Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
Browsing Category
ଦେଶ ବିଦେଶ
ମଙ୍କିପକ୍ସ ପରେ ଆଫ୍ରିକାନ ସ୍ୱାଇନ ଫ୍ଲୁ
ଗତ କିଛିଦିନ ତଳେ କେରଳରେ ମଙ୍କିପକ୍ସ ଭୁତାଣୁ ଚିହ୍ନଟ ହୋଇଥିବାବେଳେ ଆଜି ଆସାମରେ ଚିହ୍ନଟ ହୋଇଛି ଆଫ୍ରିକାନ ସ୍ୱାଇନ ଫ୍ଲୁ । ଆସାମର ଦିବୃଗଡ଼ ଭୋଗାଲି ଗ୍ରାମରେ ଏକ ଘୁଷୁରିର ନମୁନାରୁ ଆଫ୍ରିକାନ ସ୍ୱାଇନ ଫ୍ଲୁ ଚିହ୍ନଟ ହୋଇଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଦିବୃଗଡ଼ ଅଞ୍ଚଳର ପ୍ରାଣୀ!-->…
ସିଙ୍ଗାପୁର ଓପନ ଜିତି ଇତିହାସ ରଚିଲେ ପିଭି ସିନ୍ଧୁ
ଇତିହାସ ରଚିଲେ ପିଭି ସିନ୍ଧୁ। ପ୍ରଥମଥର ପାଇଁ ସିଙ୍ଗାପୁର ଓପନ ଜିତି ସେ ଇତିହାସ ରଚିଛନ୍ତି । ଦୁଇ ଦୁଇ ଥର ଅଲିମ୍ପିକ ପଦକ ବିଜେତା ସିନ୍ଧୁ ଫାଇନାଲରେ ଚୀନ୍ର ଷ୍ଟାର୍ ଖେଳାଳି ୱାଙ୍ଗ ଝି ୟିଙ୍କୁ ୨୧-୯, ୧୧-୨୧, ୨୧-୧୫ରେ ହରାଇଛନ୍ତି। ତିନି ସେଟ୍ ଧରି ଚାଲିଥିବା ମ୍ୟାଚରେ ସିନ୍ଧୁ!-->…
ମଣିପୁରରେ ଭୂକମ୍ପ
ଗତକାଲି ବିଳମ୍ବିତ ରାତ୍ରିରେ ମଣିପୁର ଭୂମିକମ୍ପ ହୋଇଥିବା ଜଣାପଡ଼ିଛି । ଶନିବାର ରାତି ୧୧.୪୨ ସମୟରେ ଆସମର ପୂର୍ବ ଦକ୍ଷିଣପଟରେ ଥିବା ମୋଏରାଙ୍ଗ, ମଣିପୁର ଏହି ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪.୮ ରେକର୍ଡ କରାଯାଇଛି। ଏ ସମ୍ପର୍କରେ ଜାତୀୟ ଭୂକମ୍ପ ବିଜ୍ଞାନ!-->…
ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ
ବାଂଲାଦେଶରେ ଫେସବୁକ ପୋଷ୍ଟରୁ ହିଂସାକାଣ୍ଡ ଦେଖିବାକୁ ମିଳିଛି। ତେବେ ବାଂଲାଦେଶରେ କ୍ରମାଗତ ଭାବେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଛି। ରିପୋର୍ଟ ଅନୁଯାୟୀ ଲୋହାଗରାରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଘର ଜାଳିଦେଲେ ଉତ୍ତେଜନାକାରୀ। ବାଂଲାଦେଶରେ ଲଗାତାର ହିନ୍ଦୁଙ୍କ ଉପରେ ହେଉଛି!-->…
ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାକିସ୍ତାନରେ ଲ୍ୟାଣ୍ଡ କଲା ଇଣ୍ଡିଗୋ ବିମାନ
ଯାନ୍ତ୍ରିକ ତ୍ରୁଟି ଯୋଗୁଁ କରାଚିରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ। ଶାରଜାହାରୁ ହାଇଦ୍ରାବାଦ ଆସୁଥିବା ବିମାନ କରାଚିରେ ଓହ୍ଲାଇଲା। ସୂଚନା ମୁତାବକ ରବିବାର ସକାଳେ ଶାରଜାହାରୁ ହାଇଦ୍ରାବାଦ ଉଡାଣ ଭରିଥିଲା ଇଣ୍ଡିଗୋ ଯାତ୍ରୀବାହୀ ବିମାନ। କିନ୍ତୁ ଅଧାବାଟରେ ବିମାନରେ ଯାନ୍ତ୍ରିକ!-->…
ଜଗଦୀପ ଧନକଡ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ
ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା ଏନ୍ଡିଏ। ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକଡଙ୍କୁ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ବିଜେପି ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏ ସମ୍ପର୍କରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଘୋଷଣା କରିଛନ୍ତି।!-->…
ଏଣିକି ପ୍ରାଇଭେଟ୍ ମେଡିକାଲରେ ଚିକିତ୍ସା କରିବା ମହଙ୍ଗା
ଏହି ସୋମବାର ଠାରୁ ବଢ଼ିବା ପାଇଁ ଯାଉଛି ଡାକ୍ତରଖାନାର କୋଠରୀ ଭଡା଼। ଫଳରେ ପ୍ରାଇଭେଟ୍ ମେଡିକାଲରେ ଚିକିତ୍ସା କରିବା ଏବେ ମହଙ୍ଗା ହେବ। ଜୁଲାଇ ୧୮ ରୁ ଅଣ-ଆଇସିୟୁ ଡାକ୍ତରଖାନା ପାଇଁ ୫% ଜିଏସଟି ଲାଗୁ ହେବ। ଏ ଜିଏସଟି କାଉନସିଲ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଦୈନିକ ୫, ୦୦୦ ରୁ ଅଧିକ!-->…
ରାଷ୍ଟ୍ରପତି ନିର୍ବାଚନରେ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ ଦେବ ଆମ୍ ଆଦମୀ ପାର୍ଟି
ରାଷ୍ଟ୍ରପତି ନିର୍ବାଚନରେ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ ଦେବ ଆମ୍ ଆଦମୀ ପାର୍ଟି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି AAP ସାଂସଦ ସଞ୍ଜୟ ସିଂ । ସେ କହିଛନ୍ତି ଯେ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ AAP ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବ। ଆମେ ଦ୍ରୌପଦୀ ମୁର୍ମୁଙ୍କୁ ସମ୍ମାନ କରୁ କିନ୍ତୁ!-->…
ଆଜି ଦେଶର ସବୁ ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କୁ ନୈଶ୍ୟ ଭୋଜି ଦେବେ ରାଷ୍ଟ୍ରପତି
ଆଜି ଦେଶର ସବୁ ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କୁ ନୈଶ୍ୟ ଭୋଜି ଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସନ୍ଧ୍ୟା ୭ଟାରେ ଭୋଜିର ଆୟୋଜନ ହୋଇଛି। ତେବେ ଏଠାରେ ସୂଚନାଯୋଗ୍ୟ ଯେ ଆସନ୍ତା ୨୪ରେରେ ସରୁଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ।
ଖାଉଟି ମୁଣ୍ଡରେ ଚଡକ ଜୁଲାଇ ୧୮ରୁ ଏହି ଜିନିଷ ହେବ ମହଙ୍ଗା
ଜୁଲାଇ ୧୮ ତାରିଖରୁ ଖାଉଟିଙ୍କ ମୁଣ୍ଡ ବଥା ବଢିବାକୁ ଯାଉଛି । ଏହାର ସଙ୍କେତ ମିଳିଛି ଜିଏସଟିର ୪୭ତମ ବୈଠକରୁ । ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଜୁଲାଇ ୧୮ରୁ କିଛି ନୂଆ ଉତ୍ପାଦ, କିଛି ଦ୍ରବ୍ୟ ଓ ସେବା ଉପରେ ଜିଏସଟିର ହାର ବୃଦ୍ଧି ପାଇବ।
ଜାଣନ୍ତୁ କେଉଁ!-->!-->!-->…
