ବାଂଲାଦେଶରେ ଫେସବୁକ ପୋଷ୍ଟରୁ ହିଂସାକାଣ୍ଡ ଦେଖିବାକୁ ମିଳିଛି। ତେବେ ବାଂଲାଦେଶରେ କ୍ରମାଗତ ଭାବେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଛି। ରିପୋର୍ଟ ଅନୁଯାୟୀ ଲୋହାଗରାରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଘର ଜାଳିଦେଲେ ଉତ୍ତେଜନାକାରୀ। ବାଂଲାଦେଶରେ ଲଗାତାର ହିନ୍ଦୁଙ୍କ ଉପରେ ହେଉଛି ଆକ୍ରମଣ। ସୂଚନାଯୋଗ୍ୟ ଯେ ୨୦୧୩ ସେପ୍ଟେମ୍ବରରୁ ୨୦୨୧ ପର୍ଯ୍ୟନ୍ତ ୩୬୭୯ ହିନ୍ଦୁଙ୍କୁ ଟାର୍ଗେଟ୍।

