପାନୀ
ଅଷ୍ଟିନ ନ୍ୟୁଜ ତା-୦୫-୦୯-୨୦୨୩
ବରୀ ବ୍ଲକ ବାଲିବିଲି ପଞ୍ଚାୟତର କୋରଡ଼ାପିପଲ ଠାରେ ନିର୍ମାଣ ହୋଇଥିବା ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ସ୍ଥଳରେ ୨୪ କୋଟି ୭୭ ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି |!-->!-->!-->…
