[URIS id=5393] ଆଜି ଦେଶର ସବୁ ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କୁ ନୈଶ୍ୟ ଭୋଜି ଦେବେ ରାଷ୍ଟ୍ରପତି ଦେଶ ବିଦେଶ By Austin News On Jul 16, 2022 0 141 Share ଆଜି ଦେଶର ସବୁ ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କୁ ନୈଶ୍ୟ ଭୋଜି ଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସନ୍ଧ୍ୟା ୭ଟାରେ ଭୋଜିର ଆୟୋଜନ ହୋଇଛି। ତେବେ ଏଠାରେ ସୂଚନାଯୋଗ୍ୟ ଯେ ଆସନ୍ତା ୨୪ରେରେ ସରୁଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ। PresidentRamnath kovind