News portal website
before header
[URIS id=5393]

ଏଣିକି ପ୍ରାଇଭେଟ୍ ମେଡିକାଲରେ ଚିକିତ୍ସା କରିବା ମହଙ୍ଗା

0 196

ଏହି ସୋମବାର ଠାରୁ ବଢ଼ିବା ପାଇଁ ଯାଉଛି ଡାକ୍ତରଖାନାର କୋଠରୀ ଭଡା଼। ଫଳରେ ପ୍ରାଇଭେଟ୍ ମେଡିକାଲରେ ଚିକିତ୍ସା କରିବା ଏବେ ମହଙ୍ଗା ହେବ। ଜୁଲାଇ ୧୮ ରୁ ଅଣ-ଆଇସିୟୁ ଡାକ୍ତରଖାନା ପାଇଁ ୫% ଜିଏସଟି ଲାଗୁ ହେବ। ଏ ଜିଏସଟି କାଉନସିଲ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଦୈନିକ ୫, ୦୦୦ ରୁ ଅଧିକ କୋଠରୀ ଭଡା ନେଉଥିବା ଡାକ୍ତରଖାନା ଉପରେ ଜିଏସଟି ଲାଗୁ ହେବ। 

Leave A Reply

Your email address will not be published.