News portal website
before header
[URIS id=5393]

ସାଇବର କ୍ରାଇମ ଅଭିଯୋଗରେ ଚଢ଼ାଉ!

0 494

ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ବଜାରରେ ରେଳବାଇ ପୋଲିସ ତରଫରୁ ଏକ ଟିମ ଆସି ସାଇବର କେଫରେ ଚଢ଼ାଉ କରୁଥିବାର ଦେଖିବାକୁ ମିଳିଛି।ରେଳଯାତ୍ରା ପାଇଁ ଟିକେଟ କଳାବଜାରୀ କରି ବିକ୍ରି କରାଯାଉଥିବାର ଅଭିଯୋଗ ରେଳବାଇ ବିଭାଗ ଜାଣିବାକୁ ପାଇଥିଲା।

Notice

ଏମିତିକି ରେଳ ବିଭାଗର ଅଧିକାରୀ ନିଜେ ଗ୍ରାହକ ସାଜି ଆସି ଟିକେଟ କାଟି ଠକେଇ ହେଉଥିବାର ଜାଣିବାକୁ ପାଇବା ପରେ ବାଲିଚନ୍ଦ୍ରପୁର ପୋଲିସ ସହାୟତାରେ ସାହାସପୁର କଲେଜ ଫାଟକ ସାମ୍ନାରେ ଥିବା ଲିପୁ ମୋବାଇଲ ଷ୍ଟୋରରେ ପଶି ଚଢ଼ାଉ କରିଛି।

Leave A Reply

Your email address will not be published.