News portal website
before header
[URIS id=5393]

ମଣିପୁରରେ ଭୂକମ୍ପ

0 130

ଗତକାଲି ବିଳମ୍ବିତ ରାତ୍ରିରେ ମଣିପୁର ଭୂମିକମ୍ପ ହୋଇଥିବା ଜଣାପଡ଼ିଛି । ଶନିବାର ରାତି ୧୧.୪୨ ସମୟରେ ଆସମର ପୂର୍ବ ଦକ୍ଷିଣପଟରେ ଥିବା ମୋଏରାଙ୍ଗ, ମଣିପୁର ଏହି ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୮ ରେକର୍ଡ କରାଯାଇଛି। ଏ ସମ୍ପର୍କରେ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.